RSS Amplifier

OTV News : Latest Posts · Aug 21, 2026

Major IPS reshuffle in Odisha: ବରିଷ୍ଠ IPS ସ୍ତରରେ ବଡ଼ ଅଦଳବଦଳ, ବିଭିନ୍ନ ପଦରେ ନୂଆ ଦାୟିତ୍ୱ

0
Sign in to vote or save

Manoj Kumar Rout · OTV News

ବରିଷ୍ଠ IPS ଅଧିକାରୀଙ୍କ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଏହି କ୍ରମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ନୂଆ ଦାୟିତ୍ୱ ଦିଆଯାଇଛି। ସତ୍ୟବ୍ରତ ଭୋଇଙ୍କୁ ଗୁଇନ୍ଦା ବିଭାଗର IG ଭାବେ ନିଯୁକ୍ତ କରାଯାଇଛି।

author-image

ips-live

IPS reshuffle Photograph: (OTV)

ବରିଷ୍ଠ IPS ଅଧିକାରୀଙ୍କ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଏହି କ୍ରମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ନୂଆ ଦାୟିତ୍ୱ ଦିଆଯାଇଛି। ସତ୍ୟବ୍ରତ ଭୋଇଙ୍କୁ ଗୁଇନ୍ଦା ବିଭାଗର IG ଭାବେ ନିଯୁକ୍ତ କରାଯାଇଛି। ହିମାଂଶୁ ଲାଲଙ୍କୁ EOW ଓ STFର IG ଦାୟିତ୍ୱ ମିଳିଛି। ସେହିପରି ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ IG ଭାବେ ଦାୟିତ୍ୱ ଦିଆଯାଇଛି।

ନୀତି ଶେଖରଙ୍କୁ IG ପ୍ରୋଭିଜନିଂ ଦାୟିତ୍ୱ ମିଳିଥିବା ବେଳେ ଆଶିଷ କୁମାର ସିଂଙ୍କୁ ତାଳଚେର ରେଞ୍ଜର DIG ସହ PTC ଅନୁଗୁଳର ପ୍ରିନ୍ସିପାଲ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସରକାରଙ୍କ ଏହି ଅଦଳବଦଳ ପରେ ରାଜ୍ୟ ପୁଲିସ ବ୍ୟବସ୍ଥାରେ ଦାୟିତ୍ୱ ବଣ୍ଟନରେ ପରିବର୍ତ୍ତନ ହୋଇଛି।

#ବରିଷ୍ଠ_IPS_ସ୍ତରରେ_ଅଦଳ_ବଦଳ
-ବରିଷ୍ଠ IPS ସ୍ତରରେ ଅଦଳ ବଦଳ କଲେ ସରକାର
-ସତ୍ୟବ୍ରତ ଭୋଇ ହେଲେ ଗୁଇନ୍ଦା ବିଭାଗ ଆଇଜି
-ହିମାଂଶୁ ଲାଲ IG ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍‌
-ଜୟନାରାୟଣ ପଙ୍କଜ ଆଇଜି ଦକ୍ଷିଣାଞ୍ଚଳ
-ନୀତି ଶେଖର ଆଇଜି ପ୍ରୋଭିଜନିଂ
-ଆଶିଷ କୁମାର ସିଂ ତାଳଚେର ରେଞ୍ଜ୍‌ ଡିଆଇଜି ଓ ପିଟିସି ଅନୁଗୁଳ ପ୍ରିନ୍ସପାଲ#IPSTransferpic.twitter.com/oGV3Uc3Aed

— ଓଟିଭି (@otvkhabar) August 21, 2026

Read the original on otvkhabar.in

Comments

Nothing yet. Say the first thing.

    Sign in to join the conversation.