RSS Amplifier

News source

OTV News : Latest Posts

RSS Feed

otvkhabar.inSource feed ↗20 articles

Overdue Last read · last published · next check
Last read 4 hours ago, longer than this feed's 1 hour schedule.

Written by

Latest articles

Major IPS reshuffle in Odisha: ବରିଷ୍ଠ IPS ସ୍ତରରେ ବଡ଼ ଅଦଳବଦଳ, ବିଭିନ୍ନ ପଦରେ ନୂଆ ଦାୟିତ୍ୱ

ବରିଷ୍ଠ IPS ଅଧିକାରୀଙ୍କ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଏହି କ୍ରମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ନୂଆ ଦାୟିତ୍ୱ ଦିଆଯାଇଛି। ସତ୍ୟବ୍ରତ ଭୋଇଙ୍କୁ ଗୁଇନ୍ଦା ବିଭାଗର IG ଭାବେ ନିଯୁକ୍ତ କରାଯାଇଛି। ହିମାଂଶୁ ଲାଲଙ୍କୁ EOW ଓ STFର IG ଦାୟିତ୍ୱ ମିଳିଛି। ସେହିପରି ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ IG ଭାବେ ଦାୟିତ୍ୱ ଦିଆଯାଇଛି। ନୀତି ଶେଖରଙ୍କୁ IG ପ୍ରୋଭିଜନିଂ ଦାୟିତ୍ୱ ମିଳିଥିବା ବେଳେ ଆଶିଷ କୁମାର ସିଂଙ୍କୁ ତାଳଚେର ରେଞ୍ଜର DIG ସହ PTC ଅନୁଗୁଳର…

Pranab Pattnaik Given Guard of Honour Before Last Rites

#ପ ୍ରଣବଙ୍କୁ_ଦିଆଗଲା_ଗାର୍ଡ଼_ଅଫ୍_ଅନର ଓଡିଶା ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ । ଆଉ ନାହାନ୍ତି କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଶେଷକୃତ୍ୟ ପୂର୍ବରୁ ପ୍ରଣବଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଗଲା । #PranabPattnaik #OdiaMusic #OdishaMusic #GuardOfHonour #OdiaSinger #OdishaCulture #LastRites #OdiaLegend #OdishaTV #OTV Odia singer Pranab Pattnaik has passed away, leaving a huge void in Odisha's music world. Before his last rites,…

Jatra Actor Sridhar Gets a Good Role in Suryabanshi, Says He Can Shake the Stage

ମୁଁ ପ୍ରୋକ୍ସି କ୍ୟାରେକ୍ଟର କରେ କିନ୍ତୁ ମଞ୍ଚ ଦୋହଲାଇ ଦିଏ । ଏଥର ଯାତ୍ରା ସୂର୍ଯ୍ୟବଂଶୀରେ ଭଲ ଚରିତ୍ର ପାଇଛନ୍ତି ବୋଲି କହିଲେ ଯାତ୍ରା ଅଭିନେତା ଶ୍ରୀଧର। #Sridhar #Suryabanshi #Jatra #OdiaJatra #JatraActor #StagePerformance #OdiaEntertainment #OdishaCulture #OdishaTV #OTV Jatra actor Sridhar says that although he performs “proxy characters”, he can still make a strong impact on stage. Speaking about this season, Sridhar…

15 ବର୍ଷର ପିଲାର କଥା ଶୁଣି ମୁଣ୍ଡ ଖରାପ ! #OTVShorts #OTVPodcast #MissteenIndia

15 ବର୍ଷର ପିଲାର କଥା ଶୁଣି ମୁଣ୍ଡ ଖରାପ ! #OTVShorts #OTVPodcast #MissteenIndia For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR…

Sugar Prices Cross ₹65: ବିହାରରେ ଚିନି କିଲୋ ୬୫ ଟଙ୍କା ଟପିଲା, ମନ୍ତ୍ରୀଙ୍କ ଅଜବ ଯୁକ୍ତି

ବିହାରରେ ଚିନି ଦର ବୃଦ୍ଧିକୁ ନେଇ ମନ୍ତ୍ରୀ ଶ୍ରବଣ କୁମାରଙ୍କ ଅଜବ ଯୁକ୍ତି ଏବେ ଚର୍ଚ୍ଚାରେ। ଚିନି ଦାମ ବଢ଼ିଲେ ବି ଲୋକଙ୍କ ଉପରେ ବେଶୀ ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି। ମନ୍ତ୍ରୀଙ୍କ ଯୁକ୍ତି ହେଉଛି, ମଧୁମେହ ବଢ଼ୁଥିବାରୁ ଲୋକେ ଏବେ ଚିନି କମ୍ ଖାଉଛନ୍ତି। ବିହାରରେ ଚିନି କିଲୋ ପିଛା ୬୫ ଟଙ୍କାରୁ ଅଧିକ ହୋଇଥିବା ବେଳେ, ପୂର୍ବରୁ ଏହା ପ୍ରାୟ ୪୮ରୁ ୫୦ ଟଙ୍କା ଥିଲା। ଅନ୍ୟପଟେ, ମନ୍ତ୍ରୀ ବିଜୟ କୁମାର ସିହ୍ନା କୃଷକଙ୍କ ଉତ୍ପାଦର ଦାମ ବଢ଼ିଲେ ଖୁସି ଲାଗେ ବୋଲି କହିବା ସହ ଚିନି…

ଦିନ 3ଟା ଟପ୍ ହେଡଲାଇନ୍ସ#OTVHeadlines #12PM_Headlines #TopHeadlines #Odisha #OTV

ଦିନ 3ଟା ଟପ୍ ହେଡଲାଇନ୍ସ #OTVHeadlines #12PM_Headlines #TopHeadlines #Odisha #OTV For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE,…

OUAT Bhubaneswar Gate Slab Collapses, Multiple Workers Injured

#OUAT_କ ୃଷି_ମହାବିଦ୍ୟାଳୟରେ_ଅଘଟଣ ଭୁବନେଶ୍ୱର OUATର କୃଷି ମହାବିଦ୍ୟାଳୟରେ ଅଘଟଣ। ଭୁଶୁଡ଼ିଲା ନିର୍ମାଣଧୀନ ଗେଟର ଛାତ, ଏକାଧିକ ଶ୍ରମକ ଆହତ। ଆଜି ଗେଟର ଛାତ ଢ଼ଳେଇ ପଡୁଥିଲା। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟ କରୁଥିଲେ। #OUAT #Bhubaneswar #OdishaNews #ConstructionAccident #WorkerSafety #OUATBhubaneswar #OdishaAccident #CollegeOfAgriculture #OdishaTV #OTV A mishap occurred at the College of Agriculture, Odisha University of…

🔴Live | ଦିନ ୧ଟାର ବଡ ଖବର | 1PM Bulletin | 21st August 2026 | Odisha News | Odia News | OTV

🔴Live | ଦିନ ୧ଟାର ବଡ ଖବର | 1PM Bulletin | 21st August 2026 | Odisha News | Odia News | OTV For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives…

4PM Headlines | 21st August 2026 | Odisha News | OTV

ଅପରାହ୍ନ ୪ଟା ଟପ୍ ହେଡଲାଇନ୍ସ #OTVHeadlines #4pmHeadlines #TopHeadlines #OTV #Odisha For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE,…

Subhadra Money on August 28: Over 1.03 Crore Beneficiaries to Get Assistance

#ସ ୁଭଦ୍ରାକୁ_ନେଇ_ବଡ଼_ଘୋଷଣା ଆସନ୍ତା ୨୮ ତାରିଖ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। #SubhadraYojana #PravatiParida #SubhadraMoney #RakshaBandhan #OdishaGovernment #OdishaWomen #GovernmentScheme #OdishaTV #OTV Subhadra assistance will be credited on August 28, coinciding with Raksha Bandhan,…

Headless Body Recovered from Pond: ପୋଖରୀରେ ଭାସୁଥିଲା ମୁଣ୍ଡ ବିହୀନ ଶବ, ଉଦ୍ଧାର କରି ତଦନ୍ତ କରୁଛି ପୋଲିସ

ବଲାଙ୍ଗୀରରେ ଚାଞ୍ଚଲ୍ୟ। ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ଦେଓଗାଁ ଥାନା ବାଗଡା ଗାଁ ପାଖ ପୋଖରୀରେ ଭାସୁଥିଲା ମୁଣ୍ଡ ବିହୀନ ଶବ । ଗାଁର ପାଣି ଟାଙ୍କି ନିକଟରେ ଥିବା ପୋଖରୀରେ ଭାସୁଥିବା ଅବସ୍ଥାରେ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରାଯାଇଛିି । ମୁଣ୍ଡ କାଟି ହତ୍ୟା ପରେ ତାଙ୍କୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେବେ ମୃତକ କିଏ, କେଉଁଠାରୁ ଆସିଥିଲେ, ତାହା ଏବେବି ରହସ୍ୟ ଘେରରେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଦେଓଗାଁ ପୋଲିସ । ଶବ ଉଦ୍ଧାର ସହ ଘଟଣାର…

🔴Live | ଆସୁଛି ଲଘୁଚାପ, ୨୫ ଯାଏଁ ଛେଚିବ ! Heavy Rain to Lash Odisha Till August 25! | OTV

🔴Live | ଆସୁଛି ଲଘୁଚାପ, ୨୫ ଯାଏଁ ଛେଚିବ ! Heavy Rain to Lash Odisha Till August 25! | OTV #LowPressure #HeavyRain #OdishaWeather #RainAlert #WeatherUpdate #OdishaRain #Monsoon #IMDAlert #OdishaNews #OTV For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M OdishaTV is Odisha's no 1 News Channel. OTV being the first private satellite TV channel in Odisha…

🔴Live | ୫ ଦିନ ଯାଏଁ ନିର୍ଧୂମ ଛେଚିବ ! Heavy Rain to Lash Odisha for 5 More Days! | OTV

🔴Live | ୫ ଦିନ ଯାଏଁ ନିର୍ଧୂମ ଛେଚିବ ! Heavy Rain to Lash Odisha for 5 More Days! | OTV #HeavyRain #RainAlert #OdishaWeather #OdishaRain #MonsoonAlert #WeatherUpdate #IMDAlert #OdishaNews #BreakingNews #OTV For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M OdishaTV is Odisha's no 1 News Channel. OTV being the first private satellite TV channel in…

Woman Tourist Stops Army Vehicle in Ladakh, Argues With Officers Over Road Block

#ସ େନା_ଗାଡ଼ି_ଅଟକାଇ_ମହିଳା_ପର୍ଯ୍ୟଟକଙ୍କ_ହଙ୍ଗାମା ଲଦାଖରେ ସେନା ଗାଡ଼ି ଅଟକାଇ ମହିଳା ପର୍ଯ୍ୟଟକଙ୍କ ହଙ୍ଗାମା । ଖରାପ ପାଗ ଯୋଗୁଁ ସୁରକ୍ଷାକର୍ମୀ ତାଙ୍କୁ ଆଗକୁ ଯିବାକୁ ବାରଣ କରିବାରୁ ନିଜକୁ 'GenZ' କହି ସେନା ଅଧିକାରୀଙ୍କ ସହ କଲେ ଯୁକ୍ତିତର୍କ । ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଜଣେ ମହିଳା ପର୍ଯ୍ୟଟକ ସେନା ଗାଡ଼ି ସମ୍ମୁଖରେ ଛିଡ଼ା ହୋଇ ରାସ୍ତା ଅବରୋଧ କରୁଥିବା ଦେଖିବାକୁ ମିଳିଛି। A woman tourist reportedly stopped an Army vehicle…

Subarnarekha Crosses Danger Mark in Balasore, People Fear Flood Threat

#ଟପ ିଲା_ବିପଦ_ସଙ୍କେତ #ଲ ୋକେ_ଭୟଭୀତ ଫୁଲୁଛି ସୁବର୍ଣ୍ଣରେଖା। ବିପଦ ସଙ୍କେତ ଟପିଥିବାରୁ ଲୋକେ ଭୟଭୀତ। ବାଲେଶ୍ୱରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ୧୧.୭୯ ମିଟରରେ ପ୍ରବାହିତ ହେଉଛି। ଭୋଗରାଇରେ ୨୮, ବାଲିଆପାଳରେ ୨୦ ପଞ୍ଚାୟତ ପାଣି ଘେରରେ ରହିଛି। The Subarnarekha River is rising in Balasore after crossing the danger mark at Rajghat, triggering fear among residents. The danger…

Former Congress MP Sajjan Kumar Dies While Undergoing Treatment

#ସଜ ୍ଜନ_କୁମାରଙ୍କ_ପରଲୋକ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିଲେ ସଜ୍ଜନ । ତିହାର ଜେଲ୍ ରେ ଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସଜ୍ଜନ କୁମାରଙ୍କୁ ମୃତ ଘୋଷଣା କରିଛନ୍ତି । Former Congress MP Sajjan Kumar has reportedly passed away after falling ill while lodged in Tihar…

Family Dispute Turns Fatal: ବ୍ୟାଙ୍କ ବାହାରେ ପତ୍ନୀଙ୍କୁ ଗୁଳି, ଘରେ ଭଉଣୀଙ୍କୁ ମାରି ଜୀବନ ହାରିଲେ

ଏକ ଚାଞ୍ଚଲ୍ୟକର ଡବଲ୍ ମର୍ଡର ଓ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ଘରକୁ ଫେରି ନିଜ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ସହ ନିଜେ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ମାନସ ବାଜପେୟୀ ଏବଂ ସେ ଏସ୍ ବିଆଇର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି। ବ୍ୟାଙ୍କ ବାହାରେ ପତ୍ନୀଙ୍କୁ ଗୁଳି ଗୁରୁବାର ଲକ୍ଷ୍ନୌର ଅପସ୍କେଲ୍ ଗୋମତୀନଗର ଅଞ୍ଚଳରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଶାଖା…

Chemical in Paneer? 70 Quintals of Adulterated Paneer & Chhena Seized in Cuttack

#ପନ ିରରେ_କେମିକାଲ୍ ! #ଗ ୍ରାହକଙ୍କ_ଚିନ୍ତାରେ ରାଜ୍ୟରେ ସିନ୍ଥେଟିକ୍ ପନିରକୁ ନେଇ ଛନକା। ଓଟିଭିରେ ଅପମିଶ୍ରିତ ପନିରକୁ ନେଇ ଖବର ପ୍ରସାରଣ ପରେ ଏବେ ଆକ୍ସନ୍ ମୋଡ୍ ରେ ପ୍ରଶାସନ। କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗର ଧରପଗଡ଼ ବେଳେ ମଧୁପାଟଣା ଛକରୁ ଜବତ ହୋଇଛି ବିପୁଳ ପରିମାଣର ଅପମିଶ୍ରିତ ପନିର ଓ ଛେନା। ମୋଟ ୭୦ କ୍ୱିଣ୍ଟାଲ ପନିର ଓ ଛେନା ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା। Concerns over synthetic and adulterated paneer have…

‘BJD Behind Violent Protest’: BJP MLA Alleges Role in Cab Drivers’ Stir

#ହ ିଂସାତ୍ମକ_ଆନ୍ଦୋଳନ_ପଛରେ_ବିଜେଡି' ରାଜଧାନୀରେ କ୍ୟାବ୍ ଡ୍ରାଇଭରଙ୍କ ଆନ୍ଦୋଳନରେ ହିଂସାକାଣ୍ଡକୁ ନେଇ ତେଜିଲା ରାଜନୀତି । ଘଟଣା ପଛରେ ବିଜେଡିର ହାତ ଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ । ଆନ୍ଦୋଳନ ନାଁରେ ହିଂସା ଘଟାଇ ସରକାରଙ୍କୁ ବଦନାମ କରିବାକୁ ବିରୋଧୀ ଶକ୍ତି କାମ କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ବିଜେପିର ଏହି ଅଭିଯୋଗକୁ ନେଇ ବିଜେଡି ଓ କଂଗ୍ରେସ କରିଛନ୍ତି ପାଲଟା ଆକ୍ରମଣ । Politics has intensified over the violence…

Security Guard Receives Rs 3 Crore GST Notice: ମାସକୁ ୧୦ ହଜାର ଟଙ୍କା ଦରମା, ଆସିଲା ୩ କୋଟିର GST ନୋଟିସ୍!

କାନପୁରରେ ଜଣେ ସୁରକ୍ଷାକର୍ମୀଙ୍କ ଜୀବନ ଏବେ ଏକ ଅଜଣା ଟିକସ ନୋଟିସ୍ କୁ ନେଇ ଦୋହଲିଯାଇଛି। ମାସକୁ ମାତ୍ର ୧୦ ହଜାର ଟଙ୍କା ରୋଜଗାର କରୁଥିବା ଓମ୍ ଶୁକ୍ଳାଙ୍କ ନାଁରେ ଆସିଛି ପ୍ରାୟ ୩ କୋଟି ଟଙ୍କାର GST ରିକଭରି ନୋଟିସ୍। ଏହି ମାମଲାରେ ତାଙ୍କ ରାସନ କାର୍ଡ ବାତିଲ୍ ହେବା ସହ ସରକାରୀ ସୁବିଧା ମଧ୍ୟ ବନ୍ଦ ହୋଇଯାଇଛି। ଓମ୍ ଶୁକ୍ଳା ଏକ ଘରୋଇ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। ତାଙ୍କ ମାସିକ ଦରମା ଥିଲା ପ୍ରାୟ ୧୦ ହଜାର ଟଙ୍କା। କିନ୍ତୁ ୨୦୨୫ ମସିହା ସେପ୍ଟେମ୍ବର ୨୧…