RSS Amplifier

News source

Satya News Alert

Report our's opinion your's

satyanewsalert.inSource feed ↗32 articles

Overdue Last read · last published · next check
Last read 15 hours ago, longer than this feed's 3 hours schedule.

Latest articles

ରାଉରକେଲା : ପ୍ରକାଶ ପାସୱାନ ୨ ଦିନ ପୋଲିସ୍ ରିମାଣ୍ଡ ରେ।। ସର୍କିଟ ହାଉସ୍ କେଶ୍ ରେ ଆଉ ଦୁଇ ଗିରଫ।। ଗିରଫ ସଂଖ୍ୟା ୧୨ କୁ ବୃଦ୍ଧି

ରାଉରକେଲା : ୨୮/୮(ସତ୍ୟାନ୍ୟୁଜ) ବହୁ ଚର୍ଚ୍ଚିତ ରାଉରକେଲା ସର୍କିଟ ହାଉସ୍ ପ୍ରକରଣରେ ଗତକାଲି ଗିରଫ ହୋଇଥିବା ନିଲମ୍ବିତ ବିଜେପି ନେତା ପ୍ରକାଶ ପାସୱାନ ଙ୍କୁ ପୋଲିସ୍ ଦୁଇ ଦିନିଆ ରିମାଣ୍ଡ ରେ ଆଣିବ । ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଅଧିକ ପଚରାଉଚୁରା ପାଇଁ ପୋଲିସ୍ ୪ ଦିନ ରିମାଣ୍ଡ ପାଇଁ କୋର୍ଟ ରେ ଆବେଦନ କରିଥିବା ବେଳେ ଦୁଇ ଦିନ ରିମାଣ୍ଡ ମିଳିଛି। ଅନ୍ୟପକ୍ଷରେ ଅଗଷ୍ଟ ୧୪ ତାରିଖରେ ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି […]

ରାଉରକେଲା : ସର୍କିଟ ହାଉସ୍ କେଳେଙ୍କାରୀ ରେ ଆଉ ଦୁଇ ଗିରଫ।। ଗିରଫଙ୍କ ସଂଖ୍ୟା ୧୨ କୁ ବୃଦ୍ଧି।। ପ୍ରକାଶ ପାସୱାନ ଙ୍କୁ ରିମାଣ୍ଡ ରେ ଆଣିବ ପୋଲିସ୍।

ରାଉରକେଲା : ୨୮/୮(ସତ୍ୟାନ୍ୟୁଜ) ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି ଜବତ ଏବଂ ପେଶାଦାର ଅପରାଧୀ ଗିରଫ ଘଟଣା ପରେ ବହୁ ତଥ୍ୟ ସାମ୍ନାକୁ ଆସୁଛି। ଏହି ଅପରାଧୀଙ୍କ ସହ ସମ୍ପର୍କ ଥିବା ନିଲମ୍ବିତ ବିଜେପି ଯୁବ ନେତା ପ୍ରକାଶ ପାସୱାନ ଙ୍କୁ ପୋଲିସ୍ ବିହାର ରୁ ଗିରଫ କରି ଆଣିବା ପରେ ଗତକାଲି ରାତିରେ କୋର୍ଟ ଚାଲାଣ କରିଥିଲେ। ତାଙ୍କୁ ଜାମିନ ନମିଳିବାରୁ ଜେଲ୍ ପଠାଇ ଦିଆ ଯାଇଛି। ଅଧିକ ପଚରା ଉଚୁରା ପାଇଁ […]

ନେପାଳ : ନେପାଳ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୫୯।। ୨୮୮ ଭାରତୀୟ ନିଖୋଜ।। ଓଡ଼ିଶାରୁ ୩ ଜଣ ନିଖୋଜ ଅଛନ୍ତି।

ନେପାଳ:୨୭/୮(ସତ୍ୟାନ୍ୟୁଜ) ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୫୯ ହୋଇଥିବା ବେଳେ ୨୮୮ ଜଣ ଭାରତୀୟ ନିଖୋଜ ହୋଇଛନ୍ତି। ଓଡ଼ିଶା ଖୋର୍ଦ୍ଧା ର ଜଣେ ଦମ୍ପତ୍ତି ଙ୍କ ସହ ୩ ଜଣ ନିଖୋଜ ଅଛନ୍ତି। ନିଖାଜଙ୍କ ମଧ୍ୟରେ ବାରିପଦାର ଜଣେ ମହିଳା ଅଛନ୍ତି। ଓଡ଼ିଶାର କିଛି ଫୁଟବଲ୍ ଖେଳାଳି ଫସି ରହିଛନ୍ତି। ଅବଶ୍ୟ ସେମାନେ ସୁରକ୍ଷିତ ଅଛନ୍ତି।ମାନସରୋବର ଯାତ୍ରାରେ ଥିବା କିଛି ପର୍ଯ୍ୟଟକ ଚୀନ୍ ପଟେ ଫସି ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଘଡ଼ିସନ୍ଧି […]

ରାଉରକେଲା : ମଙ୍ଗଳ ଓରାମ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ।। ଅଢ଼େଇ ବର୍ଷ ପରେ ଧରାପଡିଲେ ଦୁଇ ଅଭିଯୁକ୍ତ।। ଲୁଟ୍ ମହିନ୍ଦ୍ରା ଭ୍ୟାନ୍ ଜବତ।

ରାଉରକେଲା ପୋଲିସ ୩୦ ମାସ ପୁରୁଣା ହତ୍ୟା ମାମଲାର ପର୍ଦ୍ଦାଫାସ କଲା। ଦୁଇ ଅଭିଯୁକ୍ତ ଗିରଫ। ରାଉରକେଲା: ୨୭/୮ (ସତ୍ୟାନ୍ୟୁଜଆଲର୍ଟ)ରାଉରକେଲା ପୋଲିସ ୩୦ ମାସ ପୁରୁଣା ଏକ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ରାହୁଲ ଓରଫ ସର୍ଧନ ଶର୍ମା (୪୮) ଏବଂ ଅଜୟ ପାତ୍ର (୩୩)। ପୋଲିସ ସୂଚନା ଅନୁଯାୟୀ, ବିସ୍ରା ଥାନା ଅଧୀନ ଜାମବେର୍ଣ୍ଣା ଅଞ୍ଚଳର ମଙ୍ଗଳ ଓରାମ ୨୦୨୪ ମସିହା […]

ରାଉରକେଲା : ରେଳ ଲାଇନ୍ ରେ ହାତୀ ଆସି ଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ।। ବନବିଭାଗ ଏବଂ ରେଳବାଇ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ।

ବନ୍ଧମୁଣ୍ଡା ରେଳ ୟାର୍ଡରେ ପୁଣି ଜଙ୍ଗଲୀ ହାତୀ, ଅଧଘଣ୍ଟା ଟ୍ରେନ୍ ଚଳାଚଳ ବନ୍ଦ।ବନ୍ଧମୁଣ୍ଡା: ୨୭/୮(ସତ୍ୟାନ୍ୟୁଜ) ରାଉରକେଲା ବନ୍ଧମୁଣ୍ଡା ରେଳ ୟାର୍ଡରେ ପୁଣି ଥରେ ଜଙ୍ଗଲୀ ହାତୀ ପ୍ରବେଶ କରିବାରୁ ଗତକାଲି ସକାଳେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା।ବୁଧବାର ନୂଆଗାଁ ବ୍ଲକ୍‌ର ଲୋହାଣ୍ଡା ଅଞ୍ଚଳରୁ ଏକ ଜଙ୍ଗଲୀ ହାତୀ ଜବାଘାଟ ରାସ୍ତା ଦେଇ ହଠାତ୍ ବନ୍ଧମୁଣ୍ଡା ରେଳ ୟାର୍ଡରେ ପ୍ରବେଶ କରିଥିଲା। ହାତୀ ରେଳ ଅଞ୍ଚଳରେ ପଶିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ରେଳ ପ୍ରଶାସନକୁ ସୂଚନା […]

ରାଉରକେଲା : ସର୍କିଟ ହାଉସ୍ ଆର୍ମସ୍ ଜବତ୍ ଘଟଣାର ୱାଣ୍ଟେଡ ଅଭିଯୁକ୍ତ ପ୍ରକାଶ ପାସୱାନ ଗିରଫ।। ଗିରଫ କଲା ବିହାର ଏସଟିଏଫ୍।

ରାଉରକେଲା ସର୍କିଟ୍ ହାଉସ୍ ଅସ୍ତ୍ର ଜବତ ମାମଲା: ବିହାରରୁ ପ୍ରକାଶ ପାସୱାନ ଗିରଫ ହୋଇଥିବା ସୂଚନା। ପ୍ରକାଶ ଙ୍କୁ ଆଣିବା କୁ ରାଉରକେଲା ପୋଲିସ୍ ପହଞ୍ଚିଲେ ବିହାର। ରାଉରକେଲା : ୨୭/୮(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ୍ ହାଉସ୍‌ରୁ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ଘଟଣାରେ ପୋଲିସ୍‌ ଦ୍ୱାରା ୱାଣ୍ଟେଡ୍ ଥିବା ଅଭିଯୁକ୍ତ ପ୍ରକାଶ ପାସୱାନଙ୍କୁ ବିହାରର ବରଉନି ଷ୍ଟେସନ ରୁ ଗିରଫ କରା ଯାଇଥିବା ସୂଚନା ମିଳିଛି। ପ୍ରକାଶ ଟ୍ରେନ୍ ରେ ଯାଉଥିବା ଖବର ରାଉରକେଲା ପୋଲିସ୍ […]

ସୁନ୍ଦରଗଡ଼ : ହସ୍ପିଟାଲ୍ ରୁ ବିଚାରଧୀନ କଏଦୀ ଫେରାର।। ହତ୍ୟା ଅଭିଯୋଗରେ ଗତବର୍ଷ ଠାରୁ ଜେଲ୍ ରେ ଥିଲେ।

ସୁନ୍ଦରଗଡ଼:୨୬/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ରୁ ଜଣେ ବିଚାରଧୀନ କଏଦୀ ଫେରାର ହୋଇ ଯାଇଛି। ଉକ୍ତ ଫେରାର କଏଦୀ ହତ୍ୟା ମାମଲାରେ ଗିରଫ ହୋଇ ଗତବର୍ଷ ଅପ୍ରେଲ ମାସରୁ ଜେଲ୍ ରେ ଥିଲା। ଗତକାଲି ଶରୀର ଅସୁସ୍ଥ ହେବାରୁ ଉକ୍ତ କଏଦୀ ଟେକ୍ ଚାନ୍ଦ ବେହେରା ଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା। ୩ ଜଣ ପୋଲିସ୍ କର୍ମଚାରୀ ମଧ୍ୟ ତାଙ୍କୁ ଜଗି ଥିଲେ। ହେଲେ ସେ ଶୌଚ କରିବା ବାହାନା ରେ ହସ୍ପିଟାଲ୍ ରୁ […]

ରାଉରକେଲା : ସାଂସଦ ପ୍ରତିନିଧି ପ୍ରକାଶ ପାସୱାନ ଙ୍କ ନାମରେ ଜାମିନ ବିହୀନ ପରୱାନା।। ହାଇକୋର୍ଟ ରେ ପ୍ରକାଶଙ୍କ ପକ୍ଷରୁ ଆଗୁଆ ଜାମିନ ଆବେଦନ

ରାଉରକେଲା: ୨୫/୮(ସତ୍ୟାନ୍ୟୁଜ) ପ୍ରକାଶ ପାସୱାନ ଙ୍କ ନାମରେ ଜାମିନ ବିହୀନ ପରୱାନା ଜାରି କଲେ ମାନ୍ୟବର ଏସ ଡି ଜେ ଏମ୍ କୋର୍ଟ। ପ୍ରକାଶ ଙ୍କ ନାମରେ ଜାମିନ ବିହୀନ ପରୱାନା ପାଇଁ ଗତକାଲି ରାଉରକେଲା ପୋଲିସ୍ କୋର୍ଟ ରେ ପ୍ରାର୍ଥନା କରିଥିଲେ । ଅନ୍ୟପକ୍ଷରେ ହାଇକୋର୍ଟ ରେ ପ୍ରକାଶଙ୍କ ପକ୍ଷରୁ ଆଜି ଆଗୁଆ ଜାମିନ ଆବେଦନ କରା ଯାଇଛି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଙ୍କ ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାସୱାନ ସର୍କିଟ ହାଉସ୍ […]

ରାଉରକେଲା : ଜିଲ୍ଲାରୁ ବାହାର ରାଜ୍ୟ କୁ ଚାଲାଣ ହୋଇ ନିର୍ଯାତିତ ହେଉଥିବା ଶିଶୁ , ମହିଳା ମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ।। ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଅଧ୍ୟକ୍ଷତାରେ ବୈଠକ ।

ରାଉରକେଲା:୨୫/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତିବର୍ଷ ମହିଳା ଏବଂ ଶିଶୁ ନିଖୋଜ ହୋଇ ଥାନ୍ତି। ସେମାନେ ବାହାର ରାଜ୍ୟକୁ ଚାଲି ଯାଇ ଥାଆନ୍ତି କିମ୍ବା ତାଙ୍କୁ ବହଲାଇ , ଫୁସୁଲାଇ ଚାଲାଣ ମଧ୍ୟ କରା ଯାଇଥାଏ। ସେଠାରେ ସେମାନଙ୍କୁ ଧାମକାଇ କାର୍ଯ୍ୟରେ ନିୟୋଜିତ କରା ଯାଇଥାଏ। ନିର୍ଯାତନା ଦିଆ ଯାଉଥିବାର ଅଭିଯୋଗ ମଧ୍ୟ ଆସି ଥାଏ ନିଖୋଜ ମହିଳା ଶିଶୁ ରାଜ୍ୟ ବାହାରେ ଥିବା ରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପଶ୍ଚିମାଞ୍ଚଳ ଡି ଆଇ ଜି ଙ୍କ […]

ରାଉରକେଲା : କଲୁଙ୍ଗା ରେ ରଙ୍ଗ ପ୍ରସ୍ତୁତି କାରଖାନାରେ ଅଗ୍ନିକାଣ୍ଡ।। ୫ ଫାୟାର ଟିମ୍ ନିଆଁ ଲିଭାଇବା ଲାଗି ନିୟୋଜିତ।।

ରାଉରକେଲା: ୨୫/୮(ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳରେ ଏକ ପେଣ୍ଟ୍ ତିଆରି କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟ କ୍ଷତି ହୋଇଛି। ନିଆଁ ଲିଭାଇବା ରେ ୫ ଟି ଦମକଳ ନିୟୋଜିତ କରା ଯାଇଛି। ନିଆଁ ଲାଗିବାର କାରଣ ଜଣା ପଡି ନଥିବା ବେଳେ ରଙ୍ଗ ତିଆରି କାରଖାନାରେ ଜ୍ଵଳନଶୀଳ ସାମଗ୍ରୀ ରହୁ ଥିବାରୁ ନିଆଁ ବ୍ୟାପି ଯାଉଛି। ଅନ୍ୟ ଆଡ଼କୁ ଯେପରି ନିଆଁ ନବ୍ୟାପେ ସେଥିଲାଗି ଉଦ୍ୟମ କରାଯାଉଛି। ନିଆଁ […]

ବଣାଇ : ଗୋଟିଏ ରାତିରେ ସାପ କାମୁଡ଼ାରେ ବଣାଇ ଉପଖଣ୍ଡରେ ରେ ୪ ମୃତ।। ଚାନ୍ଦିପୋଷ ଥାନା ଅଞ୍ଚଳରେ ଭାଇ , ଭଉଣୀ ଏବଂ ଟିକାୟତପାଲି ଅଞ୍ଚଳରେ ଅଜା,ନାତି ମୃତ।

ବଣାଇ:୨୫/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡରେ ଗୋଟିଏ ରାତିରେ ସର୍ପାଘାତ ରେ ୪ ଜଣ ମୃତ୍ୟୁ ବରଣ କରିଛନ୍ତି। ଚାନ୍ଦିପୋଷ ଥାନା ଅଞ୍ଚଳରେ ସାପ କାମୁଡ଼ି ଦେବାରୁ ଭାଇ , ଭଉଣୀ ମୃତ୍ୟୁ ବରଣ କରିଥି ବା ବେଳେ ଟିକାୟତପାଲି ଥାନା ଅଞ୍ଚଳରେ ଅଜା , ନାତି ମୃତ୍ୟୁ ବରଣ କରିଛନ୍ତି। ଏପରି ଅଭାବନୀୟ ଘଟଣାରେ ପରିବାର ବର୍ଗ ମର୍ମାହତ ଅବସ୍ଥାରେ ଅଛନ୍ତି। ଗୁରୁଣ୍ଡିଆ ବ୍ଲଜ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗିରିଜାଟୋଲି ଗାଁ ରେ ମୃତ୍ୟୁ ବରଣ […]

ବଣାଇ : ପ୍ରବଳ ବର୍ଷା ଯୋଗୁଁ ଗାଁ ରେ ପଶିଲା ନାଳ ପାଣି।। କେତେକ ଗାଁ ରେ ଜଳବନ୍ଦୀ ସ୍ଥିତ।। ଗାଁ ଲୋକଙ୍କ ରାସ୍ତା ଅବରୋଧ।

[25/08, 09:09] Monthay: ବଣାଇ ବ୍ଲକ୍‌ରେ ପ୍ରବଳ ବର୍ଷାରେ ଜଳବନ୍ଦୀ ସ୍ଥିତି। ପ୍ରତିକାର ଦାବିରେ ରାସ୍ତା ଅବରୋଧ କରି ସ୍କୁଲ୍‌ରେ ତାଲା ପକାଇଲେ ଗ୍ରାମବାସୀ ବଣାଇ :୨୫/୮(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବ୍ଲକ୍‌ ଅନ୍ତର୍ଗତ ସରସରା ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ହୋଇପଡ଼ିଛି। ସୁନ୍ଦରଡିହି ଗ୍ରାମ ପାଣି ଘେରରେ ରହିଛି। ରାତିରେ ଗ୍ରାମବାସୀ ମାନେ ଏକ ସ୍କୁଲ୍‌ରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିବା ବେଳେ, ଆଜି ମଧ୍ୟ ଗାଁରେ ପାଣି ଜମି […]

ରାଉରକେଲା : ଚର୍ଚ୍ଚାରେ ରାଉରକେଲା ସର୍କିଟ ହାଉସ୍।। ଏହି ସରକାରୀ ଗେଷ୍ଟ ହାଉସ ରୁ ବନ୍ଧୁକ , ଗୁଳି ଜବତ ପରେ ଚର୍ଚ୍ଚାରେ ରହି ଆସିଛି।

ରାଉରକେଲା : ୨୪/୮(ସତ୍ୟାନ୍ୟୁଜ) ରାଉରକେଲାର ପାନପୋଷ ସର୍କିଟ ହାଉସ୍। ଏବେ ଏହି ସରକାରୀ ଗେଷ୍ଟ ହାଉସ୍ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଅଗଷ୍ଟ ୧୪ ତାରିଖ ରାତିରେ ସର୍କିଟ ହାଉସ୍ ର ନୂତନ ବିଲ୍ଡିଙ୍ଗ ରେ ଥିବା ୧୦୭ ଏବଂ ୧୧୧ ନମ୍ୱର୍ ରୁମ୍ ରୁ ପିସ୍ତଲ୍ , ଗୁଳି ମିଳିବା ଏବଂ ୨ ଜଣ ଅପରାଧୀ ପ୍ରବୃତ୍ତି ର ଯୁବକ ଗିରଫ ହେବା ପରେ ଏହି ସ୍ଥାନ ବିବାଦ ଘେରକୁ ଆସିଛି। ପରେ ବେଆଇନ୍ ଅସ୍ତ୍ରଶସ୍ତ୍ର […]

ରାଉରକେଲା : ପ୍ରକାଶ ପାସୱାନ ଙ୍କୁ ଧରିବାକୁ ୪ ଟିମ୍ ରାଜ୍ୟ ବାହାରେ।। ଡିଆଇଜି ଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ।। ଆଉ ଦୁଇ ଗିରଫ ପରେ ସଂଖ୍ୟା ୯ କୁ ବୃଦ୍ଧି।

ରାଉରକେଲା : ୨୩/୮(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି ଜବତ ପରେ ଅପରାଧୀ ଙ୍କ ଗିରଫ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପୋଲିସ୍ ଏହି ମାମଲାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରି ଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ମାନେ ସୂରଜ ଗୁପ୍ତା ଏବଂ ଆଦର୍ଶ ସାହୁ ବୋଲି ଜଣା ପଡିଛି। ଅନ୍ୟପକ୍ଷରେ ସର୍କିଟ ହାଉସ୍ କୁ ସୁରକ୍ଷିତ ଆଶ୍ରୟସ୍ଥଳୀରେ ପରିଣତ କରି […]

ରାଉରକେଲା : ପ୍ରତିଦିନ ରାଉରକେଲାରେ ଘଟୁଛି ସଡ଼କ ଦୁର୍ଘଟଣା।। ଆଜି ଦୁଇଟି ପୃଥକ୍ ପୃଥକ୍ ଦୁର୍ଘଟଣାରେ ଦୁଇଟି କାର କ୍ଷତିଗ୍ରସ୍ତ।

ରାଉରକେଲା: ୨୩/୮(ସତ୍ୟାନ୍ୟୁଜ) ରାଉରକେଲାରେ ସଡ଼କ ଦୁର୍ଘଟଣା ପ୍ରତିଦିନ ରୁଟିନ୍ ରେ ପରିଣତ ହୋଇଛି।ଅଧିଙ୍କାଶ ଦୁର୍ଘଟଣା ଦାୟିତ୍ୱହୀନତା ଏବଂ ଦୃତ ଗତିରେ ଗାଡି ଚାଳନା ଯୋଗୁ ଘଟୁଛି। ଗତକାଲି ହନୁମାନ ବାଟିକା ଛକ ନିକଟରେ ଏକ ଦ୍ରୁତଗାମୀ କାର ଟ୍ରେଲର କୁ ପଛରୁ ପିଟି ଦେଇଥିବା ବେଳେ ଆଜି ମଧ୍ୟ ଦୁଇଟି ଦୁର୍ଘଟଣା ନଜରକୁ ଆସିଛି। ରାଉରକେଲା ସରକାରୀ ହସ୍ପିଟାଲ୍ ନିକଟରେ ଛିଡ଼ା ହୋଇଥିବା ଏକ କାର କୁ ମାଲବାହି ଅଟୋ ପିଟି ଦେବା ଫଳରେ କାର ଟି […]

ରାଉରକେଲା : ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି ଜବତ ଘଟଣାରେ ଗିରଫ ସଂଖ୍ୟା ୯ କୁ ବୃଦ୍ଧି।। ସାଂସଦ ପ୍ରତିନିଧି ପ୍ରକାଶ ପାସୱାନ ଙ୍କୁ ଖୋଜୁଛି ପୋଲିସ୍।

ରାଉରକେଲା : ୨୩/୮(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି ଜବତ ପରେ ଅପରାଧୀ ଙ୍କ ଗିରଫ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପୋଲିସ୍ ଏହି ମାମଲାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରି ଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ମାନେ ସୂରଜ ଗୁପ୍ତା ଏବଂ ଆଦର୍ଶ ସାହୁ ବୋଲି ଜଣା ପଡିଛି। ଅନ୍ୟପକ୍ଷରେ ସର୍କିଟ ହାଉସ୍ କୁ ସୁରକ୍ଷିତ ଆଶ୍ରୟସ୍ଥଳୀରେ ପରିଣତ କରି […]

ରାଉରକେଲା : ୩୦ ଲକ୍ଷ ଟଙ୍କା ମୂଲ୍ୟର ନାମୀଦାମୀ କମ୍ପାନୀର ନକଲି ଘଣ୍ଟା ଜବତ୍।। ୪ ଗିରଫ।। ପ୍ଲାଣ୍ଟ ସାଇଟ୍ ପୋଲିସ୍ ର ଚଢାଉ ଜାରି।

ରାଉରକେଲା : ୨୩/୮(ସତ୍ୟାନ୍ୟୁଜ) ନାମୀଦାମୀ କମ୍ପାନୀର ନକଲି ଘଣ୍ଟା ଏବଂ ଯନ୍ତ୍ରାଂଶ ବ୍ୟବସାୟ ରାକେଟ୍ ର ପର୍ଦ୍ଦାଫାସ କରିବାରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା। ପୋଲିସ୍ ସହରର ବିଭିନ୍ନ ସ୍ଥାନରେ ଥିବା ଘଣ୍ଟା ଦୋକାନରେ ଚଢ଼ାଉ କରି ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ହଜାରେ ପାଖାପାଖି ଘଣ୍ଟା ସହ ଯନ୍ତ୍ରାଂଶ ଜବତ କରିଛି। ଏ ବାବଦରେ ୪ ଜଣଙ୍କୁ ଗିରଫ କରି ପୋଲିସ୍ ତଦନ୍ତ ଜାରି ରଖିଛି। ଏହି […]

ରାଉରକେଲା : ସର୍କିଟ ହାଉସ୍ ପ୍ରକରଣରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ପଷ୍ଟୀକରଣ।। କହିଲେ , ପ୍ରକାଶ ମୋର ସକ୍ରିୟ କାର୍ଯ୍ୟକର୍ତ୍ତା ଏବଂ ଆର ଏମ୍ ସି ପ୍ରତିନିଧି।

ସର୍କିଟ୍ ହାଉସ୍ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ପଷ୍ଟୀକରଣ: ନିରପେକ୍ଷ ତଦନ୍ତ ହେଉ, ଦୋଷୀ ପ୍ରମାଣିତ ହେଲେ ଦଣ୍ଡ ମିଳୁ।ରାଉରକେଲା: ୨୨/୮(ସତ୍ୟାନ୍ୟୁଜ) ସର୍କିଟ ହାଉସ୍ ରେ ବନ୍ଧୁକ , ଗୁଳି ଜବତ ପରେ ୭ ଜଣ ଗିରଫ ହୋଇଛନ୍ତି। ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାସୱାନ ଙ୍କ ସମ୍ପୃକ୍ତି ଆସିବା ପରେ ଜୁଏଲ ଏକ ସ୍ପଷ୍ଟୀକରଣ ସାମାଜିକ ଗଣ ମାଧ୍ୟମରେ ଦେଇଛନ୍ତି।” ସର୍କିଟ୍ ହାଉସ୍ ଘଟଣାକୁ ନେଇ ମୋର […]

ରାଉରକେଲା : ହନୁମାନ ବାଟିକା ଛକରେ ଭୟଙ୍କର ଦୁର୍ଘଟଣା।। ଟ୍ରେଲର ପଛରେ ପିଟି ଦେଲା ଦ୍ରୁତଗାମୀ କରି। ୨ ଗୁରୁତର ।

ରାଉରକେଲା : ୨୨/୮(ସତ୍ୟାନ୍ୟୁଜ) ଦୁର୍ଘଟଣା ରୋକିବା ଲାଗି ସରକାର ଯେତେ କଡ଼ା ଆଇନ କଲେ ମଧ୍ୟ ଲୋକଙ୍କ ଦାୟିତ୍ୱ ହୀନତା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି। ଅଧିଙ୍କାଶ ଦୁର୍ଘଟଣା ଦୃତ ଗତିରେ ଗାଡି ଚାଳନା ଏବଂ ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଘଟୁଥିବା ଏକ ସର୍ଭେ ରୁ ଜଣା ପଡିଛି। ଆଜି ଅପରାହ୍ନରେ ରାଉରକେଲା ହନୁମାନ ବାଟିକା ଘଡ଼ି ଛକ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଦୁଇ ଜଣ […]

ରାଉରକେଲା : ସର୍କିଟ ହାଉସ୍ ରୁ ଅସ୍ତ୍ରଶସ୍ତ୍ର ଜବତ ପ୍ରକରଣ ରେ ପ୍ରକାଶ ପାସୱାନଙ୍କ ଦ୍ଵାରା ବ୍ୟବହୃତ ଗାଡ଼ି ଜବତ୍।। ତାଙ୍କୁ ଧରିବାକୁ ୩ ଟି ପୋଲିସ୍ ଟିମ୍ ଗଠିତ।

ରାଉରକେଲା : ୨୨/୮(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ରୁ ପିସ୍ତଲ୍ , ଗୁଳି ଜବତ ଘଟଣା ଏବେ ଭିନ୍ନ ମୋଡ ନେଇଛି। ଏହି ଘଟଣାରେ ୭ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କୁ ସେଠାରେ ରଖିବାରେ ଜଣେ ବିଜେପି ଯୁବ ନେତାଙ୍କ ନାଁ ଚର୍ଚ୍ଚାରେ ଥିଲା। ଏବେ ଏହି ଯୁବନେତା ପ୍ରକାଶ ପାସୱାନ ବୋଲି ଜଣା ପଡିଛି। ପୋଲିସ୍ ଗତକାଲି ପ୍ରକାଶ ବ୍ୟବହାର କରୁଥିବା ଗାଡ଼ି କୁ ଜବତ୍ କରିବା ପରେ ଘଟଣାରେ ତାଙ୍କ ସମ୍ପୃକ୍ତି ବାବଦରେ […]

ରାଉରକେଲା : ଲାଠିକଟା ତହସିଲଦାର ଙ୍କୁ ଗିରଫ କଲା ଭିଜିଲାନ୍ସ।। ଗତକାଲି ୫ ଲକ୍ଷ ଟଙ୍କା ସହ ଧରା ପଡ଼ିଥିଲେ ତହସିଲଦାର।। ଘର ସର୍ଚ୍ଚ ପରେ ମିଳିଲା ଆହୁରି ୫ ଲକ୍ଷ ନଗଦ ସହ ଅଳଙ୍କାର।

ଲାଠିକଟା ତହସିଲଦାର ଗିରଫ। ଘରେ ଭିଜିଲାନ୍ସ ଚଢ଼ାଉ: ମିଳିଲା ଆଉ ୫ ଲକ୍ଷ ୭୪ ହଜାର ନଗଦ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ।ସୁନ୍ଦରଗଡ଼/ରାଉରକେଲା, ଅଗଷ୍ଟ ୨୧: ଲାଠିକଟା ତହସିଲଦାର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଗତକାଲି ୫ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ତହସିଲଦାର। ଏହି ଟଙ୍କା ସେ ଲାଞ୍ଚ ଆକାରରେ ଲୋକଙ୍କ ଠାରୁ ଆଣି ଥିବା ସ୍ୱୀକାର କରିଛନ୍ତି। ଏହାସହ ଲାଠିକଟା ତହସିଲଦାର-କମ୍-ସବ୍‌ରେଜିଷ୍ଟ୍ରର ମୁରଲୀଧର ଉର୍ମାଲଙ୍କ ବିରୋଧରେ ଆୟ ବହିର୍ଭୂତ […]

ସୁନ୍ଦରଗଡ଼ : ସ୍କୁଟି ଉପରେ ଚଢ଼ି ଗଲା ଟ୍ରକ୍। ଶିଶୁ , ମା , ଜେଜେ ମା ମୃତ। ଭସ୍ମା ଥାନା ନିକଟ ବିଜୁ ଏକ୍ସପ୍ରେସୱେ ରେ ଭୟଙ୍କର ଦୁର୍ଘଟଣା।।

ସୁନ୍ଦରଗଡ଼ : ୨୧/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଭସ୍ମା ଥାନା ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଛାତି ଥରା ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି। ଏହି ବିଜୁ ଏକ୍ସପ୍ରେସୱେରେ ସ୍କୁଟି ଉପରେ ଏକ କୋଇଲା ବୋଝେଇ ଟ୍ରକ୍ ଚଢ଼ି ଯିବାରୁ ସଦର ଥାନାଗଇଜୋର୍ ଗାଁ ର ଏକ ତିନି ବର୍ଷୀୟ ଶିଶୁ , ଶିଶୁଙ୍କ ମା ମିତା ସିଂ ଏବଂ ଏବଂ ଆଉ ଜଣେ ବୟସ୍କା ମହିଳା ମୃତ୍ୟୁ ବରଣ […]

ରାଉରକେଲା : ୫ ଲକ୍ଷ ଟଙ୍କା ନେଇ ଯାଉଥିବା ତହସିଲଦାର ଙ୍କୁ ଧରିଲା ଭିଜିଲାନ୍ସ।। ୫ ଲକ୍ଷ ସହ ସ୍କୋର୍ପିଓ ଜବତ୍।। ୩ ଟି ସ୍ଥାନରେ ଚଢ଼ାଉ।

ଲାଠିକଟା ତହସିଲଦାରଙ୍କୁ ଧରିଲେ ଭିଜିଲାନ୍ସ, ସ୍କୋର୍ପିଓ ସହ ଜବତ ହେଲା ୫ ଲକ୍ଷ ଟଙ୍କା ।ରାଉରକେଲା, ଅଗଷ୍ଟ ୨୦: (ସତ୍ୟାନ୍ୟୁଜ) ଓଡ଼ିଶା ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କ ଠାରୁ ୫ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ।ସୂଚନା ଅନୁସାରେ, ବିଶ୍ୱସନୀୟ ସୂତ୍ରରୁ ତଥ୍ୟ ପାଇବା ପରେ ଲାଠିକଟା ନିକଟ ରାଜାବସା ଛକରେ ଭିଜିଲାନ୍ସ ଟିମ୍ ମୁରଲୀଧର ଉର୍ମାଲଙ୍କୁ ଅଟକାଇଥିଲା। ସେ ନିଜ ଅଫିସରୁ ରାଉରକେଲାସ୍ଥିତ ଘରକୁ ଏକ…

ରାଉରକେଲା : ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ପାସୱାନ ଦଳରୁସସପେଣ୍ଡ।। ବିଶୃଙ୍ଖଳିତ ଆଚରଣ ଯୋଗୁଁ ନିଲମ୍ବିତ ସୂଚନା।

ରାଉରକେଲା: ୨୦/୮(ସତ୍ୟାନ୍ୟୁଜ) ବିଶୃଙ୍ଖଳିତ ଆଚରଣ ଏବଂ ଦଳୀୟ ଅନୁଶାସନ ଭଙ୍ଗ ପାଇଁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ପାସୱାନ ଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଦଳ ଶୃଙ୍ଖଳା କମିଟି ର ଆବାହକ ସୁଦର୍ଶନ ନାୟକ ଏହି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟଯେ ରାଉରକେଲା ସର୍କିଟ ହାଉସ୍ ରେ ବନ୍ଧୁକ , ଗୁଳି ଜବତ ହେବା ଏବଂ ୭ ଜଣ ଗିରଫ ହେବା ଘଟଣା ପରେ […]

ରାଉରକେଲା : ପିଆଜ କିଲୋ ୫୦ , ଆଳୁ ୧୮ ।। ଦର ନିୟନ୍ତ୍ରଣ ରେ ରଖିବାକୁ ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଯାଞ୍ଚ।

ରାଉରକେଲାରେ ବଢ଼ିଲା ଆଳୁ-ପିଆଜ ଦର, ବଜାରରେ ଯୋଗାଣ ବିଭାଗର ଚଢ଼ାଉ ରାଉରକେଲା:୨୦/୮(ସତ୍ୟାନ୍ୟୁଜ) ଖାଉଟିଙ୍କ ଉପରେ ପୁଣି ପଡ଼ିଲା ମହଙ୍ଗା ମାଡ଼। ରାଉରକେଲା ଖୁଚୁରା ବଜାରରେ ଆଳୁ ଓ ପିଆଜ ଦର ବୃଦ୍ଧି ପାଇଛି। ବର୍ତ୍ତମାନ ଆଳୁ କିଲୋ ପ୍ରତି ୧୮ରୁ ୨୦ ଟଙ୍କା ଏବଂ ପିଆଜ କିଲୋ ପ୍ରତି ୫୦ ରୁ ୫୫ ଟଙ୍କାରେ ଟଙ୍କାରେ ବିକ୍ରି ହେଉଛି। ସେହିପରି ପାଇକାରୀ ବଜାରରେ ପିଆଜ ଦର କିଲୋ ପ୍ରତି ୩୮ରୁ ୪୫ ଟଙ୍କା ମଧ୍ୟରେ ରହିଛି।ଦର ବୃଦ୍ଧିକୁ […]

ରାଉରକେଲା : ଆଇଜିଏଚ ରେ ୫ ଦିନ ରହିବା ପରେ ଜୀବନ ଯୁଦ୍ଧ ରେ ହରିଗଲେ ଯୁବତୀ।। ପ୍ରେମିକଙ୍କ ଘର ସମ୍ମୁଖରେ ଦେହରେ ନିଆଁ ଲଗାଇ ଦେଇଥିଲେ ।

ରାଉରକେଲା: ୨୦/୮(ସତ୍ୟାନ୍ୟୁଜ) ପ୍ରେମିକ ଘର ସମ୍ମୁଖରେ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଇଜିଏଚ ରେ ମୃତ୍ୟୁ ଘଟିଛି। ଅଗଷ୍ଟ ୧୪ ତାରିଖ ଦିନ ରାଉରକେଲା ଝିରିପାଣି ଥାନା ଅଞ୍ଚଳରେ ଘଟି ଥିବା ଏହି ଘଟଣାର ପୋଲିସ ତଦନ୍ତକରୁଛି। ମିଳିଥିବା ସୂଚନା ଅନୁଯାୟୀ ୧ ନମ୍ୱର୍ ସେକ୍ଟର ଅଞ୍ଚଳ ର ଏକ ବସ୍ତିର ପ୍ରଭାସିନୀଙ୍କ ଝିରିପାଣି ଅଞ୍ଚଳର ଭିକି ଦାସ ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହ ର […]

ରାଉରକେଲା : ଷ୍ଟେସନ୍ , ରେଲୱେ କଲୋନୀ ଏରିଆ ଉନ୍ନତି କରଣ ପାଇଁ ଡିଆରଏମ୍ ସହ ବିଧାୟକଙ୍କ ଆଲୋଚନା।

ରାଉରକେଲା : ୨୦/୮(ସତ୍ୟାନ୍ୟୁଜ)” ପୂର୍ବେ ଏକ୍ସପ୍ରେସ ଟ୍ରେନ୍ ଆଗେ ଛଡା ଯିବା ପାଇଁ ମାଲ୍ ଗାଡ଼ି କୁ ଅଟକାଇ ଦିଆ ଯାଉଥିଲା। ଯାତ୍ରୀ ସେବାକୁ ପ୍ରାଥମିକତା ଦିଆ ଯାଉଥିଲା। ମାତ୍ର ଏବେ ମାଲ୍ ଗାଡ଼ି ଯିବାକୁ ଏକ୍ସପ୍ରେସ ଟ୍ରେନ୍ କୁ ଅଟକାଇ ଦିଆ ଯାଉଛି।” – ବିଧାୟକ ସାରଦା ପ୍ରସାଦ ନାୟକ।ରେଲୱେ ଡି ଆର ଏମ୍ , ଚକ୍ରଧରପୁର ତରୁଣ କୁମାର ହୁରିଆଙ୍କ ସହ ରାଉରକେଲା ଷ୍ଟେସନ୍ ଏବଂ ରେଲୱେ ଅଞ୍ଚଳର ଉନ୍ନତି କରଣ ବାବଦରେ ଷ୍ଟେସନ୍ […]

ରାଉରକେଲା : ସର୍କିଟ ହାଉସ୍ ରୁ ପିସ୍ତଲ୍ ଗୁଳି ମିଳିବା ଘଟଣାରେ ବଡ଼ କାର୍ଯ୍ୟନୁଷ୍ଠାନ ସୂଚନା।। ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ପୋଲିସ୍ ।

ରାଉରକେଲା : ୧୯/୮(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ରୁ ପିସ୍ତଲ୍ , ଗୁଳି ଜବତ ହେବା ଏବଂ ଅପରାଧୀ ମାନେ ଗିରଫ ହେବା ଘଟଣାରେ ବଡ଼ କାର୍ଯ୍ୟନୁଷ୍ଠାନ ହେବାକୁ ଯାଉଛି। ଗିରଫ ୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜି ପୋଲିସ୍ ଦୁଇଦିନିଆ ରିମାଣ୍ଡ୍ ରେ ଆଣିଛି। ଗିରଫ ୩ ଅଭିଯୁକ୍ତ ବିକାଶ , ସାଗର ଏବଂ ରାଜେଶ ଙ୍କୁ ପୋଲିସ୍ ରଘୁନାଥପାଲି ଥାନାରେ ପଚରା ଉଚୁରା କରୁଛି। ଅଭିଯୁକ୍ତ ଙ୍କ ନିକଟରୁ ପୋଲିସ୍ ଅଗଷ୍ଟ ୧୫ […]

ବାଲେଶ୍ୱର: ଏକତରଫା ପ୍ରେମର କରୁଣ ପରିଣତି।। ଘରେ ପଶି ଶିକ୍ଷୟତ୍ରୀଙ୍କ ସମେତ ପରିବାର ଲୋକଙ୍କୁ ହାଣିଲା ବିଫଳ ପ୍ରେମିକ।

ଏକତରଫା ପ୍ରେମର କରୁଣ ପରିଣତି। ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଭୁଜାଲିରେ ହାଣିଲେ ଜଣେ ନିଲମ୍ବିତ ଶିକ୍ଷକ। ବାଲେଶ୍ୱର:୧୯/୮(ସତ୍ୟାନ୍ୟୁଜ)ଏକତରଫା ପ୍ରେମର କରୁଣ ପରିଣତି। ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଭୁଜାଲିରେ ହାଣିଲେ ଜଣେ ନିଲମ୍ବିତ ଶିକ୍ଷକ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦାର ପାଟପୁର ଗାଁରେ। ଅଭିଯୁକ୍ତଙ୍କ ନାଁ ପୃଥ୍ୱୀରାଜ କର। ତାଙ୍କୁ ପୁଲିସ ନିଜ କବଜାକୁ ନେଇଛି। ଶିକ୍ଷୟିତ୍ରୀ ଜଣଙ୍କ ଔପଦାର ଏକ ସ୍କୁଲରେ ଅଛନ୍ତି। ଶିକ୍ଷକ ଜଣଙ୍କ ମଧ୍ୟ…

ହିନ୍ଦୋଳ : ହାତୀ ଆକ୍ରମଣରେ ପୁଣି ଜଣେ ଗ୍ରାମବାସୀ ମୃତ।। ଦୁଇ ଦିନରେ ଦନ୍ତା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ରେ ଗ୍ରାମ ବାସୀଙ୍କ ମନରେ ଆକ୍ରୋଶ।

ହିନ୍ଦୋଳ:୧୮/୮(ସତ୍ୟାନ୍ୟୁଜ) ଗତକାଲି ହିନ୍ଦୋଳ ବନାଞ୍ଚଳ ରେ ଜଣେ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି l ଏହିପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ କନ୍ତିମିଲି ପଞ୍ଚାୟତର କୁମୁରୁସିଂହା ଗ୍ରାମରେ। ସୋମବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଗ୍ରାମ ଭିତରକୁ ପଶି ଆସିଥିଲା। ଲୋକମାନେ ପାଟି କରିବାରୁ ଦନ୍ତା ଗ୍ରାମ ମୁଣ୍ଡ କୁ ପଳାଇ ଆସିଥିଲା […]

ବଣାଇ : ଲଗାଣ ବର୍ଷା ଯୋଗୁ ବଣାଇ ରେ ଜନ ଜୀବନ ପ୍ରଭାବିତ।। ଟାଉନ୍ ର ବିଭିନ୍ନ ସ୍ଥାନରେ ଜମି ରହିଛି ବର୍ଷା ଜଳ।

ବଣାଇରେ ଲଗାଣ ବର୍ଷାର ତାଣ୍ଡବ, ଜଳବନ୍ଦୀ ଅବସ୍ଥା।ବଣାଇ, ଅଗଷ୍ଟ ୧୮:(ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳରେ ଗତ ରାତିଠାରୁ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତାର ବର୍ଷା ଯୋଗୁଁ ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ରାସ୍ତାରେ ପାଣି ଚାଲିବା ସହ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି।ବିଶେଷକରି ସିଡିପିଓ କାର୍ଯ୍ୟାଳୟ ଓ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷାଜଳ ଜମି ରହିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟ ରାସ୍ତାରେ ମଧ୍ୟ…

ବିରମିତ୍ରପୁର: ଚୋରି କରି ଅଟୋ ରେ ପଳାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଲେ।। ନିର୍ଦ୍ଧୁମ ମାଡ ଖାଇ ଚୋରମାନେ ହସ୍ପିଟାଲ ରେ ।

ବିରମିତ୍ରପୁର: ୧୮/୮(ସତ୍ୟାନ୍ୟୁଜ) ଚୋରି କରିବାକୁ ଅଟୋ ଧରି ଆସିଥିଲେ ଦୁର୍ବୃତ୍ତ ମାନେ। ଏକ ଦୋକାନ ସଟର ଭାଙ୍ଗି ଚୋରି କରିବା ପରେ ସମସ୍ତ ଚୋରି ସାମଗ୍ରୀ ଧରି ପଳାଇ ଥିଲେ। ହେଲେ ପଡ଼ି ଗଲେ ଗ୍ରାମବାସୀ ଙ୍କ ହାବୁଡ଼ରେ। ଖାଇଲେ ନିର୍ଦ୍ଧୁମ ମାଡ। ଏବେ ଚୋର ମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଏପରି ଏକ ଘଟଣା ଘଟିଛି ବିରମିତ୍ରପୁର ବ୍ରାହ୍ମଣମରା ଗାଁରେ। ରବିବାର ରାତି ପ୍ରାୟ ୧ଟା ବେଳେ ଚାରି ଜଣ ଦୁବୃର୍ତ୍ତ ଏକ ଅଟୋ ରେ ଆସି […]