News source
Samaja Live
Latest Odisha News, Breaking News Today, Odia News Updates , India News, Business News, Sports News, Political News
Subscribe:.rss.atom.json.md
Live Last read · last published · next check
Latest articles

ଲାଞ୍ଜିଗଡ:ଭବାନୀପାଟଣା ରୁ ରାୟଗଡ଼ା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରୀ ଘାଟିରେ ଆଜି ଏକ ଗ୍ୟାସ୍ ଟ୍ୟାଙ୍କର ଓଲଟି ପଡିଛି। ଦୁର୍ଘଟଣା ପରେ ଟ୍ୟାଙ୍କର୍ର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ସମ୍ଭାବ୍ୟ ଗ୍ୟାସ୍ ଲିକେଜ୍ ଓ ଅଘଟଣକୁ ଦୃଷ୍ଟିରେ ରଖି ଛତିକୁଡ଼ା ରୁ କିଡିଙ୍ଗ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଫଳରେ ଭବାନୀପାଟଣା ରୁ ରାୟଗଡ଼ା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ […]

ବାସୁଦେବପୁର:ଭଦ୍ରକ ଜିଲ୍ଲା ବାସୁଦେବପୁର ବାଲିମେଦ ଗାଁରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ କାମୁଡ଼ିଥିବା ସାପଟିକୁ ଧରି ଡବାରେ ପୂରାଇ ଡାକ୍ତରଖାନା ପହଞ୍ଚିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି। ଆହତ ଯୁବକ ଜଣକ ବାଲିମେଦ ଗାଁର କାଳନ୍ଦୀ ଜେନାଙ୍କ ପୁଅ ବିଜୟ କୁମାର ଜେନା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ବିଜୟ ସନ୍ଧ୍ୟା ସମୟରେ ଘର ଆଗ ରାସ୍ତାରେ ସାଙ୍ଗମାନଙ୍କ ସହ ବୁଲୁଥିଲେ। ଏହି […]

ପାଟଣାଗଡ଼:ବାରହା ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବିଦ୍ୟୁତ ଫାସ ଜଣେ ଯୁବକଙ୍କ ଜୀବନ ନେଇଛି। ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଚନ୍ଦନଜୁରୀ ଗ୍ରାମର କ୍ଷେତ୍ର ବାଗ (୬୧) ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ବେଳେ ଘଟଣାସ୍ଥଳରୁ ତାଙ୍କ ଶବ ଗାଏବ ହୋଇଯିବା ଘଟଣାକୁ ଆହୁରି ରହସ୍ୟମୟ କରିଛି। ଦୀର୍ଘ ୧୫ ଘଣ୍ଟାର ଖୋଜାଖୋଜି ପରେ ଘଟଣାସ୍ଥଳଠାରୁ ପ୍ରାୟ ୪ କିମି ଦୂର ଏକ ପାହାଡ଼ିଆ ଅଞ୍ଚଳର ପଥର ଖୋଲରୁ ପୁଲିସ ଶବ ଉଦ୍ଧାର […]

ବିଳାସପୁର: ଛତିଶଗଡ଼ର ବିଳାସପୁର ବିମାନବନ୍ଦରରେ ଶୁକ୍ରବାର ଅବତରଣ କରିବା ସମୟରେ ଦିଲ୍ଲୀ-ବିଳାସପୁର ଆଲାଏନ୍ସ ଏୟାରର ଏକ ବିମାନର ଟାୟାର ଫାଟିଯିବାରୁ ଅଘଟଣ ଘଟିଛି। ତେବେ ବିମାନରେ ଥିବା ସମସ୍ତ ୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଲାଏନ୍ସ ଏୟାର ପକ୍ଷରୁ ପରିଚାଳିତ ଫ୍ଲାଇଟ୍ ୯୧୬୧୩ଶୁକ୍ରବାର ସକାଳ ପ୍ରାୟ ୧୧ଟା ସମୟରେ ବିଳାସପୁର ବିମାନବନ୍ଦରରେ ଅବତରଣ କରୁଥିଲା। ଏହି ସମୟରେ ବିମାନର ବାମ ପାର୍ଶ୍ୱର ଟାୟାର ପଙ୍କଚର ହୋଇଯାଇଥିଲା। ବିମାନରେ…

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମ୍ୟୁଟେସନ୍ (ନାମଜାରି) କିମ୍ବା ପାର୍ଟିସନ୍ ସୁଟ୍ କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପାଟଣା ତହସିଲରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ ବି.ଏଚ୍. ଉମାଶଙ୍କରଙ୍କୁ ଭିଜିଲାନ୍ସ ଟିମ୍ ଧରିଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ,ଖିରେଇଟାଙ୍ଗରୀ ପଞ୍ଚାୟତ ଡଳଙ୍ଗ ଗ୍ରାମର କୁଶଳେଶ୍ୱର ମହାନ୍ତଙ୍କ ଏକ…

ଭୁବନେଶ୍ୱର: ଭାରତର ଅଗ୍ରଣୀ ଇନରୱେୟାର୍ ଏବଂ ଆପାରେଲ୍ ବ୍ରାଣ୍ଡ ‘JOCKEY’ (ଜକି) ନିଜର ରିଟେଲ୍ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ବ୍ରାଣ୍ଡ୍ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥିତ ଜନପଥଠାରେ ନିଜର ଏକ ନୂତନ ଫ୍ଲାଗ୍ଶିପ୍ ଷ୍ଟୋର୍ ଉଦ୍ଘାଟିତ ହୋଇଯାଇଛି। ଏହି ଅତ୍ୟାଧୁନିକ ଶୋରୁମ୍କୁ କମ୍ପାନୀର ମୁଖ୍ୟ ରିଟେଲ୍ ଅଧିକାରୀ ଶ୍ରୀ ଅଙ୍କୁର ଶର୍ମା ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ଇଷ୍ଟ୍ ଜୋନ୍ର ଡିଜିଏମ୍ (ଅପରେସନ୍ସ) ଶ୍ରୀ ତନ୍ମୟ ବିଶ୍ୱାସ ମଧ୍ୟ ଉପସ୍ଥିତ…

ଯାଜପୁର:ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଜେନାପୁର – ଯାବରା ସେତୁ ତଳେ ବ୍ରାହ୍ମଣୀ ନଦୀରେ ଗାଧେଇବାକୁ ଯାଇ ତିନି ଯୁବକ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି। ତୃତୀୟ ବ୍ୟକ୍ତି ଜଣକ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବରହମପୁର ଗ୍ରାମର ବିଜୟ ଦଳେଇଙ୍କ ପୁଅ ପ୍ରତାପ ଦଳେଇ ୨୧, ଅମୂଲ୍ୟ ଦଳାଇଙ୍କ ପୁଅ ସିଦ୍ଧାର୍ଥ ଦଳାଇ ( ନଣ୍ଡା ୨୪), ଯଇରାମ ଦଳାଇଙ୍କ ପୁଅ ଶାନ୍ତନୁ […]

କେଶଦୁରପାଳ:ଦାରିଦ୍ର୍ୟକୁ ପଛରେ ପକାଇ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବା ସୁଦାମ ହାଁସଦାଙ୍କ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ଆସନ୍ତାକାଲି ଭୁବନେଶ୍ୱରରେ ସେ ଡାକ୍ତରୀ ପାଠ ପାଇଁ ନାମ ଲେଖାଇବେ। ନାମଲେଖା ସହ ସମ୍ପୂର୍ଣ୍ଣ ପାଠପଢ଼ା ଖର୍ଚ୍ଚ ପାଇଁ ଯୁବ ବିଜେପି ନେତା ତଥା ଆଦର୍ଶ ସେବା ସଂଘର ସଭାପତି ଯଜ୍ଞ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ଯୋଗାଡ଼ କରାଯାଇଛି। କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅଧୀନ ଶାମୁକାନେଣ୍ଡି ପଞ୍ଚାୟତର ସୁଦାମ ହାଁସଦା […]

ନ୍ୟୁୟର୍କ: ମହିଳା ଟେନିସ୍ର ଦୁଇ କିମ୍ବଦନ୍ତୀ ଖେଳାଳି ତଥା ଦୁଇ ଭଉଣୀ ଭିନସ୍ ଓ ସେରେନା ୱିଲିୟମ୍ସ ଆସନ୍ତା ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନ୍ରେ ମହିଳା ଡବଲ୍ସ ଖେଳିବାକୁ ଯାଉଛନ୍ତି। ଏଥିପାଇଁ ଭିନସ୍-ସେରେନାଙ୍କୁ ୱାଇଲ୍ଡ କାର୍ଡ ମିଳିଛି। ଭିନସ୍ଙ୍କୁ ୪୬ ବର୍ଷ ବୟସ ହୋଇଥିବା ବେଳେ ସେରେନାଙ୍କ ବୟସ ୪୪ ବର୍ଷ।ଫଳରେ ୟୁଏସ୍ ଓପନ୍ ଖେଳିବାରେ ଭିନସ୍-ସେରେନା ସବୁଠାରୁ ବୟସ୍କ ମହିଳା ଡବଲ୍ସ ଯୋଡ଼ି ହେବେ। ପୂର୍ବରୁ ଭିନସ୍-ସେରେନା ୧୯୯୯ ଓ ୨୦୦୯ରେ…

ସମାଜ ଡେସ୍କ: ଗୋଟିଏ ନୁହଁକି ଦୁଇଟି ନୁହଁ । ଏକାଥରେ ପାଖାପାଖି ୫୦୦ ଶବ! କେଉଁଠି ରଖାଯିବ ଏତେ ସଂଖ୍ୟାରେ ଶବଙ୍କୁ! କେଉଁଠି ଶବ ଚିହ୍ନଟ ହୋଇପାରିନି ତ କେଉଁଠି ଶବ ଚିହ୍ନଟ ପରେ ବି ପୋଷ୍ଟମର୍ଟମ ହୋଇପାରିନି । ଏପରି ସ୍ଥଳେ ଶବଗୁଡ଼ିକୁ ମର୍ଗ ବା ଶବ ସଂରକ୍ଷଣ ଗୃହରେ ରଖାଯିବା କଥା । କିନ୍ତୁ ନେପାଳର ଯେଉଁସ୍ଥାନରେ ଏତେ ସଂଖ୍ୟାରେ ମୃତଦେହ ମିଳିଛନ୍ତି, ସେଠି ଶବ ସଂରକ୍ଷଣ ଗୃହର ଘୋର ଅଭାବ ଦେଖା ଦେଇଛି […]

ସମାଜ ଡେସ୍କ: ଓଡ଼ିଶା ସରକାର ଗୁରୁବାର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଏହି ତାଙ୍କ ସମ୍ପର୍କିତ ଏନଓସି (ନୋ ଅବ୍ଜେକ୍ସନ ସାର୍ଟିଫିକେଟ) କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି । କେନ୍ଦ୍ର ଗୃହ ବିଭାଗ ତାଙ୍କ ଇସ୍ତଫାକୁ ମଂଜୁରି ଦେଲେ ଶ୍ରୀ ମୀନା କାର୍ଯ୍ୟରୁ ଅବ୍ୟାହତି ନେବେ । ୨୦୧୩ ବ୍ୟାଚ୍ର ଏହି ଆଇପିଏସ ଅଫିସର ପୂର୍ବରୁ ମାଲକାନଗିରି, ଗଂଜାମର ଏସପି ରହି ସାରିଥିବା ବେଳେ କଟକ ଡିସିପି ଭାବେ ମଧ୍ୟ […]

ସମାଜ ଡେସ୍କ: ୨୦୦୯ ବ୍ୟାଚର ଆଇପିଏସ ଅଧିକାରୀ ଚରଣ ସିଂହ ମୀନା ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ରୂପେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୁର୍ବାହ୍ନରେ ପ୍ରଥମେ ଶ୍ରୀ ମୀନା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶିବାଦ ନେବା ପରେ ମଧ୍ୟାହ୍ନ ରେଞ୍ଜ ମୁଖ୍ୟାଳୟ ଠାରେ ପୁର୍ବତନ ଆଇଜି ତଥା ୨୦୦୩ ବ୍ୟାଚର ଆଇପିଏସ ଅଧିକାରୀ ହିମାଂଶୁ ଲାଲ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । […]

ସମାଜ ଡେସ୍କ: କଥାରେ ଅଛି, ରଖେ ହରି ତ ମାରେ କିଏ? ଯଦି ଜୀବନ ବାକି ଅଛି, ତାହେଲେ ଯମ ବି ବାଟ ଭାଙ୍ଗି ପଳାଇବେ । ଏମିତି ଏକ ଘଟଣା ଘଟିଛି କୋଲକାତାର ଜଣେ ମହିଳା ତପତୀ ସିଂଘାଙ୍କ ସହିତ । ନିଶ୍ଚିତ ମୃତ୍ୟୁରୁ ଭଗବାନ ତାଙ୍କୁ ବଂଚାଇ ଦେଇଛନ୍ତି । ସୁଦୂର ନେପାଳରେ ମୃତ୍ୟୁ ତାଙ୍କୁ ଜଗି ବସିଥିଲା । କିନ୍ତୁ ତପତୀଙ୍କର ଯେହେତୁ ଆହୁରି ଆୟୁଷ ବାକି ଥିଲା, ମୃତ୍ୟୁ ତାଙ୍କଠାରୁ ପରାଜିତ […]

ସମାଜ ଡେସ୍କ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ଶ୍ରୀଲଙ୍କା ୪୨୯/୯ ରନରେ ଦ୍ୱିତୀୟ ପାଳି ଘୋଷଣା କରିବା ପରେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତି କ୍ରମେ ମ୍ୟାଚ୍କୁ ଅମୀମାଂସିତ ଭାବେ ଶେଷ କରାଯାଇଥିଲା । ସୋନାଲ ଦିନୁଶା ୧୩୩ ରନ୍ କରି ଅପରାଜିତ ଥିଲେ । ତେବେ ପ୍ରଥମ ଟେଷ୍ଟ ଭାରତ ସପକ୍ଷରେ ଯାଇଥିବାରୁ ଭାରତ ଏହି ୨ ମାସ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ହାତେଇ […]

ସମାଜ ଡେସ୍କ: କାନପୁର ନିକଟବର୍ତୀ ଗଙ୍ଗାନଦୀ କୂଳରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧.୫୦ ମିନିଟ୍ରେ ଟ୍ରେନିଂ ପାଇଁ ଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ ଏବଂ କୋ-ପାଇଲଟ୍ଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ ହେଲେ ଗୁଜରାଟର ସଚ୍ଚିନ ଭାଟିଆ ଏବଂ କୋ ପାଇଲଟ ଜଣକ ହେଲେ କର୍ଣ୍ଣାଟକର ଅଭିଷେକ ପୂଜାରୀ । ଡିଜିସିଏରୁ ମିଳିଥିବା ତଥ୍ୟ ଅନୁଯାୟୀ ୨ ସିଟର୍ ବିଶିଷ୍ଟ ଏହି ବିମାନଟି କାନପୁର ସିଭିଲ ଏୟାରପୋର୍ଟରୁ ୧୧.୩୦ରେ ଉଡ଼ାଣ ଆରମ୍ଭ କରିଥିଲା […]

ନୂଆଦିଲ୍ଲୀ : ହଠାତ୍ ଆସିଲା ଆଉ ଆଖି ପିଛୁଳାକେ ସବୁ କିଛି ଶେଷ ହୋଇଗଲା। କିଏ କିଛି ବୁଝିବା ଆଗରୁ ପ୍ରକୃତିର କରାଳ ରୂପରେ ସବୁ କିଛି ହଜି ଯାଇଥିଲା। ନେପାଳରେ ଜଳ ପ୍ରଳୟରେ ଦୃଶ୍ୟ ଖୁବ୍ ହୃଦୟବିଦାରକ। ଭାଇରାଲ ହେଉଥିବା ଅନେକ ଭିଡିଓ ଛାତିଥରା ମଧ୍ୟ। ଏହି ମହାପ୍ରଳୟରେ ଅନେକ ଜୀବନ ଚାଲିଯାଇଥିବା ବେଳେ ମୃତଦେହ ଓ ଅନେକ ଜୀବନକୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି। ଅନେକ ଭାରତୀୟ ମଧ୍ୟ ନିଖୋଜ ରହିଛନ୍ତି। ଭାରତୀୟ […]

ନୂଆଦିଲ୍ଲୀ : ପିତାମାତାଙ୍କ ସେବା କରିବା ପୁଅ ଏବଂ ଝିଅଙ୍କ ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁଙ୍କର ନୁହେଁ। କୌଣସି ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ କିମ୍ବା ଜଣେ ଝିଅ ତାଙ୍କ ସ୍ୱାମୀଙ୍କୁ ସେମାନଙ୍କ ପିତାମାତାଙ୍କ ସେବା କରିବାକୁ ବାଧ୍ୟ କରିପାରିବେ ନାହିଁ। ପୁରୁଷ ଏବଂ ମହିଳାଙ୍କ ସମସ୍ତ ଘର କାମରେ ସମାନ ଅଂଶଗ୍ରହଣ ଏବଂ ସମାନ ଦାୟିତ୍ୱ ରହିବା ଉଚିତ। ଯଦି ପିତାମାତାଙ୍କ ସେବା କରିବା ଆବଶ୍ୟକ ହୁଏ, ତେବେ ପୁତ୍ର ଏବଂ ଝିଅ […]

ବେଙ୍ଗାଲୁରୁ : ପୂର୍ବାଞ୍ଚଳ ପରେ ୨ୟ ଦଳ ଭାବେ ଆନ୍ତଃଜୋନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଦୁଲିପ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି ଉତ୍ତରାଞ୍ଚଳ। ବୁଧବାର ଏଠାରେ ୪ର୍ଥ ତଥା ଶେଷ ଦିନେର ସମାପ୍ତ ହୋଇଥିବା କ୍ବାର୍ଟରଫାଇନାଲ ମ୍ୟାଚ୍ରେ ପଶ୍ଚିମାଞ୍ଚଳକୁ ୫୨ ରନ୍ରେ ଉତ୍ତରାଞ୍ଚଳ ପରାସ୍ତ କରିଛି। ପଶ୍ଚିମାଞ୍ଚଳକୁ ୨ୟ ଇନିଂସରେ ୨୮୭ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା। ଶେଷ ଦିନରେ ଏହା ୨୩୪ ରନ୍କରି ଅଲ୍ଆଉଟ୍ ହୋଇ ଯାଇଥିଲା। ୩ୟ ଦିନ ଶେଷରେ ପଶ୍ଚିମାଞ୍ଚଳ ୭ ୱିକେଟ୍ରେ ୨୨୦ ରନ୍…

ଦୁବାଇ : ଫ୍ରାଞ୍ଚାଇଜି ଭିତ୍ତିକ ଟି୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଫ୍ଗାନିସ୍ତାନ ପ୍ରିମିୟର ଲିଗ୍ (ଏପିଏଲ୍) ଡିମେସମ୍ବର ୨୭ରୁ ଆରମ୍ଭ ହେବ। ଏଥିରେ ୩ଟି ଦଳ ଭାଗନେବେ। ଏହି ୩ଟି ଦଳ ହେଲେ ଆକ୍ସେଲ୍ ୟୁନାଇଟେଡ୍ କାବୁଲ, ବଲ୍ଖ ଜ୍ବାନାନ୍ ଓ କାନ୍ଦାହାର ୱାରିଅର୍ସ। ତେବେ ଏପିଏଲ୍ର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳାଯିବ। ଗତବର୍ଷ ଡିସେମ୍ବରରେ ଏପିଏଲ୍ ଆୟୋଜନ ନେଇ ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଥିଲା। ଏବେ କେବଳ ୩ଟି ପ୍ରତିଯୋଗୀ ଦଳ ଏବଂ ଟୁର୍ଣ୍ଣାମେଣ୍ଟର ତାରିଖ…

ଭୁବନେଶ୍ୱର : ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ବୁଧବାର ହାଇକୋର୍ଟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ବାରମ୍ବାର ସୁଯୋଗ ସତ୍ତେ୍ୱ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନ ହେବାରୁ ନୋଟିସ୍ ଜାରି କରାଯାଇଛି। ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ କରିବାର ମଧ୍ୟ ଅଭିଯୋଗ ରହିଛି। ସେପ୍ଟେମ୍ବର ୨ରେ ମାଲବ୍ୟ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରେ ବଡ ସଫଳତା..

ସମାଜ ଡେସ୍କ: ଓଡ଼ିଶା ସରକାର ମଙ୍ଗଳବାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଥିବା ସଂଜୟ ବିଶ୍ୱାଳଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବୀରେନ୍ଦ୍ର କୋରକୋରାଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଭାବେ ଯୁଗଳେଶ୍ୱରୀ ଦାଶଙ୍କୁ ନିଯୁକ୍ତି […]

କଣ୍ଟାବାଞ୍ଜି: ସାଇବର ଠକମାନେ ଲୋକଙ୍କୁ ଲୁଟିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏବେ ସିଧାସଳଖ ପୁଲିସ ଅଧିକାରୀ ଏବଂ ଡାକ୍ତରଙ୍କ ପରିଚୟ ଦେଇ ମେଡିକାଲ୍ ଏମର୍ଜେନ୍ସିର ଆଳ ଦେଖାଇ ଲୋକଙ୍କୁ ଠକୁଛନ୍ତି ସାଇବର ଅପରାଧୀ। ଏଭଳି ଏକ ଘଟଣା କଣ୍ଟାବାଞ୍ଜି ଅଞ୍ଚଳରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ବ୍ୟକ୍ତିଙ୍କଠାରୁ ଅନଲାଇନ୍ ମାଧ୍ୟମରେ ୮୭ ହଜାର ଟଙ୍କା ଠକେଇ ହୋଇଛି। ଏନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀ […]

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ କମ୍ପାନୀ ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି ପକ୍ଷରୁ ସାଧାରଣ ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ସୁରକ୍ଷା ଓ ଗତିଶୀଳତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ପ୍ରକଳ୍ପ ଜ୍ୟୋତି’ ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସୌର ଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି। ଉପକୃତ ପରିବାର: ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୨୨,୦୦୦…

ସମାଜ ଡେସ୍କ: ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅକ୍ଟୋବର ୩ ତାରିଖ ଯାଏ ଚାଲିବ । ଏହି ଅଧିବେଶନରେ ମୋଟ୍ ୯ଟି କାର୍ଯ୍ୟ ଦିବସ ରହିବ । ଏଥିମଧ୍ୟରୁ ଗୋଟିଏ ଛୁଟିଦିନ ଥିବା ବେଳେ ଦୁଇଦିନ ନୋ-ମିଟିଂ ଡେ ରହିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଟାର୍ଗେଟ କରିଥିବା ବେଳେ ସରକାର ମଧ୍ୟ ବିରୋଧୀଙ୍କୁ ସାମ୍ନା କରିବାକୁ ସଜାବାଜ ହେଉଥିବା ଜଣାପଡିଛି […]

ସମାଜ ଡେସ୍କ: କେନ୍ଦ୍ରାପଡ଼ା ଜିଲାର ଖରସ୍ରୋତ ନଦୀ ପାଣି ପୁଣିଥରେ ହୋଇଛି ରକ୍ତରଂଜିତ । ପୁଣି ଜଣେ ମଣିଷକୁ ସମସ୍ତଙ୍କ ସାମ୍ନାରେ ଟାଣିନେଇଯାଇଛି ଭିତରକନିକାର ମଣିଷଖିଆ କୁମ୍ଭୀର । ଏଥର କୁମ୍ଭୀର ମୁହଁର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକ ବ୍ଲକ ଗଙ୍ଗାଧରପ୍ରସାଦ ଡିଆ ଗାଁର ପରେଶ୍ୱର ବେହେରା । ଦ୍ୱୀପାଂଚଳ ଭାବେ ପରିଚିତ ଏହି ଗାଁର ପରେଶ୍ୱର ନଦୀ ପାର ହେବା ପାଇଁ ଡଙ୍ଗା ପାଖକୁ ଯାଉଥିବା ବେଳେ ଟାଣି ନେଇଛି ୨୦ଫୁଟ୍ର ବଉଳା କୁମ୍ଭୀର […]

ଗୁଡ଼ାରୀ : ରାସ୍ତା ନଥିବାରୁ ଆଜି ବି ବିକାଶର ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇ ରହିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଋଷିଗୁଡ଼ା ଗ୍ରାମ। ପ୍ରାୟ ୨୫ଟି ପରିବାର ବସବାସ କରୁଥିବା ଏହି ଗ୍ରାମ ପାଇଁ ଏଯାଏଁ ନିର୍ମାଣ ହୋଇପାରିନାହିଁ ସୁଗମ ରାସ୍ତା। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଉଛି। ଲୁହମୁଣ୍ଡା ଓ ଋଷିଗୁଡ଼ା ମଧ୍ୟରେ ଥିବା ନାଳରେ ବର୍ଷାଜଳ ବଢ଼ିଗଲେ ଗ୍ରାମକୁ ଯାତାୟାତ ପ୍ରାୟ ଠପ୍ ହୋଇଯାଉଛି। ଜୀବନକୁ […]

କୋରୁକୋଣ୍ଡା, ମାଲକାନଗିରି : ସୁକୁମା ଜିଲ୍ଲାର ଭେଜ୍ଜି ଥାନା ଅଞ୍ଚଳର ଭଣ୍ଡାରପଦର ଗାଁ ନିକଟ ଜଙ୍ଗଲରେ ମିଳିତ ନକ୍ସଲ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଡମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ, ଜବତ କରାଯାଇଛିା ଏଥିରେ ୪୪୭ଟି ଜୀବନ୍ତ କାର୍ଟ୍ରିଜ୍ ଏବଂ ୨୪୦ଟି ଜେଲେଟିନ୍ ଷ୍ଟିକ୍ ରହିଛି। ସୁରକ୍ଷା ବାହିନୀ ଡମ୍ପରୁ ମୋଟ ୨୩ଟି ଅସ୍ତ୍ରଶସ୍ତ୍ର ଜବତ କରିଛି, ଯେଉଁଥିରେ ଏସଏଲଆର, ୩୧୫ […]

ସମାଜ ଡେସ୍କ: ବହୁତ ଗୁଡିଏ ନୁହଁ, ଗୋଟିଏ ମାତ୍ର ଫିଲ୍ମରେ ଅଭିନୟ କରିଥିଲେ ସେ । ହେଲେ ତାଙ୍କ ଅଭିନୀତ ସେଇ ଫିଲ୍ମକୁ ଆଜି ବି ଦର୍ଶକ ଆଖି ପୂରାଇ ଦେଖୁଛନ୍ତି । ଆଜି ବି ରାତିଅଧରେ ଏକାକି ଫିଲ୍ମ ଟିକୁ ଦେଖିବାକୁ ଅନେକ ପଛଘୁଂଚା ଦିଅନ୍ତି । ଫିଲ୍ମରେ ସେ ଅଭିନୟ କରିଥିବା ଗୀତ ଆଜି ବି ଶ୍ରୋତାଙ୍କ ଭିତରେ ଶୀହରଣ ଖେଳାଇ ଦେଉଛି । ଫିଲ୍ମରେ ଥିବା ସେ ମେଲୋଡିୟସ ଗୀତ ‘ଆପ୍ କି […]

ଫୁଲବାଣୀ: ଗୁଣିଆ ଔଷଧ ଖାଇ ନିଃସନ୍ତାନ ଦମ୍ପତି ମୃତ। ଏଭଳି ଅଭାବନୀୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାଲିଗୁଡ଼ା ଅଞ୍ଚଳର ଜଣେ ଗୁଣିଆ ଠାରୁ ଔଷଧ ଆଣି ଖାଇଥିଲେ ଦମ୍ପତି। ଏହାପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଦୁହେଁ ଗୁରୁତର ହୋଇ ଫୁଲବାଣୀ ଜିଲ୍ଲା ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ଫୁଲବାଣୀ ମେଡିକାଲ୍ରେ ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀଙ୍କୁ ଏମକେସିଜି ପଠା ଯାଇଥିଲା। ଆଜି ଏମକେସିଜରେ ସ୍ବାମୀଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଦମ୍ପତିଙ୍କ…

କଲକାତା : କଲିକତା ହାଇକୋର୍ଟ ସୋମବାର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ କୃଷ୍ଣନଗର କୋର୍ଟ ଦ୍ୱାରା ଜାରି ହୋଇଥିବା ଗିରଫ ପରୱାନା କାର୍ଯ୍ୟକାରୀ କରିବା ଉପରେ ସ୍ଥଗିତ ରଖିଛନ୍ତି। ମହିଳାମାନଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଏବଂ ଘୃଣ୍ୟ ଭାଷଣ ଅଭିଯୋଗରେ ଦାୟର ହୋଇଥିବା ଏକ ମାମଲାରେ ହାଜର ନହେବାରୁ କୃଷ୍ଣନଗର ତୃତୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟ ମହୁଆଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଥିଲେ। ନଦିଆ ଜିଲ୍ଲା କୋର୍ଟରେ ବିଚାରାଧୀନ ମାମଲାରେ…

ସମାଜ ଡେସ୍କ: ଶନିବାର ଅପରାହ୍ନରେ ହାଇଦ୍ରାବାଦର ମାଧପୁର ଅଂଚଳରେ ଏକ ନିର୍ମାଣାଧୀନ ୭ ମହଲା କୋଠା ଭୁଶୁଡ଼ି ପଡିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଶ୍ରମିକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କୋଠାର ଭଗ୍ନାବଶେଷ ତଳେ ଆଉ କିଛି ଶ୍ରମିକ ଚାପିହୋଇ ରହିଥିବାର ମଧ୍ୟ ଆଶଙ୍କା କରାଯାଉଛି । ମିଳିଥିବା ଖବର ଅନୁଯାୟୀ […]

ନୀଳଗିରି:ବାଲେଶ୍ବର ଜିଲା ନୀଳଗିରିରେ ଥିବା ନୀଳହ୍ରଦ ବା ବ୍ଲ୍ୟୁଲେକ୍ରେ ଆଜି ୩ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଅଥଳ ପାଣିରେ ନିଖୋଜ ହୋଇଯାଇଛନ୍ତି। ନୀଳଗିରି ଥାନା ମିତ୍ରପୁର ନିକଟସ୍ଥ ଏହି ନୀଳହ୍ରଦକୁ ରେମୁଣା କଲେଜ ଛାତ୍ର ତଥା କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ଆର୍ତ୍ତୁକଣା ଅଞ୍ଚଳର ରୋଶନ ନାୟକ(୧୮), ଫକୀରମୋହନ ଅଟୋନୋମସ କଲେଜ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ବାଣିଜ୍ୟ ବିଭାଗ ଛାତ୍ର ତଥା ବାରିପଦାର ଭବିଷ୍ୟ ପାତ୍ର(୧୭) ଏବଂ ଉକ୍ତ କଲେଜର ତାଙ୍କ ସହପାଠୀ […]

ପାରାଦୀପ: ଗଭୀର ସମୁଦ୍ରରେ ଲୁହାପଥର ବୋଝେଇ ଯାଉଥିବା ଏକ ବିଦେଶୀ ଜାହାଜର ମିଳୁନି ପତ୍ତା। ପାରାଦୀପ ବନ୍ଦରରୁ ବାହାରିଥିବା ଏହି ଜାହାଜର ଗତକାଲି ରାତିଠାରୁ କୌଣସି ପତ୍ତା ମିଳୁନଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ପାରାଦୀପଠାରୁ ପ୍ରାୟ ୨୨୦ ନଟିକାଲ ମାଇଲ୍ ଦୂରରେ, ପୋର୍ଟ ବ୍ଲେୟାର ସୀମା ନିକଟରେ ଜାହାଜଟି ନିଖୋଜ ହୋଇଛି। ଲୁହାପଥର ନେଇ ଯାଉଥିବା ଏହି ଜାହାଜରେ ମୋଟ ୨୪ ଜଣ କ୍ରିଉ ମେମ୍ବର ଥିବା ସୂଚନା ମିଳିଛି। ଜାହାଜରେ ୨୦ ଜଣ ଚୀନ ନାଗରିକ, ୨ ଜଣ ମିଆଁମାର ନାଗରିକ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍କାର।ବୈଠକ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଦଳୀୟ ସହକର୍ମୀଙ୍କ ସହ ଏହା ଏକ ଭଲ ବୈଠକ ଥିଲା। ଏଭଳି ବୈଠକ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ଅଧିକ ପ୍ରଭାବଶାଳୀ ଯୋଗାଯୋଗ ସ୍ଥାପନ […]

ସମାଜ ଡେସ୍କ: ‘ସକାଳେ ପୁଅ-ବୋହୂଙ୍କ ଝଗଡ଼ା ହେଲା । ବୋହୂ ରାଗି ଘରୁ ଚାଲିଗଲା । ୧୫ ମିନିଟ୍ ପରେ ରାଗ ତମ୍ତମ୍ ହୋଇ ଘରକୁ ଫେରିଲା । ତା ସାଙ୍ଗରେ ଥିଲେ ତା ଦୁଇ ଭାଇ, ବାପା, ବୋଉ, ଭଉଣୀ ଏବଂ ଦାଦା । ପୁଅର ଶଶୁର ଘର ଲୋକ ଘରୁକୁ ଆସିଛନ୍ତି ବୋଲି ମୁଁ ସେମାନଙ୍କୁ ପିଇବାକୁ ପାଣି ଯାଚିଲି । ସେମାନେ ମନା କଲେ । ମୁଁ ସେମାନଙ୍କୁ ବସିବାକୁ କହିଲି । […]

ଭୁବନେଶ୍ୱର:ପ୍ରକାଶ ପାଶୱାନଙ୍କୁ ନେଇ ଉଠିଥିବା ଅଭିଯୋଗ ଓ ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ନିଜ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ପ୍ରକାଶ ପାଶୱାନ ତାଙ୍କର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଏବଂ RMCର ପ୍ରତିନିଧି ବୋଲି ଜୁଏଲ ଓରାମ ଉଲ୍ଲେଖ କରିଛନ୍ତି। ସର୍କିଟ ହାଉସ୍ ଘଟଣାରେ ପ୍ରକାଶ ପାଶୱାନଙ୍କ ବିରୋଧରେ କୌଣସି ଅଭିଯୋଗ ଥିଲେ ତାହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି। ତଦନ୍ତରେ […]

ସମାଜ ଡେସ୍କ: ମଧ୍ୟପ୍ରଦେଶ କାଟନୀର ଡିଏସ୍ପି ମାଡାମ ନେହା ପଚିସିଆ । ସ୍ଥାନୀୟ ଅଂଚଳରେ ମାଡାମ ଥିଲେ ବେଶ୍ ଚର୍ଚ୍ଚିତ । କାହିଁକି ବା ନ ହେବେ! ଅଳ୍ପ ବୟସରେ ସେ ନିଜ କ୍ୟାରିୟରେ ଯେଉଁ ୟୁ-ଟର୍ଣ୍ଣ ମାରିଥିଲେ, ତାହା ଅନେକଙ୍କୁ ଚକିତ କରିଥିଲା । ଏକଦା ହଜାର ହଜାର ଫୁଟ ଆକାଶରେ ଉଡ଼ି ଯାତ୍ରୀମାନଙ୍କ ସେବା କରୁଥିଲେ । ଅର୍ଥାତ ଏୟାର ଇଣ୍ଡିଆ ବିମାନରେ ନେହା ମାଡାମ ଥିଲେ ଏୟାର ହୋଷ୍ଟେସ । ତେବେ ମନରେ […]

ପୁରୀ:ଶନିବାର ଛୁଟି ଦିନ ଥିବା ଯୋଗୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀମନ୍ଦିର ନାଟ ମଣ୍ଡପ ଭିତରେ ଜଣେ ମହିଳା ଶ୍ରଦ୍ଧାଳୁ ଅଣନିଶ୍ବାସୀ ହୋଇ ଅଚେତ ହୋଇ ପଡ଼ିଥିଲେ। ମହିଳା ଜଣକ ହେଲେ ରାଜସ୍ଥାନର ବର୍ଷା ଗୁପ୍ତା(୪୨)ବୋଲି ସୂଚନା ମିଳିଛି। ତାଙ୍କୁ ତୁରନ୍ତ ପରିବାର ଲୋକେ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ମୁତାବକ,ବର୍ଷା…

ନୂଆଦିଲ୍ଲୀ:୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାନରେ ଥିବା ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ମହମ୍ମଦ ସଇଦଙ୍କ ବିରୋଧରେ ଭାରତର ଆଇନଗତ ପଦକ୍ଷେପ ଆହୁରି ତୀବ୍ର ହୋଇଛି। ଜୁଲାଇରେ ଜମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟ ତାଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଥିବାବେଳେ, ଏବେ ତାଙ୍କୁ କୋର୍ଟ ସମନ ପ୍ରଦାନ ପାଇଁ କୂଟନୈତିକ ମାଧ୍ୟମରେ ପଦକ୍ଷେପ ନିଆଯାଉଛି। ସରକାରୀ ସୂତ୍ର ଅନୁସାରେ, ସମନକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ମାଧ୍ୟମରେ ପାକିସ୍ତାନକୁ ପଠାଯିବାର…

ବାଲେଶ୍ବର: ଜିଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ଓ ପୌରପାଳିକାର ଉଚ୍ଛେଦ ଦଳ ପକ୍ଷରୁ ଶୁକ୍ରବାର ସହରର ବିିଭିନ୍ନ ଖାଦ୍ୟ ଦୋକାନ ଓ ଭୋଜନାଳୟରେ ଚଢ଼ଉ କରାଯାଇଛି। ଡିଫ୍ରିଜରେ ବହୁ ପୁରୁଣା ମସଲା ଓ ବାସି ଖାଦ୍ୟ ରଖିବା ଅଭିଯୋଗରେ ଦୁଇଟି ଭୋଜନାଳୟ ଓ ରେଷ୍ଟୁରାଣ୍ଟ ସହିତ ଅନ୍ୟ ଦୋକାନ ଗୁଡ଼ିକରେ ଚଢ଼ଉ ହୋଇଥିଲା। ସିନେମା ଛକ ଡାକ୍ତରଖାନା ପାଖରେ ଥିବା ବିଭିନ୍ନ ଦୋକାନଗୁଡ଼ିକରେ ଖାଦ୍ୟ ତିଆରି ଓ ବ୍ୟବହାର ଶେଷ ତାରିଖ ନଥିବା ବିଭିନ୍ନ ପାଉଁରୁଟି ଓ […]

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜରେ ଦୀର୍ଘ ଦିନ ହେଲା ରେଞ୍ଜର ପଦବୀ ଖାଲି ପଡ଼ିଛି, ସ୍ଥାୟୀ ବନାଞ୍ଚଳ ଅଧିକାରୀ ନଥିବା ଯୋଗୁଁଁ ବହୁ ସମସ୍ୟାରେ ଗତି କରୁଥିବା ଜଣାପଡୁଛି। ଗୋଟିଏ ପଟେ ହାତୀପଲ ଅଞ୍ଚଳରେ ଘୁରି ବୁଲିବା ସହ କାଠ ମାଫିଆମାନେ ଚୋରି କରୁଥିବା ବେଳେ ରେଞ୍ଜର ବାବୁଙ୍କ ଦେଖା ନାହିଁ ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ଜୋର ଧରିଛି। ଚଳିତ ବର୍ଷ ଜାନୁୟାରୀ ମାସ ୧୭ ତାରିଖରେ ଦୁର୍ଘଟଣାରେ କଲ୍ୟାଣସିଂହପୁର ବନାଞ୍ଚଳ ଅଧିକାରୀ ସ୍ବର୍ଗତ […]

ଜୟପୁର:ସାରା ଦେଶରେ ପ୍ରଶ୍ନ ପତ୍ର ଲିକ୍ ଘଟଣା ଚର୍ଚ୍ଚାର କେନ୍ଦବିନ୍ଦୁ ସାଜିଥିବା ବେଳେ ପୁଣି ବିଦ୍ୟୁତ ବିଭ୍ରାଟ କାରଣରୁ ପରୀକ୍ଷାରୁ ବଞ୍ଚିତ ହେଲେ ୪୯ ପରୀକ୍ଷାର୍ଥୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଜୟପୁର ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ। ଅଖିଳ ଭାରତୀୟ ଆୟୁଷ ପୋଷ୍ଟ-ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା (AIAPGET) ଶନିବାର ଦେଶର ୨୦୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ସିଫ୍ଟ-୧ରେ ମୋଟ ୩୬,୯୭୯ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିବାବେଳେ ୩୫,୮୩୭ ଜଣ ପରୀକ୍ଷା…

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗାଁରେ ଥିବା ୩୦୦ ଶଯ୍ୟା ବିଶିଷ୍ଟ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଅନ୍ୱେଶା ହଷ୍ଟେଲରେ ରହୁଥିବା ଛାତ୍ର ଜଗନ୍ନାଥ ଧରୁଆଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଗତକାଲି ସ୍କୁଲରେ ଥିବା ସମୟରେ ମୁହଁରୁ ଫେଣ ବାହାରିଥିଲା। ସ୍କୁଲ ତୁରନ୍ତ ହଷ୍ଟେଲ ଇନଚାର୍ଜ ଏବଂ ୱାର୍ଡନକୁ ଖବର ଦେବାପରେ, କଣ୍ଟାବାଞ୍ଜି ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଖବର ପାଇ ଶିଶୁର ବାପା ମାଆ ଡାକ୍ତରଖାନାରେ ପହଞ୍ଚି ଥିଲେ। ଡାକ୍ତର […]

କଣ୍ଟାବାଞ୍ଜି /ଖଡ଼ିଆଳ – କାକା ଓ ପୁତୁରାଙ୍କୁ ସାପ କାମୁଡି ଦେଇଥିଲା। ହେଲେ ଜାଣି ପାରିଲେନି। ଅନ୍ୟ ଜଣେ ସାପ କାମୁଡି ଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିଲେ। ହେଲେ ହସ୍ପିଟାଲରେ କାକା ଓ ପୁତୁରାଙ୍କ ଜୀବନ ଚାଲିଗଲା। ଏମିତି ଏକ ଘଟଣା ଘଟିଛି ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତ ବଙ୍ଗୋମୁଣ୍ଡା ଥାନା ବଲଧା ଗାଁରେ। ବିଷାକ୍ତ ସାପ କାମୁଡାରେ କାକା ଓ ପୁତୁରାଙ୍କ ମୃତ୍ୟୁ ହୋଇଛି। ମୃତକ ସିନାପାଲି ଥାନା ଚଚରାଭଟା ଗାଁର କାକା ଦୈତାରି […]

ନୂଆଦିଲ୍ଲୀ : ପରିବର୍ତ୍ତିତ ପାଗ ସମୟରେ ଥଣ୍ଡା ଲାଗିବା ସାଧାରଣ କଥା। କିନ୍ତୁ ଏଚ୧ଏନ୧ ଭାଇରସ୍, ଯାହାକୁ ସ୍ୱାଇନ୍ ଫ୍ଲୁ ମଧ୍ୟ କୁହାଯାଏ, ଏହା ମଧ୍ୟ ଥଣ୍ଡା ଲକ୍ଷଣ ପରି। ବର୍ତ୍ତମାନ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ସ୍ୱାଇନ୍ ଫ୍ଲୁ ମାମଲା ବୃଦ୍ଧି ପାଉଛି। କେବଳ ଦିଲ୍ଲୀ-ଏନସିଆରରେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ଏଚ୧ଏନ୧ର ୧,୭୦୦ ରୁ ଅଧିକ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ପ୍ରଦାନ କରିଛନ୍ତି। ଏପରି ପରିସ୍ଥିତିରେ, ସ୍ୱାଇନ୍ […]

ପାଟନା : ଅଦ୍ଭୁତ ଦୃଶ୍ୟରେ ପ୍ରଭୁ ଭୋଳା ଶଙ୍କରଙ୍କ ଦିବ୍ୟ ଦର୍ଶନ। ଖାଲି ଫୁଲ ନୁହେଁ ଫଳରେ ସଜେଇ ହୋଇଛନ୍ତି ପ୍ରଭୁ। ଗୋପାଳଗଞ୍ଜର ମୀରଗଞ୍ଜରେ, ଭଗବାନ ଶିବଙ୍କ ପ୍ରତି ଭକ୍ତଙ୍କ ଭକ୍ତିର ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ମହାଦେବଙ୍କୁ ଫଳ, ଫୁଲ, ନୈବେଦ୍ୟ ଏବଂ ଦୀପରେ ସଜ୍ଜିତ କରାଯାଇଥିଲା। କଦଳୀ ସମେତ ବିଭିନ୍ନ ଫଳ ସଜ୍ଜିତ ଶିବଲିଙ୍ଗ ଏବଂ ଏହା ଚାରିପାଖରେ ଥିବା ଉଜ୍ଜ୍ୱଳ ଦୀପ ମନ୍ଦିର ପରିସରରେ ସୌନ୍ଦର୍ଯ୍ୟ ବୃଦ୍ଧି କରିଥିଲା। ଭକ୍ତମାନେ […]

ନୂଆପଡ଼ା: ଖଡ଼ିଆଳ ବନଖଣ୍ଡ ବିଭାଗକୁ ମିଳିଛି ବଡ଼ ସଫଳତା। ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭.୦୯୮ କେଜି ବଜ୍ରକାପ୍ତା ଛାଲ ଜବତ କରାଯିବା ସହ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ପଲମା-ଝରନାଲା ସରକାରୀ ପମ୍ପ ହାଉସ ନିକଟରେ ଚଢ଼ାଉ କରି ବନ ବିଭାଗ ଏହି ସାମଗ୍ରୀ ଜବତ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ରାଣୀମୁଣ୍ଡାର ବାଲକୃଷ୍ଣ ହାତୀ (୩୦), ସୋନୁ ହାତୀ (୪୦) ଏବଂ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପିଠାପଡ଼ାର […]

ଭୁବନେଶ୍ୱର:ସ୍ମାର୍ଟ ସିଟି ଅନ୍ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପୁରୀରୁ ଦୀନବନ୍ଧୁଙ୍କୁ ଗିରଫ କରାଯାଇଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି।ରାଜଧାନୀରେ ଅଟୋ-ଟ୍ୟାକ୍ସି ଚାଳକଙ୍କ ଆନ୍ଦୋଳନ ସମୟରେ ହିଂସାତ୍ମକ ଘଟଣା ଘଟିବା ପରେ ଦୀନବନ୍ଧୁ ନାୟକ ଫେରାର ଥିଲେ। ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲା। ଶେଷରେ ପୁରୀରୁ ତାଙ୍କୁ ଗିରଫ କରାଯାଇଛି।ଗିରଫ ପୂର୍ବରୁ ଆଜି ସକାଳେ ଦୀନବନ୍ଧୁ ଏକ…

ନୂଆଦିଲ୍ଲୀ:ମହାକାଶ ପ୍ରେମୀ ଓ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଅଗଷ୍ଟ ମାସ ଆଣିବାକୁ ଯାଉଛି ଏକ ଚମତ୍କାର ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୭-୨୮ ରାତିରେ ଆକାଶରେ ଦେଖାଯିବ ତୀବ୍ର ଆଂଶିକ ଚନ୍ଦ୍ରଗ୍ରହଣ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ପୃଥିବୀର ଛାଇ ମଧ୍ୟଦେଇ ଗତି କରିବାରୁ ଚନ୍ଦ୍ରର ବଡ଼ ଅଂଶ ଗାଢ଼ ଲାଲ ରଙ୍ଗରେ ଦେଖାଯିବ। ଏହି କାରଣରୁ ଏହାକୁ ‘ରକ୍ତ ଚନ୍ଦ୍ର’ ବୋଲି କୁହାଯାଏ।ଗ୍ରହଣର ଚରମ ସମୟରେ ଚନ୍ଦ୍ରର ପ୍ରାୟ ୯୬ ପ୍ରତିଶତ ଅଂଶ ପୃଥିବୀର ଛାଇରେ ରହିବ। ଫଳରେ ଚନ୍ଦ୍ରର କେବଳ ଏକ […]

ଭୁବନେଶ୍ୱର: ଉତ୍ପାଦନ କ୍ଷେତ୍ରରେ ମହିଳାମାନେ ଏବେ ନୂଆ ଇତିହାସ ରଚୁଛନ୍ତି। ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ‘ବେଦାନ୍ତ ଆଲୁମିନିୟମ୍’ର ଲାଞ୍ଜିଗଡ଼ ସ୍ଥିତ ବିଶୋଧନାଗାରରେ (Refinery) ଏକ ବଡ଼ ଧରଣର ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଶ୍ୱର ଅନ୍ୟତମ ବୃହତ୍ ଆଲୁମିନା ବିଶୋଧନାଗାରର ମୁଖ୍ୟ କେନ୍ଦ୍ର କୁହାଯାଉଥିବା ‘କଣ୍ଟ୍ରୋଲ୍ ରୁମ୍’ର ଦାୟିତ୍ୱ ଏବେ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ହାତରେ। ବର୍ତ୍ତମାନ ଏଠାରେ କଣ୍ଟ୍ରୋଲ୍ ରୁମ୍ ଅପରେଟର (CRO) ଭାବେ…