News source
All News
Subscribe:.rss.atom.json.md
Overdue Last read · last published · next check
Last read 1 day ago, longer than this feed's 1 hour schedule.
Latest articles

ଭୁବନେଶ୍ବର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଉ ଏହି ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ନ୍ୟୁଜ୭ ର ନିରନ୍ତର ପ୍ରୟାସ 'ଡକ୍ଟର ଙ୍କ ପାଠଶାଳା'। ଦର୍ଶକଙ୍କ ନିରବଚ୍ଛିନ୍ନ ଭଲପାଇବା ଏବଂ ବିଶ୍ୱାସ ବଳରେ ଏହି କାର୍ଯ୍ୟକ୍ରମ ଆଜି ସଫଳତାର ସହ ପୂରଣ କରିଛି ୫୦ ତମ ଏପିସୋଡ୍। ଯାହାକୁ ଏକ ବଡ଼ ଉପଲବ୍ଧି ବୋଲି ଅନୁଭବ କରି ନିଜର ବାର୍ତ୍ତା ରଖିଥିଲେ ଉପସ୍ଥିତ ଅତିଥି ଓ କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତ କର୍ମକର୍ତ୍ତା । ଏହି ସ୍ୱତନ୍ତ୍ର ସଫଳତା ପାଇଁ ଆୟୋଜିତ ବିଶେଷ ଉତ୍ସବରେ ଯୋଗ ଦେଇଥିଲେ ସୁମା ରିୟଲ…

ବାଲିପାଟଣା: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଛେନା ପନିର ବ୍ୟବସାୟୀ ତଥା ଦୋକାନ ଉପରେ ଚାଲିଛି ଘନ ଘନ ରେଡ୍। ଏହି ରେଡ୍ କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ଛେନା ଓ ପନିରକୁ ନଷ୍ଟ କରାଯାଉଛି। ଏମିତିକି ଏଭଳି ଅପମିଶ୍ରିତ ଛେନା ପନିର ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ଉପରେ ମଧ୍ୟ ଆକ୍ସନ ହେଉଛି। ହେଲେ ଏସବୁ ଭିତରେ କ୍ଷତି ସହୁଛନ୍ତି ଗୋପାଳ ଭାଇ। ଭେଜାଲ ଛେନା ପନିର ବ୍ୟବସାୟୀଙ୍କ ଯୋଗୁ ଏବେ ସେମାନଙ୍କ ବ୍ୟବସାୟ ସଙ୍କଟରେ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ଗୋପାଳ ସଂଘ । ଏହି…

ରାୟଗଡ଼ା: ଜଳପ୍ରପାତ ବୁଲିବାକୁ ଯାଇ ସେଲ୍ଫି ନେଉଥିବା ବେଳେ ଗୋଡ଼ ଖସି ଜଣେ ଯୁବକ ନିଖୋଜ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ତୟାଙ୍ଗିର ଜଳପ୍ରପାତରେ ଘଟିଛି ଏହି ଅଘଟଣ। ନିଖୋଜ ଯୁବକ ଗୋଡ଼ିବାଲି ପଞ୍ଚାୟତ ଜେରେକା ଗ୍ରାମର ଚେଙ୍କା ବିଶୋୟୀଙ୍କ ପୁଅ ଯୋକ ବିଶୋୟୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ୫ ଟା ସମୟରେ ଯୁବକ ଜଣକ ତାଙ୍କ ୪/୫ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ। ସେଠାରେ ସେଲ୍ଫି ନେବା ସମୟରେ ଗୋଡ ଖସି ତଳକୁ ପଡ଼ିଯାଇଥିଲେ। ତେବେ ପାଖରେ ଥିବା ସାଙ୍ଗ…

ଭୁବନେଶ୍ବର: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀଠାରେ ନିଜ ଷ୍ଟୁଡିଓରେ ଏକ ହୃଦୟସ୍ପର୍ଶୀ ବାଲୁକା ଆନିମେସନ ସୃଷ୍ଟି କରି ଭୟାବହ ବନ୍ୟାରେ ପ୍ରଭାବିତ ନେପାଳବାସୀଙ୍କ ପାଇଁ ପ୍ରାର୍ଥନା ଓ ଏକତାର ବାର୍ତ୍ତା ଦେଇଛନ୍ତି। ମାତ୍ର ୧୫ ମିନିଟରେ ତିଆରି କରିଥିବା ବାଲୁକା ଆନିମେସନ ମାଧ୍ୟମରେ କରୁଣା, ଏକତା ଓ ମାନବିକତାର ଦୃଢ଼ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। "ନେପାଳ ପାଇଁ ପ୍ରାର୍ଥନା। ଆସନ୍ତୁ, ମାନବିକତା ପାଇଁ ଏକାଠି ଠିଆ ହେବା।" ବାର୍ତ୍ତା ସହ ଏହି…

ରାଉରକେଲା: ରାଉରକେଲା ସର୍କିଟ ହାଉସରୁ ଏକ ରୁମରୁ ବନ୍ଧୁକ ଓ ଗୁଳି ମିଳିବା ମାମଲାରେ ଗିରଫ ଯୁବ ନେତା ପ୍ରକାଶ ପାଶଓ୍ବାନ ଜେଲ ପଠାଇ ଦିଆଯାଇଛି। ପ୍ରକାଶଙ୍କୁ ବୁଧବାର ବିହାରର ସମସ୍ତିପୁରରୁ ଧରିଥିଲା ରାଉରକେଲା ପୋଲିସ । ତେବେ ଗୁରୁବାର ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ହେଲେ କୋର୍ଟ ଜାମିନ ନାମଞ୍ଜୁର ହେବାରୁ ପ୍ରକାଶ ପାଶୱାନଙ୍କୁ ଜେଲ ପଠାଇ ଦିଆଯାଇଛି। ସୂଚନାଥାଉକି, ଗତ ୧୪ ତାରିଖ ବିଳମ୍ବିତ ରାତିରେ ରାଉରକେଲା ସର୍କିଟ…

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ । ନେଦରଲ୍ୟାଣ୍ଡର ଆମଷ୍ଟେଲଭିନଠାରେ ଅନୁଷ୍ଠିତ ୨୦୨୬ ମହିଳା ହକି ବିଶ୍ୱକପ୍ରେ ଜର୍ମାନୀକୁ ୩-୧ ଗୋଲ୍ରେ ହରାଇ ଭାରତ ପଞ୍ଚମ ସ୍ଥାନ ହାସଲ କରିଛି। ୧୯୭୪ ମସିହା ପରେ ବିଶ୍ୱକପ୍ରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ପ୍ରଥମାର୍ଦ୍ଧରେ ଜର୍ମାନୀର ଦବଦବା ରହିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ନିଜ କବଜାକୁ ନେଇଥିଲେ। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୧ ଗୋଲରେ ଜର୍ମାନୀକୁ ପରାସ୍ତ…

ନୂଆଦିଲ୍ଲୀ: ବିଶ୍ବରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ସୁନା ମୂଲ୍ୟ ମଧ୍ୟ ଅସ୍ଥିର ରହିଛି । କେତେବେଳେ ବଢ଼ୁଛି ତ, ପୁଣି କେତେବେଳେ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଉଛି । କିନ୍ତୁ ଭବିଷ୍ୟତରେ ସୁନା ମୂଲ୍ୟ ଆକାଶଛୁଆଁ ହେବାକୁ ଯାଉଛି । ଏହାକୁ ନେଇ ବିଶେଷଜ୍ଞମାନେ ନିଜ ନିଜର ମତ ମଧ୍ୟ ଦେଉଛନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ, ବିଶିଷ୍ଟ ନିବେଶକ ତଥା ଇଲେକ୍ଟ୍ରମ୍ ଗ୍ରୁପ୍ ର ଚେୟାରମ୍ୟାନ୍ ଥୋମାସ୍ କାପ୍ଲାନ୍ ଙ୍କ ଅନୁଯାୟୀ, ଭବିଷ୍ୟତରେ ସୁନା ମୂଲ୍ୟ ପ୍ରତି…

ଲଣ୍ଡନ: ବ୍ରିଟେନର ୩ ମୁଖ୍ୟ ଏୟାରପୋର୍ଟ ମଞ୍ଚେଷ୍ଟର, ଲଣ୍ଡନ ଷ୍ଟେନଷ୍ଟେଡ ଓ ଇଷ୍ଟ ମିଡଲ୍ୟାଣ୍ଡସ୍ ଉପରେ ଏକ ବଡ଼ ସାଇବର ଆକ୍ରମଣ ହୋଇଥିବାର ଖବର ସାମ୍ନାକୁ ଆସୁଛି। 'ଦି ଗାର୍ଡିଆନ' ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ହ୍ୟାକର୍ସ ୮୭ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ଡାଟା ଚୋରାଇ ନେଇଛନ୍ତି। ଏହି ୩ଟିଯାକ ଏୟାରପୋର୍ଟକୁ ସଞ୍ଚାଳନ କରୁଥିବା ମଞ୍ଚେଷ୍ଟର ଏୟାରପୋର୍ଟ ଗ୍ରୁପ (ଏମଏଜି) ଏହି ଘଟଣା ପୁଷ୍ଟି କରିଛନ୍ତି। ଏମଏଜିଙ୍କ ଅନୁସାରେ ଯେଉଁ ସୂଚନା ଲିକ୍ ହୋଇଛି ସେଥିରେ ଗ୍ରାହକଙ୍କ ଇ-ମେଲ,…

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତର ଋଣ ଆଦାୟ ପ୍ରକ୍ରିୟା ବ୍ୟବସ୍ଥା ଉପରେ ପୁଣି ଥରେ କଟାକ୍ଷ କରିଛନ୍ତି । ତାଙ୍କର ଦାବି ଅନୁଯାୟୀ, ସରକାରୀ ବ୍ୟାଙ୍କଗୁଡ଼ିକ ତାଙ୍କର ସମସ୍ତ ଋଣ ଆଦାୟ କରିସାରିଛନ୍ତି, ତଥାପି ତାଙ୍କୁ ନ୍ୟାୟ ମିଳିବାରୁ ବଞ୍ଚିତ କରାଯାଉଛି । ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍ (IBC) ଅଧୀନରେ ଏସେଲ୍ ଗ୍ରୁପର ଚେୟାରମ୍ୟାନ୍ ସୁଭାଷ ଚନ୍ଦ୍ରା ୨୨,୦୦୬.୫୭ କୋଟି ଟଙ୍କାର ଋଣ ଦାବିକୁ ମାତ୍ର ୬.୫ କୋଟି ଟଙ୍କାରେ ସେଟଲମେଣ୍ଟ କରିଥିବା ଗଣମାଧ୍ୟମ…

କୋଲକାତା: କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କ ବିରୋଧରେ କଟାକ୍ଷପୂର୍ଣ୍ଣ ମନ୍ତବ୍ୟ ଦେବା ଅଭିଯୋଗରେ ବିଜେପିର ଗଙ୍ଗାରାମପୁର ବିଧାୟକ ସତ୍ୟେନ୍ଦ୍ର ନାଥ ରୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିଜେପି ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ପ୍ରତାପ ବାନାର୍ଜୀ ଏହି ନୋଟିସ୍ ଜାରି କରି ୭ ଦିନ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିପ୍ଲବ ମିତ୍ର ସୁକାନ୍ତ ମଜୁମଦାରଙ୍କ…

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ୟୁଟ୍ୟୁବର ଏବଂ ହରିୟାଣବୀ ଆକ୍ଟର ଅଙ୍କିତ୍ ବାଲିୟାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ଶାମଲୀ କୋତୱାଲି ସୀମା ଅନ୍ତର୍ଗତ ଅଞ୍ଚଳର ବୋଲି କୁହାଯାଉଛି । ଅଙ୍କିତ୍ ବାଲିୟାନ ସନ୍ଧ୍ୟା ସମୟରେ ଜିମ୍ ଯାଇଥିଲେ ଏବଂ ସେଠାରୁ ବାହାରକୁ ଆସିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ହଠାତ୍ ଗୁଳିମାଡ଼ କରିଥିଲେ । ଆକ୍ରମଣକାରୀଙ୍କ ଆଖିବୁଝା ଗୁଳିମାଡ଼ରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ବିଜେପି ବିଧାୟକଙ୍କ ବ୍ୟକ୍ତିଗତ କାର୍କୁ ମ୍ୟୁନିସିପାଲିଟିର ଏକ ଦମକଳ ଗାଡ଼ି (Fire Engine) ସାହାଯ୍ୟରେ ସଫା କରାଯାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଜନସାଧାରଣଙ୍କ ସେବା ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ଉଦ୍ଦିଷ୍ଟ ସରକାରୀ ସମ୍ପତ୍ତିର ଏଭଳି ଅପବ୍ୟବହାରକୁ ନେଇ ଏବେ ସୋସିଆଲ ମିଡିଆରେ ଲୋକେ ପ୍ରଶ୍ନ…

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ହନିମୁନ୍ ପାରାଡାଇଜ୍ ବୋଲାଉଥିବା 'ଜେଜୁ ଆଇଲ୍ୟାଣ୍ଡ' ଏବେ ପର୍ଯ୍ୟଟକଙ୍କ ପାଇଁ ହଠାତ୍ ଆତଙ୍କର ସହର ପାଲଟିଯାଇଛି । ତିନି ଦିନ ଭିତରେ ଏହି ଦ୍ୱୀପରୁ ନିଖୋଜ ଥିବା ୪ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତ୍ୟୁ ଘଟଣା ପୋଲିସର ବଡ଼ ଧରଣର ଅବହେଳାକୁ ସାମ୍ନାକୁ ଆଣିଥିବା ବେଳେ, ପୂର୍ବରୁ ବନ୍ଦ କରାଯାଇଥିବା ୨୯୮ଟି ନିଖୋଜ ମାମଲାକୁ ପୋଲିସ ଏବେ ପୁଣି ତଦନ୍ତ ପରିସରଭୁକ୍ତ କରିଛି । ଜେଜୁ ଆଇଲ୍ୟାଣ୍ଡ ଦକ୍ଷିଣ କୋରିଆର ସବୁଠାରୁ ଅଧିକ ପର୍ଯ୍ୟଟକ…

ବାଲେଶ୍ବର: 'ଯାତ୍ରା ଶ୍ରୀ ବିଶ୍ୱ ଦରବାର'ର ଚଳିତ ବର୍ଷର ବହୁଚର୍ଚ୍ଚିତ ନାଟକ 'ଢୋଲିଆ'କୁ ନେଇ ବିବାଦ। ଥାନାରେ ଏତଲା ଦେଲେ ଅନୁଷ୍ଠାନର ପ୍ରଯୋଜକ କିଶୋର ମିଶ୍ର। ନାଟକଟି ମଞ୍ଚସ୍ଥ ହେଉଥିବା ସମୟରେ କିଛି ଯୁବକ ମୋବାଇଲରେ ଭିଡିଓ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଥିବା ଅଭିଯୋଗ ଆଣିଛନ୍ତି ପ୍ରଯୋଜକ। ସେ ଅଭିଯୋଗ ଆଣିଛନ୍ତି ଏଭଳି ଭାବରେ ନାଟକର ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ସୋସିଆଲ୍ ମିଡିଆରେ ପ୍ରସାରିତ ହେଲେ ଦର୍ଶକମାନେ ଆଉ ମଞ୍ଚକୁ ନାଟକ ଦେଖିବାକୁ ଆସିବେ ନାହିଁ ଏବଂ…

ବଲାଙ୍ଗୀର: ନିଶା ଯୋଗୁ ଯାଇଛି ପୁଣି ଜଣକର ଜୀବନ ଯାଇଛି। ସେ ବି ପୁଣି ଜଣେ ନାବାଳକର। ସ୍କୁଲରେ ପାଠପଢ଼ୁଥିବା ପିଲାମାନେ ଯେ, ନିଶା ଯୋଗୁ ଏଭଳି ଘଟାଇପାରନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ଏ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗୀର ଆଗଲପୁର ଥାନା ରୋତ ଗାଁରେ। ସୂଚନା ଅନୁସାରେ, ଗାଁର ଦୁଇ ନାବାଳକ ସାଙ୍ଗ ଅପରାହ୍ଣରେ ତାସ୍ ଖେଳୁଥିଲେ। ହେଲେ ଜଣେ ସାଙ୍ଗ ଏଥିରେ ହାରିଯିବାରୁ ଅନ୍ୟ ଜଣକୁ କ୍ରୋଧରେ ଛୁରି ମାରିଦେଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ ସାଙ୍ଗ…

ମାଲଦା: ପଶ୍ଚିମବଙ୍ଗ ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଗୋଟିଏ ଦିନରେ ୧୦ ନବଜାତକଙ୍କ ମୃତ୍ୟୁ ଚାଞ୍ଚଲ୍ୟ ଖେଳାଇ ଦେଇଛି, ଏହା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଯାଇଛି। ଏହି ଘଟଣା ଅଗଷ୍ଟ ୧୨ ତାରିଖର ବୋଲି କୁହାଯାଉଛି। ମାମଲା ଜଣାପଡିବା ପରେ ସ୍ୱାସ୍ଥ୍ୟ ଭବନ କଡ଼ା ଆଭିମୁଖ୍ୟ ଅବଲମ୍ବନ ପୂର୍ବକ ହସ୍ପିଟାଲ ପ୍ରଶାସନକୁ ପୁରା ଘଟଣାର ବିସ୍ତୃତ ରିପୋର୍ଟ ତଲବ କରିଛି ଓ ଶିଶୁ ମୃତ୍ୟୁର ବଢୁଥିବା ହାରକୁ ନେଇ ଦେଖରେଖ ବଢାଇବାକୁ ନିର୍ଦ୍ଦେଶ ଜାରି କରିଛି। ମାମଲାରେ ହସ୍ପିଟାଲ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ତାରକା ଓପନିଂ ବ୍ୟାଟର ଡିନ୍ ଏଲଗାର ପେଶାଦାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବ ପକ୍ଷରୁ ଖେଳୁଥିବା ଏହି ୩୯ ବର୍ଷୀୟ ବାମହାତୀ ଓପନର ଚଳିତ ୨୦୨୬ କାଉଣ୍ଟି ଚାମ୍ପିଅନସିପ୍ ସିଜନ୍ ଶେଷ ହେବା ପରେ କ୍ରିକେଟରୁ ସମ୍ପୂର୍ଣ୍ଣ ଅବସର ନେବେ। ବୁଧବାର ଏସେକ୍ସ ଦଳ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ଏଲଗାରଙ୍କ ଅବସର ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ପରିବାର ପାଇଁ…

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଥିବା ଚିନି ଓ ପିଆଜ ଦରରେ ବୁଧବାର ବ୍ରେକ୍ ଲାଗିଛି। ସପ୍ତାହକ ପୂର୍ବରୁ ଚିନି ଦର ଏକ୍ସ ଫ୍ୟାକ୍ଟ୍ରି ପ୍ରାଇସ୍ ୬୮ ଟଙ୍କାକୁ ପହଞ୍ଚିଥିବା ବେଳେ ଏବେ ଏହା ୫୩-୫୫ ଟଙ୍କାକୁ ଆସିଛି। ମହାରାଷ୍ଟ୍ରରେ ଚିନିର ପାଇକାରୀ ଦର ୫୧-୫୨ ଟଙ୍କା ଓ କୋଲକାତାରେ କେଜି ପିଛା ଦର ୫୩ ଟଙ୍କାକୁ ଆସିଛି। ତେବେ ଏହି ଦର ହ୍ରାସର ଲାଭ ଏବେ ଖାଉଟିଙ୍କ ପର୍ଯ୍ୟନ୍ତ ପହଞ୍ଚିନି। ଆମଦାନୀ ଚିନି କନସାଇନମେଣ୍ଟ ପହଞ୍ଚିବା ପରେ ଓ ବନ୍ଦରରେ ଷ୍ଟକ୍ ଚିନି ବଜାରକୁ ଆସିଲେ ଘରୋଇ କୋଟା ଯୋଗାଣ…

ଭୁବନେଶ୍ୱର: ଘରୋଇ ହସ୍ପିଟାଲଗୁଡ଼ିକର ମନମାନି ବିରୋଧରେ ଓଡ଼ିଶା ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି। ଆୟୁଷ୍ମାନ ଭାରତ PM-JAY ଏବଂ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାଞ୍ଚ ସମୟରେ ତ୍ରୁଟି ଚିହ୍ନଟ ହେବା ପରେ ଭୁବନେଶ୍ୱରସ୍ଥିତ ଦୁଇ ପ୍ରମୁଖ ଘରୋଇ ହସ୍ପିଟାଲକୁ ଓଡ଼ିଶା ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି (SHAS) ପକ୍ଷରୁ ଶୋ' କଜ୍ ନୋଟିସ୍ ଜାରି କରାଯାଇଛି। ରୋଗୀଙ୍କୁ ହଇରାଣ କରିବା, ନିୟମ ବିରୋଧରେ ଅଧିକ…

ଚୌଦ୍ବାର: ସ୍ତ୍ରୀକୁ ଭିଡିଓ କଲ୍ କରି ନଦୀକୁ ଡେଇଁପଡ଼ିଲା ସ୍ୱାମୀ। ଏଭଳି ଘଟଣା ଘଟିଛି କଟକ ଚୌଦ୍ଵାର ଅଞ୍ଚଳରେ। ନଦୀକୁ ଡେଇଁଥିବା ଯୁବକ ଜଣଙ୍କ ହେଲେ କଟକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ୍ (୩୨)। ଘଟଣାସ୍ଥଳରେ ଜଗତପୁର ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ନିଖୋଜ ଯୁବକଙ୍କୁ ଖୋଜୁଛନ୍ତି। କେବଳ ସ୍ତ୍ରୀଙ୍କୁ ନୁହେଁ, ବାପା ଓ ଶାଳକଙ୍କୁ ମଧ୍ୟ ଫୋନ୍ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୨୦୨୫ ଏପ୍ରିଲ ୭ ତାରିଖରେ ସମରଜିତ୍ ଚୌଦ୍ଵାର ପାଇକରାପୁର ଗ୍ରାମର…

କଳାହାଣ୍ଡି ୨୩।୮: କଳାହାଣ୍ଡି ହାତୀ ନଦୀରେ ବନ୍ୟା । ୨୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କଳାହାଣ୍ଡି ଜୟପାଟଣା ଓ କଲମପୁର ବ୍ଲକରେ ବନ୍ୟା ସ୍ଥିତି l ଲଗାଣ ବର୍ଷା ପରେ ହାତୀ ନଦୀରେ ବଢୁଛି ଜଳସ୍ତର l ମଙ୍ଗଳପୁର ହାତୀ ବ୍ୟାରେଜରୁ ପ୍ରତି ସେକେଣ୍ଡରେ ୪୧୨ କ୍ୟୁମେକ୍ସ ଜଳ ନିଷ୍କାସନ l ପାଣି ଘେରରେ ପରୁଆଗୁଡ଼ା ଓ ବୁଦେଲବନ୍ଧ ଅଞ୍ଚଳ l ପରୁଆଗୁଡ଼ାର ପ୍ରାୟ ୨୦୦ ଲୋକଙ୍କୁ ଆଶ୍ରମ ସ୍କୁଲରେ ସୁରକ୍ଷିତ ସ୍ଥାନାନ୍ତର l ସ୍ଥାନାନ୍ତରିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଆବଶ୍ୟକ…

ନୂଆଦିଲ୍ଲୀ: 'ମୋର ଯୌବନ କିମ୍ବା ବେଡରୁମ୍ ବିଷୟରେ ସ୍ୱପ୍ନ ଦେଖ ନାହିଁ' ବୋଲି କହିଥିବା ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଉପରେ ଏବେ ବାବା ରାମଦେବ ପାଲଟା ଆକ୍ରମଣ କରିଛନ୍ତି । ରାମଦେବ କଙ୍ଗନାଙ୍କୁ ଜଣେ 'ତୁଚ୍ଛ ମାନସିକତାର ବ୍ୟକ୍ତି' ବୋଲି କହିଛନ୍ତି । ତେବେ ଏହି ବିବାଦକୁ ଶେଷ କରିବା ଦିଗରେ ଇଙ୍ଗିତ କରି ସେ କହିଛନ୍ତି ଯେ ସେ ଏବେ ଏହି ବିବାଦକୁ ଆଗକୁ ବଢ଼ାଇବାକୁ ଚାହୁଁନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ କଙ୍ଗନା ରଣାୱତ 'ଜେନ୍-ଜି' ପିଢ଼ି ଉପରେ ମନ୍ତବ୍ୟ ଦେଇ…

ବେଜିଂ: ବେଜିଂରେ ଚାଲିଥିବା ବିଶ୍ୱ ହ୍ୟୁମାନଏଡ ରୋବୋର୍ଟ ଗେମ୍ 2026ରେ ଘଟିଛି ଏକ ବଡ଼ ଟେକ୍ନୋଲୋଜିକାଲ୍ ଚମତ୍କାର। ଚୀନ୍ର ହ୍ୟୁମାନଏଡ୍ ରୋବଟ୍ ତିଆଗଙ୍ଗ ଅଲଟ୍ରା ମାତ୍ର ୯.୩୯ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ଜାମାଇକାର ମହାନ ସ୍ପ୍ରିଣ୍ଟର ଉସେନ ବୋଲ୍ଟଙ୍କ ୯.୫୮ ସେକେଣ୍ଡର ମାନବ ବିଶ୍ୱରେକର୍ଡଠାରୁ ମଧ୍ୟ ଦ୍ରୁତ ସମୟ ରେକର୍ଡ କରିଛି।ଅଗଷ୍ଟ ୨୨ରେ ବେଜିଂରେ ଆରମ୍ଭ ହୋଇଥିବା ଏହି ଗେମ୍ସର ଦ୍ୱିତୀୟ ସଂସ୍କରଣର ପ୍ରାରମ୍ଭିକ ହିଟ୍ରେ ତିଆଗଙ୍ଗ ଅଲଟ୍ରା ଏହି ସଫଳତା ପାଇଛି। ଏହି ରୋବଟ୍କୁ…

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ୱିକେଟକିପର-ବ୍ୟାଟର ରିଷଭ ପନ୍ତ ପଡ଼ିଆ ଛାଡ଼ିଛନ୍ତି। କଲମ୍ବୋରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଇନିଂସର ୫୮ତମ ଓଭରରେ ଶ୍ରୀଲଙ୍କା ବୋଲର ଲାହିରୁ କୁମାରାଙ୍କର ଗୋଟିଏ ସର୍ଟ ବଲ୍ ପନ୍ତଙ୍କ wristରେ ବାଜିଥିଲା। ପନ୍ତ ପୁଲ୍ ସଟ୍ ମାରିବାକୁ ଚେଷ୍ଟା କରୁଥିବା ବେଳେ ବଲଟି ଗ୍ଲୋଭସରେ ବାଜି ଥିଲା, ଫଳରେ ସେ ଆହାତ ହୋଇଥିଲେ । ଫିଜିଓ ପଡ଼ିଆକୁ ଆସି ବରଫ ଲଗାଇ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ…

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଚୀନ୍ ଗସ୍ତରେ ଯିବେ। ଅନୁମାନ କରାଯାଉଛି ସେ ସୋମବାର ଚୀନ୍ ରାଜଧାନୀ ବେଜିଂରେ ପହଞ୍ଚିବେ। ସେ ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ସ୍ୱତନ୍ତ୍ର ପ୍ରତିନିଧିଙ୍କ ୨୫ତମ ପର୍ଯ୍ୟାୟ ଆଲୋଚନା ଲାଗି ନିଜ ଚୀନ୍ ସମକକ୍ଷ ୱାଙ୍ଗ ୟୀଙ୍କୁ ଭେଟିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଧିକାରୀକ ସୂତ୍ର କହିଛନ୍ତି ଯେ ଏହି ଆଲୋଚନା ମଙ୍ଗଳବାର ଅନୁଷ୍ଠିତ ହେବ। ତେବେ ଏହି କଥାବାର୍ତ୍ତା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ…

ଢାକା: ବାଂଲାଦେଶରେ ଏକ ହିନ୍ଦୁ ପରିବାରକୁ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ହିନ୍ଦୁ ପରିବାରକୁ ଏମିତି ହତ୍ୟା କରାଯାଇଛି ଯେ ଖବର ଶୁଣିଲା ମାତ୍ରେ ଲୋମ ଟାଙ୍କୁରି ଉଠିବ। ଏହି ପରିବାରଟି ଏକ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାର ଥିଲା। ବାଂଲାଦେଶ ଗଣମାଧ୍ୟମ ଡେଲି ଷ୍ଟାର ରିପୋର୍ଟ ଅନୁସାରେ, ରଙ୍ଗପୁର ଜିଲ୍ଲା ସ୍କୁଲର ଅବସର ପ୍ରାପ୍ତ ସ୍କୁଲ ଶିକ୍ଷକ ୬୫ ବର୍ଷୀୟ ଗଣପତି ଚକ୍ରବର୍ତ୍ତୀ, ପ୍ରୀତିଲତା ଚକ୍ରବର୍ତ୍ତୀ(୫୦) ଏବଂ ୨୩ ବର୍ଷୀୟ ଝିଅ ଆଗାମୀ…

ୟୁପି : ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର । ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା । ମହିଳାମାନଙ୍କୁ ଆଉ ଦେବାକୁ ପଡ଼ିବନି ବସ୍ ଭଡ଼ା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କୁ ଏହି ବିଶେଷ ଉପହାର ଦେଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ମହିଳାଙ୍କ ସହ ଜଣେ ସହଯାତ୍ରୀ ମଧ୍ୟ ମାଗଣାରେ ଯାତ୍ରା କରିପାରିବେ। ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନ ମହିଳାମାନଙ୍କୁ ମିଳିବ ମାଗଣା ବସ ସେବା । ରାଜ୍ୟର ସମସ୍ତ ମା', ଭଉଣୀ ଓ…

ମୁମ୍ବାଇ : ବଲିଉଡର 'ହିରୋ ନମ୍ବର ୱାନ୍' ଗୋବିନ୍ଦା ଏବେ ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଲଗାତାର ଲାଇମଲାଇଟରେ ଅଛନ୍ତି। ବିଶେଷ କରି ପତ୍ନୀ ସୁନୀତା ଆହୁଜାଙ୍କ ସହ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି ବିଭିନ୍ନ ଗଣମାଧ୍ୟମରେ ଖବର ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ଏବେ ଅଭିନେତା ଗୋବିନ୍ଦାଙ୍କୁ ନେଇ ଆସିଛି ଏକ ଚିନ୍ତାଜନକ ଖବର । ଗତ କିଛି ଦିନ ହେବ ପତ୍ନୀ ସୁନୀତାଙ୍କ ସହ ତାଙ୍କ ସମ୍ପର୍କ ଭଲ ନଥିବା ବେଳେ ଏବେ ଗୋବିନ୍ଦାଙ୍କୁ ହସ୍ପିଟାଲ୍ ବାହାରେ ଦେଖିବାକୁ…

ଭୁବନେଶ୍ବର ୨୩।୮: MMDR ସଂଶୋଧିତ ବିଲ୍କୁ ନେଇ ଓଡ଼ିଶାରେ ରାଜନୈତିକ ବିବାଦ ତୀବ୍ର ହୋଇଛି । ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଲ୍କୁ ବିରୋଧ କରିବା ସହ ଆବଶ୍ୟକ ପଡ଼ିଲେ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛି । ବିଜେଡି ବିଧାୟକ କହିଛନ୍ତି,MMDR ସଂଶୋଧିତ ବିଲ ଯେବେ ପାରିତ ହେଲା, ସେତେବେଳେ ଚୁପ ରହିଲେ ଓଡ଼ିଶାର ବିଜେପି ସାଂସଦ । ଲୋକେ ଭୁଲିବେନି କାରଣ ଦିଲ୍ଲୀର ଓଡ଼ିଶାରକୁ ଆକ୍ରମଣ କରି ରକ୍ତାକ୍ତ କରାଗଲା ।ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ଖଣି ମାଲିକଙ୍କୁ ସୁହାଇବା ପାଇଁ…

ବ୍ରହ୍ମପୁର ୨୩।୦୮ : ସଦର ଥାନା ପୋଲିସକୁ ସଫଳତା । ହାଇଓ୍ୱେ ଲୁଟେରା ଗ୍ୟାଙ୍ଗର ପାଞ୍ଚ ଜଣଙ୍କୁ ବାନ୍ଧିଲା ପୋଲିସ । ବଉଳାଝୋଲି କେନାଲ ରାସ୍ତାରୁ ଏହି ଡକାୟତ ଗ୍ୟାଙ୍ଗକୁ ଧରିଛି ପୋଲିସ । ଖବର ଅନୁଯାୟୀ, ବଉଳାଝୋଲି କେନାଲ ରାସ୍ତାରେ ଜଣେ ଗାଡ଼ି ଚାଳଳଙ୍କୁ ଆକ୍ରମଣ କରି ଜବରଦସ୍ତି ଟଙ୍କା, ଫୋନ୍ ଏବଂ ଡିଜିଟାଲ ପେମେଣ୍ଟ ଜରିଆରେ ଲୁଟ୍ କରିଥିଲେ । କୁକୁଡ଼ାଖଣ୍ଡିର ଭୈରବ କୁମାର ସାହୁ କାଞ୍ଚୁରୁରୁ ଡେଙ୍ଗାପଦରକୁ ଭଡ଼ାରେ ଦୁଇଟି ବଳଦ ନେଇ ଆସୁଥିଲେ । ଏହି ସମୟରେ ୬ ଜଣ ଅଜ୍ଞାତ…

ପୁରୀ ୨୩।୦୮ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ ।ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ। ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଝୁଲଣ କୁଞ୍ଜକୁ ବିଜେ କରିବେ। ଶ୍ରୀମନ୍ଦିର ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣ କୁଞ୍ଜରେ ପ୍ରଭୁ ମଦନମୋହନ ପ୍ରାବୃଟ ରାସ କରିବେ। ଏହାକୁ…

ଲଣ୍ଡନ : ବିଶ୍ଵର ସବୁଠୁ ବୟସ୍କ ଜୀବିତ ବ୍ୟକ୍ତି ଏଥେଲ କ୍ୟାଟରହାମ୍ ୧୧୭ ବର୍ଷ ବୟସରେ ପଦାର୍ପଣ କରିଥିବା ବ୍ରିଟେନର ପ୍ରଥମ ବ୍ୟକ୍ତି ହୋଇଛନ୍ତି । ୨୧ ଅଗଷ୍ଟ ୧୯୦୯ ମସିହାରେ ଜନ୍ମିତ ଏଥେଲଙ୍କୁ ଲନ୍ଜିଭିକ୍ୱେଷ୍ଟ ୨୦୨୫ରେ ବିଶ୍ଵର ସବୁଠୁ ବୟସ୍କ ମହିଳା ଓ ସବୁଠୁ ବୟସ୍କ ବ୍ୟକ୍ତି ରୂପେ ନାମିତ କରିଥିଲା। ସେବେଠୁ ବିଶ୍ଵରେ ତାଙ୍କୁ ଖୁବ୍ ସମ୍ମାନ ମିଳୁଛି। ଦେଶର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ସହ ସାକ୍ଷାତ ଲାଗି କିଙ୍ଗ ଚାର୍ଲସ ୩ୟ ତାଙ୍କୁ ସ୍ବତନ୍ତ୍ର ଅତିଥି ରୂପେ ଆମନ୍ତ୍ରଣ କରିଥିଲେ। ଗତ…

ଗଞ୍ଜାମ, ୨୩/୦୮ : ପୋଲିସ ଇନ୍ସପେକ୍ଟରଙ୍କୁ ଗାଳିଗୁଲଜ ସହ ଧମକ ଦେବା ଅଭିଯୋଗରେ ଗୋପାଳପୁର ପୋଲିସ ବିଜେପିର ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୋମନାଥ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଗୋପାଳପୁର ଥାନା ଆଇଆଇ ଇସି ସତ୍ୟରଞ୍ଜନ ଲେଙ୍କା କହିଛନ୍ତି । ଆଇଆଇସିଙ୍କ ସୂଚନା ପ୍ରକାରେ, ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଶୁକ୍ରବାର ରଙ୍ଗେଇଲୁଣ୍ଡାରେ ଥିବା ଏକ ହୋଟେଲରେ ଚଢ଼ଉ…

କେନ୍ଦୁଝର, ୨୩/୦୮ : କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ବ୍ଲାକମେଲ୍ ମାମଲାରେ ଆସାମୀ ନନ୍ଦିପଦା ଥାନା ତମ୍ପାଳ ଗ୍ରାମର ମଦନ ମୋହନ ପାଣିଗ୍ରାହୀ (୨୬)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୩ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଯୁବକ ଅଧିକ ୫ବର୍ଷ ୬ ମାସ ଜେଲ୍ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି। କେନ୍ଦୁଝର ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାକୁ…

ମୁମ୍ବାଇ, ୨୩/୦୮ : ଗଣେଶ ପୂଜା ପୂର୍ବରୁ ଅଘଟଣ । ମହାରାଷ୍ଟ୍ରରେ ଗଣେଶ ପୂଜା ଉତ୍ସବ ପୂର୍ବରୁ ଏକ ବଡ଼ ଧରଣର ଅଘଟଣ ଘଟିଛି । ଯେଉଁଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଶନିବାର ରାତିରେ ଗଜାନନଙ୍କ ମୂର୍ତ୍ତି ଆଣିବା ବେଳେ ଭୂଲେଶ୍ୱର ଚା ରାଜା(ଗଣେଶ ମଣ୍ଡପର ନାଁ)ଙ୍କ ପ୍ରତିମା ପଡି ଯାଇଥିଲା । ଫଳରେ ବଡ ଦୁର୍ଘଟଣା ଘଟିଛି । ଏହାସହ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଅଛନ୍ତି । ଏଏନଆଇ ଅନୁସାରେ, ଶନିବାର ରାତି ୧୦ଟାରେ ଭୂଲେଶ୍ୱରର ବଳରାମ ମର୍ଚାଣ୍ଟ୍ ରୋଡରେ ଏହି…

ଭୁବନେଶ୍ୱର, ୨୩/୦୮ : ପୁଣି ଆସିଲାଣି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। । ଏହା ପ୍ରଭାବରେ ରବିବାରଠାରୁ ହିଁ ପ୍ରବଳ ବର୍ଷା ଢାଳିବ ଓଡ଼ିଶାରେ। ଲଗାଣ ବର୍ଷା ସମ୍ଭାବନା ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। Also Read :- Horoscope Today : ଅଗଷ୍ଟ ୨୩ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି…

ମେଷ- କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ ଏବଂ ଅଧୁରା କାମ ସମାପ୍ତ କରିବାର ସୁଯୋଗ ମିଳିବ। ଧନ ଆଗମନ ଭଲ ରହିପାରେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରରେ ସମନ୍ୱୟ ରହିବ। ନୂଆ ନିଷ୍ପତ୍ତି ନେବାବେଳେ ତରବର କରନ୍ତୁ ନାହିଁ। ବୃଷ- ଭାଗ୍ୟର ସହଯୋଗରେ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଗତି ହୋଇପାରେ। ବ୍ୟବସାୟରେ ନୂଆ ଯୋଗାଯୋଗ ଲାଭଦାୟକ ହେବ। ଅଟକିଥିବା ଟଙ୍କା ପାଇବାର ଆଶା ରହିଛି। ଯାତ୍ରା କିମ୍ବା ଦୂରସ୍ଥ ସମ୍ପର୍କରୁ ଲାଭ ମିଳିପାରେ। ମିଥୁନ- କାର୍ଯ୍ୟକ୍ଷେତ୍ରରେ ନୂଆ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାବେ ଜଣାଶୁଣା ବିସିସିଆଇକୁ ଏବେ ଘରୋଇ ମ୍ୟାଚଗୁଡ଼ିକ ପାଇଁ କୌଣସି ଟାଇଟଲ ସ୍ପୋନ୍ସର ମିଳୁନାହାନ୍ତି। ଟିମ୍ ଇଣ୍ଡିଆର ଲୋକପ୍ରିୟତା ସତ୍ତ୍ୱେ କୌଣସି ବଡ଼ ବ୍ରାଣ୍ଡ୍ ଆଗକୁ ନଆସିବା ପଛରେ ଏକ ବଡ଼ କାରଣ ରହିଛି। ବେସ୍ ପ୍ରାଇସ୍ ବୃଦ୍ଧି ସାଜିଛି ବାଧକ ମିଳିଥିବା ସୂଚନା ଅନୁସାରେ, ସ୍ପୋନ୍ସରସିପ୍ ଅଧିକାର ପାଇଁ ବିସିସିଆଇ ରଖିଥିବା…

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ଜଣେ ୩୧ ବର୍ଷୀୟ ଏମ୍.ଏସ୍ ସି ଫିଜିକ୍ସ ଛାତ୍ର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାଟି କ୍ୟାମ୍ପସରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। କିଷାନଗଡ଼ ପୋଲିସ ଷ୍ଟେସନକୁ ସକାଳ ୮:୩୩ ରେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ମିଳିଥିଲା। ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଜଣଙ୍କୁ କ୍ୟାମ୍ପସ ହସ୍ପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ,…

ଜୟପୁର: ଦିନ ଦ୍ବିପ୍ରହରରେ ଜୟପୁର ସହରର ଜାତୀୟ ରାଜପଥ ୨୬ ଉପରେ ଯୁବକଙ୍କୁ ଛୁରୀ ମାରି ହତ୍ୟା ଘଟଣା। ସମସ୍ତ ୫ ଅଭିଯୁକ୍ତଙ୍କୁ କାବୁ କଲା ଜୟପୁର ଟାଉନ ଥାନା ପୋଲିସ। ବଡ଼ କଥା ହେଲା ୫ ଜଣଙ୍କ ମଧ୍ୟରୁ ୨ ଅଭିଯୁକ୍ତ ନାବାଳକ। ଏମିତିରେ ୨ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ବେଳେ ଅନ୍ୟ ୩ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ୩ ଅଭିଯୁକ୍ତ ରଣ୍ଡାପାଲ୍ଲୀର ଜଗା ହରିଜନ, ଉମୁରୀ ଗାଁର ଦୀନେଶ କୁମାର ହରିଜନ ଓ ସୁଣ୍ଡିକେବିଡି ଗାଁର ଚନ୍ଦ୍ରକାନ୍ତ…

ନୂଆଦିଲ୍ଲୀ: ନୀତି ଆୟୋଗଙ୍କ ରିପୋର୍ଟରୁ ଆସିଛି ଚିନ୍ତାଜନକ ଖବର। ଭାରତରେ ୧୫ରୁ ୨୦ ବର୍ଷ ବୟସର ପ୍ରାୟ ୮.୭ କୋଟି ଯୁବକ ନା ପଢୁଛନ୍ତି ନା କୌଣସି ରୋଜଗାର କରୁଛନ୍ତି ନା କୌଣସି ପ୍ରକାରର ପ୍ରଶିକ୍ଷଣ ନେଉଛନ୍ତି। ଏମିତି ଯୁବକଙ୍କୁ NEET(Not in Education, Employment and Training) ଶ୍ରେଣୀରେ ରଖା ଯାଇଛି। ଏହି ରିପୋର୍ଟରେ ଆୟୋଗ ଏମିତି ଯୁବକମାନଙ୍କୁ ସ୍ଵରୋଜଗାର ସହ ଯୋଡ଼ିବା ଏବଂ ସ୍ଥାନୀୟ ଚାହିଦା ଅନୁସାରେ ପ୍ରଶିକ୍ଷଣ ଉପରେ ଗୁରୁତ୍ଵାରୋପ କରିଛନ୍ତି। ନୀତି ଆୟୋଗ…

ବଡ଼ବିଲ ୨୨।୮: ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ଫେଲ୍ । ରାତିରେ ଝରକା ତାଡ଼ି ବ୍ୟାଙ୍କରେ ଲୁଟ୍ ଉଦ୍ୟମ କରି ବିଫଳ ହେଲେ ଲୁଟେରା । ଟଙ୍କା କିମ୍ବା କୌଣସି ମୂଲ୍ୟବାନ ସାମଗ୍ରୀ ଲୁଟିବାରେ ବିଫଳ ହୋଇଛନ୍ତି ଲୁଟେରା । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଲୁଟ୍ ଉଦ୍ୟମ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ କଣ୍ଡରା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଲୁଟ୍ ଉଦ୍ୟମ ହୋଇଛି । ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ବ୍ୟାଙ୍କ୍ ପଛପଟେ ଥିବା ଝରକା ତାଡ଼ି…

ନୂଆଦିଲ୍ଲୀ: ବାଇଗଣ ଭର୍ତ୍ତା ଏବଂ ରୁଟି ଖାଇବା ପରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ୩ ଜଣ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ୯ ମାସର ଶିଶୁ କନ୍ୟା ମଧ୍ୟ ସାମିଲ ଅଛି। ପୋଲିସକୁ ନଜଣାଇ ଏବଂ ବ୍ୟବଚ୍ଛେଦ ନକରି ପରିବାର ଲୋକେ ମୃତଦେହଗୁଡ଼ିକୁ ପୋତି ଦେଇଥିବାରୁ ଏହି ଘଟଣାରେ ପୋଲିସ ସନ୍ଦେହ ପ୍ରକାଶ କରି ତଦନ୍ତ ଆରମ୍ଭ କରିଛି। ମୃତକମାନେ ହେଲେ ଛତରପୁର ଜିଲ୍ଲା ପିପୋରା ଖୁର୍ଦ୍ଦ ଗ୍ରାମର ବାଲମୁକୁନ୍ଦ କୁଶୱାହାଙ୍କ ତିନି ଝିଅ - ୭ ବର୍ଷୀୟା ପୁନମ୍, ୩ ବର୍ଷୀୟା…

ନୂଆଦିଲ୍ଲୀ: ବ୍ରିଟେନ ପାଣିପାଗ ବିଭାଗ (ମେଟ୍ ଅଫିସ) ଚଳିତବର୍ଷର ଏଲ ନିନୋକୁ ଗତ ୧୦୦ ବର୍ଷର ସବୁଠୁ ଶକ୍ତିଶାଳୀ ଓ ବିନାଶକାରୀ ବୋଲି ସତର୍କ କରିଛି। ଏଥିରେ ପ୍ରଶାନ୍ତ ମହାସାଗର ପୃଷ୍ଠ ତାପମାତ୍ରା ସ୍ୱଭାବିକରୁ ୩ ଡିଗ୍ରି ସେଲସିୟସ ଅଧିକ ରହିବ ବୋଲି ଅନୁମାନ କରାଯାଉଛି, ଯାହା ଆଧୁନିକ ଜଳବାୟୁ ରେକର୍ଡରେ ଏପର୍ଯ୍ୟନ୍ତର ସବୁଠୁ ଉଚ୍ଚତମ ସ୍ତର । ଏଣୁ ପାଣିପାଗ ବୈଜ୍ଞାନିକମାନେ ୨୦୨୭ ବର୍ଷକୁ ବୈଶ୍ୱିକ ସ୍ତରରେ ସବୁଠୁ ଉଷ୍ମ ବର୍ଷ ହୋଇ ପାରେ ବୋଲି ଆକଳନ କରିଥିବା ବେଳେ ୨୦୨୪ ରେକର୍ଡକୁ ବି…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଦ୍ରୁତ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ମ୍ୟାଚର ପ୍ରଥମ ଦିନରେ ହିଁ ୧୮ଟି ଓ୍ଵିକେଟ୍ ପତନ ଘଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ମ୍ୟାଚର ପରିଣାମ ବହୁତ ଶୀଘ୍ର ବାହାରିବ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ଘାତକ ବୋଲିଂ କରି ବାଂଲାଦେଶ ବ୍ୟାଟରଙ୍କୁ କ୍ରିଜରେ ଜମିବାକୁ ଦେଇ ନ ଥିଲେ। ସେ ଘାତକ ବୋଲିଂ କରି ୬ ଓ୍ଵିକେଟ୍ ନେବା ସହ ୬୪ ରନରେ ବାଂଲାଦେଶ ଇନିଂସ ସୀମିତ ରଖିଥିଲେ। ଜବାବରେ…

ମୁମ୍ବାଇ: ସାରାଭାଇ ଭର୍ସେସ ସାରାଭାଇ ଧାରାବାହିକରେ ରୋଶେଶ ଭୂମିକାରେ ଲୋକପ୍ରିୟ ହୋଇଥିବା ରାଜେଶ କୁମାର ୨୦୧୭ ମସିହାରେ ଅଭିନୟ ଜଗତ ଛାଡ଼ି ନିଜ ଘର ବିହାରର ଗୟାକୁ ଫେରିଥିଲେ। ସେଠାରେ ସେ କୃଷି କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ପ୍ରୟାସ ପାଞ୍ଚ ବର୍ଷ ଧରି ଚାଲିଥିଲା ଏବଂ ଶେଷରେ ସେ ପ୍ରାୟ ୨ କୋଟି ଟଙ୍କା ଋଣରେ ବୁଡ଼ି ଯାଇଥିଲେ । ସଦଗୁରୁଙ୍କ ସହ ଆଲୋଚନା ପରେ ରାଜେଶଙ୍କ କୃଷି ପ୍ରତି ଆଗ୍ରହ ବଢ଼ିଥିଲା। ପ୍ରଥମେ ସେ ସଦଗୁରୁଙ୍କ ଶିକ୍ଷା ପ୍ରତି ସମ୍ପୂର୍ଣ୍ଣ ବିଶ୍ୱାସ କରିନଥିଲେ, ମାତ୍ର…

ରାୟଗଡ଼ା ୨୨।୮: ଚୋରି ସୁନାକୁ ଠିକଣାରେ ଲଗାଇବାକୁ ନୂଆ ତରିକା । ସୁନା ଚୋରି କରି କ୍ୟାସ୍ ରେ କନଭର୍ଟ କରିବାକୁ ନୂଆ ଫଣ୍ଡା ଆପଣାଇଛନ୍ତି ଲୁଟେରା । ସୁନାକୁ ତରଳାଇବା ପରେ ବିଭିନ୍ନ ଗୋଲ୍ଡ ଲୋନ୍ ବ୍ୟାଙ୍କରେ ବନ୍ଧକ ରଖି ଲୋନ୍ ନେଉଛନ୍ତି ଲୁଟେରା । ଏମିତି ଏକ ସିଣ୍ଡିକେଟ୍ ଧରାପଡିବା ପରେ ପୂରା କାରନାମାର ପର୍ଦ୍ଦାଫାସ କରିଛି ରାୟଗଡା ପୋଲିସ । ଗତ କିଛି ଦିନ ତଳେ ବିଭିନ୍ନ ଥାନା ଅଞ୍ଚଳରୁ ୧୨ ଜଣ ଲୁଟେରାଙ୍କୁ ଗିରଫ କରିଥିଲା । ଏହା ପରେ ସେମାନଙ୍କୁ ପଚରାଉଚରା ପରେ ଚାଞ୍ଚଲ୍ୟକର ତଥ୍ୟ…

ଭୋପାଳ: ମଧ୍ୟପ୍ରଦେଶର ଜଣେ ମହିଳା ଡିଏସପି ନେହା ପଚିସିଆଙ୍କ ଜୀବନରେ ଆସିଛି ଏକ ନାଟକୀୟ ମୋଡ଼। ଅଧିକାରର ଅପବ୍ୟବହାର, ଜବରଦସ୍ତ ଜମି ହଡ଼ପ ଏବଂ ଚାନ୍ଦା ଆଦାୟ ଅଭିଯୋଗରେ ତାଙ୍କୁ ସରକାର ନିଲମ୍ବିତ କରିଛନ୍ତି ।ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ବାସିନ୍ଦା ନେହା ପଚିସିଆ ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ ଏଭିଏସନ କ୍ଷେତ୍ରରେ ଯୋଗ ଦେଇଥିଲେ ଏବଂ ଏୟାର ଇଣ୍ଡିଆରେ କ୍ୟାବିନ୍ କ୍ରୁ ଭାବେ କାର୍ଯ୍ୟ କରୁଥିଲେ। ପରେ ସେ କ୍ୟାରିୟର ବଦଳାଇ ମଧ୍ୟପ୍ରଦେଶ ଲୋକସେବା ଆୟୋଗ (MPPSC) ପରୀକ୍ଷା…

କୋରାପୁଟ ୨୨।୮: କୋରାପୁଟ ପାଇନ୍ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଗିରଫ ହେଲେ ସମସ୍ତ ଅଭିଯୁକ୍ତ । ପୂର୍ବରୁ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋରାପୁଟ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ଟାଉନ୍ ଥାନା ଅଞ୍ଚଳର ବରୁଣ ହିଆଲ, ସଦର ଅଞ୍ଚଳର ସନ୍ୟାସୀ ଗମାଙ୍ଗୋ ଓ ନବରଙ୍ଗପୁର ଅଞ୍ଚଳର ସୁରେନ୍ଦ୍ର ହରିଜନ । Also Read:- ରାକ୍ଷୀ ପୂର୍ବରୁ ମିଠା ବଜାରକୁ ଲାଗିପାରେ ଝଟ୍ କା, ଚିନି ଦର ବଢ଼ିବାରୁ ଦର…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ ବକ୍ସର ଜୋଲାନି ଟେଟେ (Zolani Tete) ଙ୍କୁ ନିଜ ଘର ଆଗରେ ଗୁଳି କରି ହତ୍ୟା କରାଯାଇଛି। ୩୮ ବର୍ଷୀୟ ଏହି ବିଶ୍ୱ ବିଜେତା ଖେଳାଳିଙ୍କ ନିଧନ ଖେଳ ଜଗତରେ ଏକ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ଦକ୍ଷିଣ ଆଫ୍ରିକାର ଇଷ୍ଟର୍ଣ୍ଣ କେପ୍ ସ୍ଥିତ ମଡାଣ୍ଟସାନେ ନିକଟରେ ଥିବା ନିଜ ବାସଭବନକୁ ଫେରୁଥିଲେ ଜୋଲାନି। ଗାଡ଼ି ଭିତରେ ବସି ସେ ଘରର ମୁଖ୍ୟ ଫାଟକ ଖୋଲିବାକୁ ଅପେକ୍ଷା କରିଥିବା ସମୟରେ, ମୁଖାପିନ୍ଧା ଦୁଇଜଣ ସଶସ୍ତ୍ର ଆତତାୟୀ…