RSS Amplifier

News source

OdiaBarta.in

24x7News&Views

odiabarta.inSource feed ↗76 articles

Overdue Last read · last published · next check
Last read 2 hours ago, longer than this feed's 1 hour schedule.

Latest articles

୧୧୧ତମ ବାଘାଯତୀନ ଶହୀଦ ଦିବସ ପାଇଁ ପ୍ରସ୍ତୁତି ବୈଠକ

ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଗରିମାମୟ କରିବା ଉପରେ ହେଲା ଆଲୋଚନା ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମହାନ ବିପ୍ଳବୀ ବାଘାଯତୀନଙ୍କ ୧୧୧ତମ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ନେଇ ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ… The post ୧୧୧ତମ ବାଘାଯତୀନ ଶହୀଦ ଦିବସ ପାଇଁ ପ୍ରସ୍ତୁତି ବୈଠକ appeared first on OdiaBarta.in .

ଘରୋଇ ହିଂସାରୁ ମହିଳା ସୁରକ୍ଷା ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

ତୃଣମୂଳସ୍ତରରେ ଆଇନ ସଚେତନତା ପହଞ୍ଚାଇବାକୁ ଆହ୍ୱାନ ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ, ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ତୃଣମୂଳସ୍ତରରେ ଆଇନର ପ୍ରଭାବୀ କାର୍ଯ୍ୟକାରିତା ନେଇ ‘ଘରୋଇ ହିଂସାରୁ… The post ଘରୋଇ ହିଂସାରୁ ମହିଳା ସୁରକ୍ଷା ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ appeared first on OdiaBarta.in .

ଲାଞ୍ଜିଗଡସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ପ୍ରାକୃତିକ ପରିବେଶ ମଧ୍ୟରେ ଭାରତର ମହାନ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ “ଜାତୀୟ କ୍ରୀଡା ଦିବସ” ରୂପେ ପାଳିତ ହୋଇଯାଇଛି ।ଏହି ମହୋତ୍ସବର ମୁଖ୍ୟ… The post ଲାଞ୍ଜିଗଡସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ appeared first on OdiaBarta.in .

ରାତି ଅଧରେ ଚାଲିଛି ‘ଆମ ହସ୍ପିଟାଲ ଯୋଜନା’ କାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାରଙ୍କ ଆମ ହସ୍ପିଟାଲ ଯୋଜନାର କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭିତ୍ତିଭୂମିର ବିକାଶ ତଥା ରୁପାନ୍ତରୀତ କାର୍ଯ୍ୟ ଜାରି ରହିଛି। ହେଲେ ଏହି ବିକାଶମୂଳକ କାର୍ଯ୍ୟରେ ଆରମ୍ଭ ନିମ୍ନମାନର ହେଉଥିବା ସ୍ଥାନୀୟ ଲୋକେ… The post ରାତି ଅଧରେ ଚାଲିଛି ‘ଆମ ହସ୍ପିଟାଲ ଯୋଜନା’ କାର୍ଯ୍ୟ appeared first on OdiaBarta.in .

ଧାନ ବିକ୍ରୀ ପଞ୍ଜିକରଣ ଅବଧି ବଢ଼ାଇବାକୁ ସମାଜବାଦୀ ପାର୍ଟିର ଦାବି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟ ସାରା ଚାଲିଛି ଖରିଫ ଧାନ ବିକ୍ରୀ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା। କୃଷି ସମବାୟ ସମିତି ମାନଙ୍କରେ ପଞ୍ଜିକରଣ ପାଇଁ ଚାଷୀମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ନେଟ୍ ପ୍ରୋବ୍ଲେମ ପାଇଁ ଦିନକୁ ଅତି ଅଳ୍ପ… The post ଧାନ ବିକ୍ରୀ ପଞ୍ଜିକରଣ ଅବଧି ବଢ଼ାଇବାକୁ ସମାଜବାଦୀ ପାର୍ଟିର ଦାବି appeared first on OdiaBarta.in .

ବେହେରା କଲେଜରେ ନିଶାମୁକ୍ତ ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଲଖିରାମ ଅଗ୍ରଓ୍ବାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେରା ଠାରେ କୋକସରା ଥାନାଧିକାରୀ ଡମ୍ବରୁଧର ବତରିଆଙ୍କ ତତ୍ତ୍ଵାବଧାନରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯୁବାବସ୍ଥା ହେଉଛି ଜୀବନର ସ୍ୱପ୍ନ ଦେଖିବା ଓ ସେହି ସ୍ୱପ୍ନକୁ… The post ବେହେରା କଲେଜରେ ନିଶାମୁକ୍ତ ଅଭିଯାନ appeared first on OdiaBarta.in .

ଉତ୍କଳ ଶିଳ୍ପ ବଣିକ ସଂଘର ନବୀକୃତ ରିକ୍ରିଏସନ୍ କ୍ଲବ ଉଦ୍‌ଘାଟନ ଅବସରରେ ଉନ୍ମୋଚିତ ହେଲା ଦୁଇଟି ପୁସ୍ତକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାଜ୍ୟର ସର୍ବବୃହତ୍ ଶିଳ୍ପ ସଂଗଠନ ଉତ୍କଳ ଶିଳ୍ପ ବଣିକ ସଂଘ ଲିମିଟେଡ୍ (ୟୁସିସିଆଇଏଲ୍) ପକ୍ଷରୁ ଏହାର ନବୀକୃତ ‘ରିକ୍ରିଏସନ୍ କ୍ଲବ’ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ୟୁସିସିଆଇଏଲ୍‌ର ‘ବି୨ବି ଫୋରମ୍’ ପକ୍ଷରୁ ପ୍ରସ୍ତୁତ… The post ଉତ୍କଳ ଶିଳ୍ପ ବଣିକ ସଂଘର ନବୀକୃତ ରିକ୍ରିଏସନ୍ କ୍ଲବ ଉଦ୍‌ଘାଟନ ଅବସରରେ ଉନ୍ମୋଚିତ ହେଲା ଦୁଇଟି ପୁସ୍ତକ appeared first on OdiaBarta.in .

ଘୋଷିତ ହେଲା ବିଜେଡିର ବାଲେଶ୍ଵର ଟାଉନ କମିଟି: ଦଳକୁ ଅଧିକ ସଶକ୍ତ କରିବାକୁ ଆହ୍ୱାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ନିକଟରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ବାଲେଶ୍ଵର ଟାଉନ କମିଟି ଘୋଷଣା କରିଛନ୍ତି। ଏଥିରେ ୪ ଜଣ ଉପସଭାପତି, ଜଣେ ସାଧାରଣ ସମ୍ପାଦକ, ୬ ଜଣ ସମ୍ପାଦକ… The post ଘୋଷିତ ହେଲା ବିଜେଡିର ବାଲେଶ୍ଵର ଟାଉନ କମିଟି: ଦଳକୁ ଅଧିକ ସଶକ୍ତ କରିବାକୁ ଆହ୍ୱାନ appeared first on OdiaBarta.in .

ରେଳ ମଦଦ୍‌ ପୋର୍ଟାଲ ସହଯୋଗରେ ହଜିଥିବା ଲଗେଜ୍ ଉଦ୍ଧାର କରି ଯାତ୍ରୀଙ୍କୁ ଫେରାଇବା ବ୍ୟବସ୍ଥା କଲା ରେଳବାଇ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ରେଳ ମଦଦ୍ ପୋର୍ଟାଲ୍‌ରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଖଡ଼ଗପୁର ଡିଭିଜନ୍‌ର ବାଣିଜ୍ୟ ବିଭାଗ ଜଣେ ଯାତ୍ରୀଙ୍କ ହଜି ଯାଇଥିବା ଲଗେଜ୍ ଉଦ୍ଧାର କରିବା ସହ ତାହାକୁ… The post ରେଳ ମଦଦ୍‌ ପୋର୍ଟାଲ ସହଯୋଗରେ ହଜିଥିବା ଲଗେଜ୍ ଉଦ୍ଧାର କରି ଯାତ୍ରୀଙ୍କୁ ଫେରାଇବା ବ୍ୟବସ୍ଥା କଲା ରେଳବାଇ appeared first on OdiaBarta.in .

ବାଲେଶ୍ୱର ରେଳ ଷ୍ଟେସନରୁ ମୋବାଇଲ୍ ଛିନତାଇ କରୁଥିବା ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଯାତ୍ରୀଙ୍କ ସାମଗ୍ରୀ ଚୋରି ଓ ଛିନତାଇ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ବେଳେ ରେଳ ସୁରକ୍ଷା ବଳ (ଆରପିଏଫ୍) ଓ ସରକାରୀ ରେଳବାଇ ପୁଲିସ (ଜିଆରପି)ର ମିଳିତ ଉଦ୍ୟମରେ ବାଲେଶ୍ୱର ରେଳ ଷ୍ଟେସନରୁ… The post ବାଲେଶ୍ୱର ରେଳ ଷ୍ଟେସନରୁ ମୋବାଇଲ୍ ଛିନତାଇ କରୁଥିବା ଅଭିଯୁକ୍ତ ଗିରଫ appeared first on OdiaBarta.in .

କବିପୁତ୍ର ଭଗବାନ ମେହେର ସମ୍ମାନରେ ସମ୍ମାନୀତ ହେଲେ ଯୁବ ସାହିତ୍ୟିକ ବ୍ରଜମୋହନ ମେହେର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର ପ୍ରତିଷ୍ଠାନ ମିଳିତ ଭାବରେ ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ଠାରେ ଆୟୋଜିତ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଯୁବ ସାହିତ୍ୟିକ ବ୍ରଜମୋହନ ମେହେର… The post କବିପୁତ୍ର ଭଗବାନ ମେହେର ସମ୍ମାନରେ ସମ୍ମାନୀତ ହେଲେ ଯୁବ ସାହିତ୍ୟିକ ବ୍ରଜମୋହନ ମେହେର appeared first on OdiaBarta.in .

ଦିନକୁ ଦିନ ବଢି ଚାଲିଛି କରଡିର ଚାହିଦା: ସଙ୍କଟରେ ବାଉଁଶ କାରିଗରୀଙ୍କ ଜୀବନ ଜୀବିକା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସଭ୍ୟତା ଯେତେ ଯେତେ ଉନ୍ନତି କରୁଛି ସଭ୍ୟ ସମାଜ ପ୍ରାକୃତିକ ଖାଦ୍ୟ ପେୟ ପ୍ରତି ସେତେ ଆକୃଷ୍ଟ ହେବାରେ ଲାଗିଛି। ହର୍ବାଲ ଜିନିଷ ପ୍ରତି ଏବେ ମାନବ ସମାଜ ବେସ୍ ସଚେତନ। ପ୍ରକୃତି ଦତ୍ତ… The post ଦିନକୁ ଦିନ ବଢି ଚାଲିଛି କରଡିର ଚାହିଦା: ସଙ୍କଟରେ ବାଉଁଶ କାରିଗରୀଙ୍କ ଜୀବନ ଜୀବିକା appeared first on OdiaBarta.in .

ରାସାୟନିକ ଦୁର୍ଘଟଣା ମୁକାବିଲା ପାଇଁ ବାଲେଶ୍ୱରରେ ଜିଲ୍ଲା ଆପାତକାଳୀନ ବୈଠକ

ଓଡ଼ିଆ ବାର୍ତ୍ତା, ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାସାୟନିକ ଦୁର୍ଘଟଣା ଭଳି ଆପାତକାଳୀନ ପରିସ୍ଥିତିର ପ୍ରଭାବଶାଳୀ ମୁକାବିଲା ଏବଂ ଜିଲ୍ଲାର ଆପାତକାଳୀନ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ନେଇ ବାଲେଶ୍ୱର କଲେକ୍ଟରେଟ୍‌ର ସମ୍ମିଳନୀ କକ୍ଷରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।… The post ରାସାୟନିକ ଦୁର୍ଘଟଣା ମୁକାବିଲା ପାଇଁ ବାଲେଶ୍ୱରରେ ଜିଲ୍ଲା ଆପାତକାଳୀନ ବୈଠକ appeared first on OdiaBarta.in .

ରାକ୍ଷୀ ପୂର୍ଣ୍ଣିମାରେ ବାଲେଶ୍ୱରରେ ପାଳିତ ହେଲା ‘ସୁଭଦ୍ରା’ର ଉତ୍ସବ : ମହିଳା ସଶକ୍ତିକରଣର ସନ୍ଦେଶ ଦେଲା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ସଶକ୍ତିକରଣର ପ୍ରମୁଖ ପଦକ୍ଷେପ ସ୍ଵରୂପ ‘ସୁଭଦ୍ରା’ ଯୋଜନାକୁ ନେଇ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ସ୍ମୃତି… The post ରାକ୍ଷୀ ପୂର୍ଣ୍ଣିମାରେ ବାଲେଶ୍ୱରରେ ପାଳିତ ହେଲା ‘ସୁଭଦ୍ରା’ର ଉତ୍ସବ : ମହିଳା ସଶକ୍ତିକରଣର ସନ୍ଦେଶ ଦେଲା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ appeared first on OdiaBarta.in .

ନୀଳରକ୍ତ କଙ୍କଡ଼ାର ସୁରକ୍ଷା ନିମନ୍ତେ ପାଳିତ ହେଲା ୧୦ମ ରକ୍ଷାବନ୍ଧନ ଉତ୍ସବ

ଗ୍ରାମବାସୀଙ୍କୁ ମହିଳାମାନେ ବାନ୍ଧିଲେ ନୀଳରକ୍ତ କଙ୍କଡ଼ା ମୁଦ୍ରିତ ରାକ୍ଷୀ ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ବାଲେଶ୍ୱର ସଦର ବ୍ଲକର ଦୁବଲାଗଡିରେ ନୀଳରକ୍ତ କଙ୍କଡ଼ା ମୁଦ୍ରିତ ରାକ୍ଷୀ ଗ୍ରାମବାସୀଙ୍କୁ ମହିଳାମାନେ ବାନ୍ଧି ନୀଳରକ୍ତ… The post ନୀଳରକ୍ତ କଙ୍କଡ଼ାର ସୁରକ୍ଷା ନିମନ୍ତେ ପାଳିତ ହେଲା ୧୦ମ ରକ୍ଷାବନ୍ଧନ ଉତ୍ସବ appeared first on OdiaBarta.in .

ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ

କ୍ରାନ୍ତିକ୍ଷେତ୍ର/ ସୁବର୍ଣ୍ଣପୁର: ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ… The post ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ appeared first on OdiaBarta.in .

ବେଆଇନ ମଦ ବୋଝେଇ ପିକପ ଭେନକୁ ମାଡି ବସିଲା ନର୍ଲା ପୋଲିସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତି ପ୍ରାୟ ୧୧ ଘଣ୍ଟା ସମୟରେ ନର୍ଲା ଥାନା ଅଧିନସ୍ଥ ବାଗପୁର ଗ୍ରାମ ପଞ୍ଚାୟତର ଜାମପଡା ନିକଟରେ ଏକ ବିଦେଶୀ ମଦ ବୋଝେଇ ପିକପ… The post ବେଆଇନ ମଦ ବୋଝେଇ ପିକପ ଭେନକୁ ମାଡି ବସିଲା ନର୍ଲା ପୋଲିସ appeared first on OdiaBarta.in .

ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ୧୩ତମ ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ୧୩ତମ ସାଧାରଣ ବୈଠକ ବିଶ୍ୱନାଥପୁରସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଆୟୋଜିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଡିଓ ଶଶାଙ୍କ ପାତ୍ର ସ୍ୱାଗତ… The post ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ୧୩ତମ ସାଧାରଣ ବୈଠକ appeared first on OdiaBarta.in .

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲପିଜି ଗ୍ୟାସ ଟ୍ୟାଙ୍କର : ଘଟଣାସ୍ଥଳରେ ପ୍ରଶାସନ ଓ ଅଗ୍ନିଶମ ବାହିନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିଗୁଡ଼ା ରାସ୍ତାର ବଞ୍ଜାରୀ ଘାଟିରେ ପୁଣି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏକ ଜ୍ୱଳନଶୀଳ ଏଲପିଜି… The post ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲପିଜି ଗ୍ୟାସ ଟ୍ୟାଙ୍କର : ଘଟଣାସ୍ଥଳରେ ପ୍ରଶାସନ ଓ ଅଗ୍ନିଶମ ବାହିନୀ appeared first on OdiaBarta.in .

ଏକଲ ଅଭିଯାନର ବଲାଙ୍ଗିର ଜିଲ୍ଲା ସଂଯୋଜକଙ୍କ ଦେହାନ୍ତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ଏକଲ ବିଦ୍ୟାଳୟ ଅଭିଯାନର ବଲାଙ୍ଗିର ଜିଲ୍ଲା ସଂଯୋଜକ ବିଭୀଷଣ ରଣା (୫୦)ଙ୍କ ଦେହାନ୍ତ ହୋଇଯାଇଛି | ଶ୍ରୀ ରଣାଙ୍କ ନିଜ ଗ୍ରାମ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୁଲିଆଡୁଙ୍ଗୁରି ଗାଁ | ସେ ବଲାଙ୍ଗୀର ସହରର… The post ଏକଲ ଅଭିଯାନର ବଲାଙ୍ଗିର ଜିଲ୍ଲା ସଂଯୋଜକଙ୍କ ଦେହାନ୍ତ appeared first on OdiaBarta.in .

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ ହାଇଦ୍ରାବାଦ ସହରକୁ ଯାଇଥିଲେ। ତେବେ ସେ ଘରକୁ ଫେରିବା ସମୟରେ ନିଖୋଜ ହୋଇଥିବା… The post ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ appeared first on OdiaBarta.in .

ବିଜେପି ନେତା କୋଣ୍ଡାବାବୁଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ବିଜେପିର ନେତା ତଥା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ୱାଇ ଭେଙ୍କଟେଶ୍ବର ରାଓ (କୋଣ୍ଡାବାବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି କୋଣ୍ଡାବାବୁ ଆଜି ରାତିରେ ଘରେ ଖାଇ ସାରିବା ପରେ ଛାତ… The post ବିଜେପି ନେତା କୋଣ୍ଡାବାବୁଙ୍କ ପରଲୋକ appeared first on OdiaBarta.in .

ଅଲେଖ ମହିମା ଚଉଦ୍ବାର ଆଶ୍ରମରେ ପାଳିତ ହେଲା ନୂଆଖାଇ ପର୍ବ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ସ୍ବର୍ଗତ ସାଧୁ ଗୋବର୍ଦ୍ଧନ ଦାସଙ୍କ ଦ୍ବାରା ସ୍ଥାପିତ ଅଲେଖ ମହିମା ଚଉଦ୍ବାର ଆଶ୍ରମରେ ନୂଆଖାଇ ବହୁତ ଧୁମଧାମରେ ପାଳିତ ହୋଇଯାଇଛି । ଏଥିପାଇଁ ପ୍ରଥମେ ଗୁରୁବାର ଦିନ ସଂନ୍ଧ୍ୟାରେ… The post ଅଲେଖ ମହିମା ଚଉଦ୍ବାର ଆଶ୍ରମରେ ପାଳିତ ହେଲା ନୂଆଖାଇ ପର୍ବ appeared first on OdiaBarta.in .

ନିଲଜି ମହିମା ଆଶ୍ରମରେ ପାଳିତ ହେଲା ନବାନ୍ନ ଉତ୍ସବ

ଓଡ଼ିଆ ବାର୍ତ୍ତା/ ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଳକ ନିଲଜି ସ୍ଥିତ ମହିମା ଆଶ୍ରମରେ ଶୁକ୍ରବାର ନବାନ୍ନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ଅଖଣ୍ଡ ବ୍ରହ୍ମ ଧୁନି ପ୍ରଜ୍ବଳନ, ଭଜନ କୀର୍ତ୍ତନ ଆୟୋଜିତ ହୋଇଥିଲା। ପ୍ରଭୁଙ୍କୁ… The post ନିଲଜି ମହିମା ଆଶ୍ରମରେ ପାଳିତ ହେଲା ନବାନ୍ନ ଉତ୍ସବ appeared first on OdiaBarta.in .

ଲେଖିକା ଛବିରାଣୀ ପତି ପାଇଲେ ‘ସାରସ୍ବତ ସାଧିକା ସମ୍ମାନ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜାଡ଼ିମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ପବିତ୍ର ରକ୍ଷା ବନ୍ଧନ ମହୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ କଟକ ଚୌଧୁରୀବଜାରସ୍ଥିତ ଗୋପାଳଜୀଉ ମଠ ମଣ୍ଡପ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁନାମଧନ୍ୟା… The post ଲେଖିକା ଛବିରାଣୀ ପତି ପାଇଲେ ‘ସାରସ୍ବତ ସାଧିକା ସମ୍ମାନ’ appeared first on OdiaBarta.in .

ଲୁହା ଝରକା ଆରପାରିରେ ରାଖୀର ଡୋରି

କୋରାପୁଟ ଜେଲରେ ଭାଇ-ଭଉଣୀର ଭାବପୂର୍ଣ୍ଣ ମିଳନ ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଜେଲର ଚାରିକାନ୍ଥ ଭିତରେ ବି ହାରିଲାନି ଭାଇ-ଭଉଣୀର ସ୍ନେହ। ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜେଲ ପରିସରରେ ଦେଖିବାକୁ ମିଳିଥିଲା ଭାବବିହ୍ୱଳ କରିଦେବା ଭଳି ଦୃଶ୍ୟ।… The post ଲୁହା ଝରକା ଆରପାରିରେ ରାଖୀର ଡୋରି appeared first on OdiaBarta.in .

ମୀନଗୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀର ମୃତ୍ୟୁ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ କଲମପୁର ଥାନା ମୀନଗୁର ବଡ କୁଟୁ ଆର.ଡି ରାସ୍ତାର ମୀନଗୁ ର ନିକଟରେ ଘଟିଛି ଏକ ମର୍ମଦ ସଡକ ଦୁର୍ଘଟଣା। ଏକ ବାଲି ବୋଝେଇ ଟ୍ରାକ୍ଟର… The post ମୀନଗୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀର ମୃତ୍ୟୁ appeared first on OdiaBarta.in .

ରାକ୍ଷୀ ପୂର୍ଣ୍ଣିମାରେ ଚଳଚଞ୍ଚଳ ନର୍ଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରକ୍ଷା ବନ୍ଧନ ଉତ୍ସବ କୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ପୂର୍ଣ୍ଣିମା ତିଥି ପଡୁଥିବାରୁ ଦୁଇଦିନ ଧରି ରକ୍ଷା ବନ୍ଧନ ଉତ୍ସବ… The post ରାକ୍ଷୀ ପୂର୍ଣ୍ଣିମାରେ ଚଳଚଞ୍ଚଳ ନର୍ଲା appeared first on OdiaBarta.in .

ପରିବାର କଳହରୁ ବିଷ ଖାଇ ଆତ୍ମହତ୍ୟା କଲା ସ୍ତ୍ରୀ; ସ୍ୱାମୀ ଗିରଫ ହୋଇ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷଖାଇ ଆତ୍ମହତ୍ୟା କରିଥିବା ବେଳେ ସ୍ତ୍ରୀକୁ ଅତ୍ୟଧିକ ଅତ୍ୟାଚାର ଅଭିଯୋଗ ନେଇ ସ୍ୱାମୀ ଗିରଫ ହୋଇ କୋର୍ଟ… The post ପରିବାର କଳହରୁ ବିଷ ଖାଇ ଆତ୍ମହତ୍ୟା କଲା ସ୍ତ୍ରୀ; ସ୍ୱାମୀ ଗିରଫ ହୋଇ କୋର୍ଟ ଚାଲାଣ appeared first on OdiaBarta.in .

ନର୍ଲା ଗୁରୁକୁଳ ନର୍ସିଂ କଲେଜ ରେ ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ବ୍ରତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୁରୁକୂଳ ନର୍ସିଂ କଲେଜ ରେ ରକ୍ଷା ବନ୍ଧନ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ପୂର୍ବାହ୍ନ ୯ ଘଣ୍ଟା ସମୟରେ କଲେଜ ର ପରିଚାଳନା ନିର୍ଦ୍ଦେଶକ ଆଶିଷ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ରକ୍ଷା… The post ନର୍ଲା ଗୁରୁକୁଳ ନର୍ସିଂ କଲେଜ ରେ ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ବ୍ରତ appeared first on OdiaBarta.in .

ଆଶାକର୍ମୀଙ୍କ ୪ମାସର ଦରମା ଟଙ୍କା ଓ ଭତା ମିଳିନଥିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଧାରଣା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମଲଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶା କର୍ମୀ ଙ୍କ ଦରମା ଓ ଭତ୍ତା ସହ ନିଜ ନାର୍ଯ୍ୟ ଦାବି ହାସଲ ପାଇଁ ଆନ୍ଦୋଳନ କରିଥିଲେ |ପ୍ରାପ୍ତ ସୂଚନାରୁ ଜଣା… The post ଆଶାକର୍ମୀଙ୍କ ୪ମାସର ଦରମା ଟଙ୍କା ଓ ଭତା ମିଳିନଥିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଧାରଣା appeared first on OdiaBarta.in .

ପାଣ୍ଡିଆ ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ହିତାଧିକାରୀଙ୍କୁ ରାସନ କାର୍ଡ ଓ ଭତ୍ତା ବଣ୍ଟନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଆ ପଞ୍ଚାଯତଠାରେ ମହିଳା ସରପଞ୍ଚ ସବିତା ସେଠୀ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ବୈଦ୍ୟ ଙ୍କ ମିଳିତ ସଂଯୋଜନା ରେ ଆଯୋଜିତ ଏକ ଭତ୍ତା ବଣ୍ଟନ… The post ପାଣ୍ଡିଆ ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ହିତାଧିକାରୀଙ୍କୁ ରାସନ କାର୍ଡ ଓ ଭତ୍ତା ବଣ୍ଟନ appeared first on OdiaBarta.in .

ଆଶୁତୋଷ ପାଢୀ ହେଲେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଉପସଭାପତି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ଯୁବ ସଂଗଠକ, ସଂଗ୍ରାମୀ ଯୁବ ନେତା ଆଶୁତୋଷ ପାଢୀଙ୍କୁ ବିଜେପି ଯୁବ ମୋର୍ଚ୍ଚାର କଳାହାଣ୍ଡି ଜିଲ୍ଲା ଉପ ସଭାପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କ… The post ଆଶୁତୋଷ ପାଢୀ ହେଲେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଉପସଭାପତି appeared first on OdiaBarta.in .

ପରବାଙ୍ଗି ସତ୍ୟ ମହିମା ଆଶ୍ରମରେ ପାଳିତ ହେଲା ନବାନ୍ନ ପର୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ପରବାଙ୍ଗି ସ୍ଥିତ ସତ୍ୟ ମହିମା ଆଶ୍ରମରେ ଶ୍ରାବଣ ପୂର୍ଣ୍ଣିମା ଦିନ ନବାନ୍ନ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ସନ୍ଧ୍ୟାରେ ଅଖଣ୍ଡ ବ୍ରହ୍ମ ଧୁନି ପ୍ରଜ୍ବଳନ… The post ପରବାଙ୍ଗି ସତ୍ୟ ମହିମା ଆଶ୍ରମରେ ପାଳିତ ହେଲା ନବାନ୍ନ ପର୍ବ appeared first on OdiaBarta.in .

ରକ୍ଷା ବନ୍ଧନର ଶାସ୍ତ୍ରୀୟ ପୃଷ୍ଠଭୂମି

ଶ୍ରାବଣପୂର୍ଣ୍ଣିମା ଏକ ଅତ୍ୟନ୍ତ ପବିତ୍ର ଦିବସ l ଏହା ହଳାୟୁଧ, ଭଗବାନ ଶ୍ରୀବଳଦେବଙ୍କ ଜନ୍ମ ଦିନ l ଏହି ପୂର୍ଣ୍ଣିମା ଗହ୍ମାପୂର୍ଣ୍ଣିମା,ଝୁଲଣ ପୂର୍ଣ୍ଣିମା, ରାକ୍ଷୀ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ l ଅନ୍ୟ ଉତ୍ସବ ମାନଙ୍କସହ ଏହା ଯେଉଁଥିପାଇଁ ସର୍ବ ଭାରତୀୟ… The post ରକ୍ଷା ବନ୍ଧନର ଶାସ୍ତ୍ରୀୟ ପୃଷ୍ଠଭୂମି appeared first on OdiaBarta.in .

ରୋହିଣୀ ନନ୍ଦନ ପ୍ରଭୁ ହଳାୟୁଧଙ୍କ ଜନ୍ମ କାହାଣୀ

ପାଣ୍ଡଵ ଭାଇମାନେ ବନବାସ କାଳରେ କାମ୍ୟକ ବନରେ ବାସ କରୁଥାନ୍ତି l ତୃତୀୟ ପାଣ୍ଡଵ ଅର୍ଜୁନ ଦିବ୍ୟାସ୍ତ୍ର ସନ୍ଧାନରେ ଚାଲି ଯାଇ ଥାନ୍ତି l ଅର୍ଜୁନଙ୍କ ବିନେ ଧର୍ମରାଜ ଯୁଧିଷ୍ଠିରଙ୍କ ମନ ଲାଗୁ ନ ଥାଏ l ଦିନେ ସେ ଇତସ୍ତତଃ… The post ରୋହିଣୀ ନନ୍ଦନ ପ୍ରଭୁ ହଳାୟୁଧଙ୍କ ଜନ୍ମ କାହାଣୀ appeared first on OdiaBarta.in .

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ବିଜେପୁର ଗ୍ରାମର ରଥ ଦଳେଇ (୪୬) ବୋଲି ଜଣାପଡିଛି। ସୂଚନା ଅନୁସାରେ, ରଥଙ୍କ… The post ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର appeared first on OdiaBarta.in .

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ

ଶକ୍ତିଶାଳୀ ଓ ସ୍ଵାଭିମାନୀ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସଂଘର ଶତାବ୍ଦୀ ବର୍ଷର ଷଷ୍ଠ କାର୍ଯ୍ୟକ୍ରମ ଯୁବ ସମ୍ମିଳନୀ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭବାନୀପାଟଣା ନଗରର ଦୁଇଟି ବସତିରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମଟି ବିକାଶ… The post ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ appeared first on OdiaBarta.in .

ଲଗାଣ ବର୍ଷାରେ ଭାଙ୍ଗିଲା ଘର; ଅସହାୟ ବୃଦ୍ଧ ଦମ୍ପତ୍ତି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦୁଇ ଦିନ ହେଲା ଲାଗି ରହିଛି ଲଘୁଚାପ ବର୍ଷା l ଏହି ଲଗାଣ ଯୋଗୁଁ ଦିର୍ଘ ବର୍ଷରୁ ଦୁର୍ବଳ ଅବସ୍ଥାରେ ଥିବା କୋକସରା ବ୍ଲକ ମୋଟେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟି ପୁଝାରୀପଡ଼ାର ସୋମନାଥ… The post ଲଗାଣ ବର୍ଷାରେ ଭାଙ୍ଗିଲା ଘର; ଅସହାୟ ବୃଦ୍ଧ ଦମ୍ପତ୍ତି appeared first on OdiaBarta.in .

ସରକାରୀ ଖେଳ ପଡିଆରେ ଅନୁସୂଚିତ ପିଲାଙ୍କୁ ଖେଳିବା ମନା; ୮ ବର୍ଷ ହେଲା ଜାତିବାଦର ଶିକାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦେଶ ସ୍ୱାଧୀନତାର ୮୦ ବର୍ଷ ପରେ ବି ସମାଜରୁ ଜାତିବାଦ ଯାଇନି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ସ୍ଥିତ ନିଆଳି ଗାଁରେ। ସରକାରୀ… The post ସରକାରୀ ଖେଳ ପଡିଆରେ ଅନୁସୂଚିତ ପିଲାଙ୍କୁ ଖେଳିବା ମନା; ୮ ବର୍ଷ ହେଲା ଜାତିବାଦର ଶିକାର appeared first on OdiaBarta.in .

ମୁକୁନ୍ଦପୁର ଛକରୁ ମେଲଘୁଟୁ ଭାୟା କନେର ରାସ୍ତା ଶୋଚନୀୟ

ରାସ୍ତାରୋକ ପରେ ବି ପୂରଣ ହେଲାନି ଦାବି ନିଜ ପ୍ରତିଶ୍ରୁତି ଭୁଲିଗଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କାଗଜ କଲମରେ ବିକାଶର ଡିଣ୍ଡିମ ପିଟୁଛି ସରକାର, ହେଲେ ବାସ୍ତବରେ ରାସ୍ତା ମରଣଯନ୍ତା। ଲାଞ୍ଜିଗଡ଼ ବ୍ଲକ… The post ମୁକୁନ୍ଦପୁର ଛକରୁ ମେଲଘୁଟୁ ଭାୟା କନେର ରାସ୍ତା ଶୋଚନୀୟ appeared first on OdiaBarta.in .

ଧର୍ମଗଡ଼ ବ୍ଲକ ଓବିସି ମଞ୍ଚର ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣି ରାଉତ): ଧର୍ମଗଡ଼ ବ୍ଲକ ଓବିସି ମଞ୍ଚ ତରଫରୁ ସମାଜର ସାମ୍ବିଧାନିକ ହକ ଅଧିକାର ପାଇଁ ଜିଲ୍ଲା ଓବିସି ମଞ୍ଚ ସଭାପତି ଡମ୍ବରୁଦ୍ଧର ଲହଜଲଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଧର୍ମଗଡ଼… The post ଧର୍ମଗଡ଼ ବ୍ଲକ ଓବିସି ମଞ୍ଚର ସାଧାରଣ ସଭା appeared first on OdiaBarta.in .

ଗଣେଶ ପୂଜା ମେଢ଼ ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଲା ଅଗ୍ରିମ ପ୍ରସ୍ତୁତି ବୈଠକ

୧୨ ଫୁଟ୍ ମଧ୍ୟରେ ମେଢ଼ ଉଚ୍ଚତା, ଧ୍ୱନି ପ୍ରଦୂଷଣ ଓ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଗାମୀ ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ, ସୁବ୍ୟବସ୍ଥିତ ଓ ସୁରକ୍ଷିତ ଭାବେ ପାଳନ ପାଇଁ ବାଲେଶ୍ୱର ପ୍ରଶାସନ… The post ଗଣେଶ ପୂଜା ମେଢ଼ ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଲା ଅଗ୍ରିମ ପ୍ରସ୍ତୁତି ବୈଠକ appeared first on OdiaBarta.in .

ଛାତ୍ର ବିଜେଡି ସଭାପତି ଭାବରେ ହରେକୃଷ୍ଣ ପ୍ରଧାନଙ୍କ ଦାୟିତ୍ଵ ଗ୍ରହଣ: ଦିଆଗଲା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

• ୱାର୍ଡ ସ୍ତରରୁ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ • ବିଦ୍ୟାର୍ଥୀଙ୍କ ବିପତ୍ତିର ସାଥି ହେବ ବିସିଜେଡି ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ… The post ଛାତ୍ର ବିଜେଡି ସଭାପତି ଭାବରେ ହରେକୃଷ୍ଣ ପ୍ରଧାନଙ୍କ ଦାୟିତ୍ଵ ଗ୍ରହଣ: ଦିଆଗଲା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା appeared first on OdiaBarta.in .

ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଥାଲାସେମିଆ ରୋଗୀଙ୍କ ପାଇଁ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ରକ୍ତ ଦାନ ଏକ ମହତଦାନ। ବୁନ୍ଦାଏ ରକ୍ତ ପାଇଁ ହସି ଉଠୁଥିବା ଜୀବନ ଲାଗି ରକ୍ତ ଦାନ କରିବା ନିହାତି ଦରକାର। ତୁମରି ରକ୍ତରେ କାହାର ଜୀବନ ବଞ୍ଚିଲେ, ସେ କର୍ମ ହେବ… The post ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଥାଲାସେମିଆ ରୋଗୀଙ୍କ ପାଇଁ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର appeared first on OdiaBarta.in .

ରେଙ୍ଗାଲପାଲି ଜୋର ଠାରେ ଘାଇ, ଯାତୟତ ଠପ୍

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବାହିତ ହୋଇ ବହୁତ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ବାନେର… The post ରେଙ୍ଗାଲପାଲି ଜୋର ଠାରେ ଘାଇ, ଯାତୟତ ଠପ୍ appeared first on OdiaBarta.in .

ଇନ୍ଦ୍ରଦେବଙ୍କ କୋପ ଦୃଷ୍ଟିରେ କୋକସରା ଅଞ୍ଚଳ!

ପ୍ରବଳ ବର୍ଷା, ଅସ୍ତବ୍ୟସ୍ତ ଜନଜୀବନ ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲଘୁଚାପ ଜନିତ ଲଗାଣ ବର୍ଷା ଗତ କାଲି ଠାରୁ ଲାଗିରହିଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଦେଖାଦେଇଛି ବେହାଳ ପରିସ୍ଥିତି। ପ୍ରାୟ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ… The post ଇନ୍ଦ୍ରଦେବଙ୍କ କୋପ ଦୃଷ୍ଟିରେ କୋକସରା ଅଞ୍ଚଳ! appeared first on OdiaBarta.in .

ଇଶାଣୀବ୍ରହ୍ମପୁରର ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କ ଦେହାନ୍ତ

ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି (ଜଗନ୍ନାଥ ଆଚାର୍ଯ୍ୟ): ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣୀବ୍ରହ୍ମପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କର ଗତକାଲି ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ କିଛିଦିନ ହେବ ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।… The post ଇଶାଣୀବ୍ରହ୍ମପୁରର ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କ ଦେହାନ୍ତ appeared first on OdiaBarta.in .

ବିଦ୍ୟାଳୟ ପରିଚାଳନା କମିଟି ଚୟନକୁ ଉପେକ୍ଷା!

ଅଭିଭାବକ ମହଲରେ ଅସନ୍ତୋଷ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ରାଜ୍ୟ ସରକାର। ଏହାକୁ ସଫଳ କରାଇବାରେ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି)ର ଯଥେଷ୍ଟ… The post ବିଦ୍ୟାଳୟ ପରିଚାଳନା କମିଟି ଚୟନକୁ ଉପେକ୍ଷା! appeared first on OdiaBarta.in .

ନର୍ଲା ଥାନାର ନୂଆ ଆଇଆଇସିଙ୍କୁ ସରପଞ୍ଚ ସଂଘର ସ୍ୱାଗତ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନାରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରି ଥିବା ଆଇଆଇସି କୈବଲ୍ୟ ସେଠଙ୍କୁ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ନର୍ଲା ବ୍ଲକ ସରପଞ୍ଚ ସଂଘ ସଦସ୍ୟ ବୃନ୍ଦ। ସଂଘର ସଭାପତି ଅନନ୍ତରାମ… The post ନର୍ଲା ଥାନାର ନୂଆ ଆଇଆଇସିଙ୍କୁ ସରପଞ୍ଚ ସଂଘର ସ୍ୱାଗତ ସମ୍ବର୍ଦ୍ଧନା appeared first on OdiaBarta.in .